Abujha Mana

ଅବୁଝା ମନ

ଜନାରଣ୍ୟ ଭିତରେ ଦିନେ ନିରିହ ମନଟା ହଜିଗଲା । କିଛି ବାଟ ଅତିକ୍ରମ କଲାପରେ ଗୋଟିଏ ଦୋଛକି ରାସ୍ତା ପଡ଼ିଲା । ଗୋଟିଏ ଆଲୋକର ପଥ ଓ ଅନ୍ୟଟି ଅନ୍ଧାରର । ଦ୍ୱନ୍ଦ ମଧ୍ୟରେ ମନଟି ନିଷ୍ପତ୍ତି ନେଇପାରିଲା ନାହିଁ ସେ କେଉଁ ପଥକୁ ଆପଣାର କରିବ । ହଠାତ୍ ଆଲୋକ ପଥରେ ମାୟା ହରିଣୀକୁ ଦେଖି ତା ପଛରେ ଧାଇଁବାକୁ ଲାଗିଲା । ଧାଇଁ ଧାଇଁ ମନ ଯେତେବେଳେ କ୍ଲାନ୍ତ ହୋଇଗଲା ସେ ବିଶ୍ରାମ ନେବା…

ଅଧିକ ପଢ଼ନ୍ତୁ
Kamana

କାମନା

ଅସରନ୍ତି ତୃଷ୍ଣା ଏ ମନର ଘର ନରକ ପଥରେ ହୁଏ ଅଗ୍ରସର ॥ ଚଞ୍ଚଳ ମନଟି କାମନାର ଦାସ ଶରୀର ସୁଖ ପାଇଁ ଦୁଃଖକୁ ଗ୍ରାସ ॥ ଆଜିର ନାରୀକୁ ସଜାଇ ଖେଳଣା କାମନା ଭୋକରେ ହେଲୁ ବାଟବଣା ॥ ସମାଜ ଏପାଇଁ କରିଅଛି ନୀତି ମାନବିକତା ଭୁଲି କରୁ ପୀରତି ॥ ସୃଷ୍ଟିର ଏ ପୁଅ ହଉ କି ସେ ଝିଅ କାମନା ମାୟାରେ ବରତୀ ନ ରୁହ ॥ କାମନାକୁ କରି ହୃଦୟୁ ଦମନ…

ଅଧିକ ପଢ଼ନ୍ତୁ
Akuha Katha

ଅକୁହା କଥା…

(ଉତ୍ସର୍ଗ କେବଳ ସେଇ ମାନଙ୍କୁ, ଯେଉଁମାନେ ଅନୁଭବୀ) (ଏକ) ଶାଶୂଘରୁ ବାପଘର ଯିବାର ରାସ୍ତା: ସବୁଜିମାରେ ଭରପୁର ସୁନ୍ଦର ଦୁନିଆ । ସବୁଜ କ୍ଷେତ, ଶ୍ୟାମଳ ତରୁଲତା, ବସନ୍ତ ଆଗମନରେ କୋଇଲିର ମଧୁର ଗୀତିକବିତା । ଗାଆଁ ପାଖ ନଈର କଳକଳ ଶବ୍ଦ । କଳକଳ ଶବ୍ଦ ତ ନୁହେଁ, ମୋ ପ୍ରିୟ ଗୀତର ସ୍ୱର । ଭଗବାନ ପୃଥିବୀକୁ ଖୁବ୍ ମନ ଲଗାଇ ତିଆରି କରିଛନ୍ତି, କିନ୍ତୁ ମୁଁ ଆଜି ଯାଏ ଦେଖିପାରି ନଥିଲି କେମିତି!!…

ଅଧିକ ପଢ଼ନ୍ତୁ
Kabit o Kabita

କବି ଓ କବିତା

ପ୍ରକୃତି ଓ ପୁରୁଷର ବର୍ଣ୍ଣନ ନଦୀ ସଙ୍ଗେ ସାଗରର ମିଳନ କାଳିଦାସ ଶକୁନ୍ତଳା କାହାଣୀ କାବ୍ୟିକ ରସ ଝରେ ଦିବାରାତି ! ଅବିରତ କବିତାର ଉପମା ଅବିଶ୍ରାନ୍ତ କଳ୍ପନାର ମହିମା ଅପବାଦ କୁଳବାଡ଼ ଡେଇଁ ସ୍ୱପ୍ନନଦୀ ଅସମୟେ ହେଲା ଗର୍ଭବତୀ ! ଗୋପନ ବସନ୍ତର ବିଳାସ ସୌଦାମିନୀ ସ୍ୱପ୍ନର ଆବେଶ ସୌନ୍ଦର୍ଯ୍ୟର ପରାଣ କୁଞ୍ଜରେ ପଲ୍ଲବିତ କଳ୍ପତରୁ ଲାଜେ ପୁଷ୍ପବତୀ ! ଅଯାଚିତ ପ୍ରେମର ପ୍ରଭୁତ୍ୱ ଚାରୁ ପିୟମ୍ବଦାର ଦାସତ୍ୱ ସଂଭାବ୍ୟ ପୁରୁଷ ବିଳାସର ସମ୍ଭୋଗ ଲେଖନୀ…

ଅଧିକ ପଢ଼ନ୍ତୁ
Kalira Manisha

କଳିର ମଣିଷ

ଜ୍ଞାନର ଆକାଶେ ସୁରୁଜ ଉଏଁନା ଅଜ୍ଞାନ ଗଲାଣି ଖେଳି ମନୁଷ୍ୟ ଭିତରେ ଚେତନା ହଜିଲା ତୁଚ୍ଛ ପାଇଁ କରେ କଳି ଦୟା, କ୍ଷମା ତା’ ମନରୁ ଧୋଇଲା ସ୍ୱାର୍ଥ ପାଇଁ ଦିଏ ବଳି ନବା ପାଇଁ ସେ ତ ସବୁଠି ତତ୍ପର ଦେହରୁ ଦିଏନା ମଳି ମାନବ ଆଜି ଦାନବ ସାଜିଲା ଇଏ ପରା ଯୁଗ କଳି । – ଋତୁପର୍ଣ୍ଣା ସାହୁ ଋତୁପର୍ଣ୍ଣା ସାହୁଋତୁପର୍ଣ୍ଣା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା…

ଅଧିକ ପଢ଼ନ୍ତୁ