Pruthibi kebe Nuhen Akashara

ପୃଥିବୀ କେବେ ନୁହେଁ ଆକାଶର

ପୃଥିବୀ କେବେ ନୁହେଁ ଆକାଶର… ରାତ୍ରୀ କେବେ ନୁହେଁ ଦିବସର… ବସନ୍ତ କେବେ ନୁହେଁ କୋଇଲିର… ମଧୁ କେବେ ନୁହେଁ ଅଳିକର… ତଥାପି ତାଙ୍କ ସମ୍ପର୍କ ଯୁଗଯୁଗର… ଜାଣିଥିଲି ମୁଁ ତୁମେ ନୁହେଁ କେବେ ମୋ ନିଜର… ହେଲେ ଆମର ସେଇ ପ୍ରେମ ସମ୍ପର୍କ ଯୁଗଯୁଗର… ଥାଅ ପଛେ ଗୋ ତୁମେ ଯେତେ ଦୂରେ ଏଇ ଆଖି ନିତି ତୁମକୁ ଝୁରେ… – ଅଜୟ କୁମାର ବେହେରା ଅଜୟ କୁମାର ବେହେରାଅଜୟ କୁମାର ବେହେରା ଓଡ଼ିଆ ଭାଷାରେ…

ଅଧିକ ପଢ଼ନ୍ତୁ
Kie Se Bujhichhi

କିଏ ସେ ବୁଝିଛି

କିଏ ସେ ବୁଝିଛି ଏ ଦୁନିଆକୁ ଆଜି କେମିତି ଚାଲିବ କରି ତାକୁ ସାଥି ଭବିଷ୍ୟତ ଆଖି ଆଗରେ ରହିଛି ବର୍ତ୍ତମାନରେ ସେ ବୁଡ଼ି ରହୁଛି ॥ କିଏ ସେ ବୁଝିଛି ଭଲପାଇବାର ମୂଲ୍ୟ ଖାଲି ପାଇବାର ଆଶା ସିଏ ଦେଖୁଛି ନିସ୍ଵାର୍ଥପରର ଅଭିନୟ ସାଜି ନିଜକୁ ନିଜେ ସେ ଧୋକା ଦେଉଛି ॥ କିଏ ସେ ବୁଝିଛି ଏ ସମ୍ପର୍କର ଭାଷା ନିଜ ସ୍ୱାର୍ଥ ଲାଗି ମିଠା କଥା କହି ନିଜକୁ ନିଜେ ଠକିବାର ଲୋକ…

ଅଧିକ ପଢ଼ନ୍ତୁ
Smruti

ସ୍ମୃତି

ମନେ ପଡ଼ୁଅଛି ସାଥୀମାନେ ଆଜି ପାଠ ପଢ଼ା ବେଳର କଥା ସମୟେ ଆସିବା ସମୟରେ ଯିବା ଥିଲା ସେତ ଆମରି ଚିନ୍ତା । (୧) ଧାଡ଼ି ଧାଡ଼ି ହୋଇ ଏକକ ସ୍ୱରରେ ପ୍ରାର୍ଥନା କରୁଥିଲେ ଆମେ ପାଠ ବେଳେ ପାଠ ଖେଳ ବେଳେ ଖେଳ ହସ ମଜାଗ କେତେ ଜମେ । (୨) ଦଶମ ଶ୍ରେଣୀର ଶେଷ ପରୀକ୍ଷାର ସ୍ମୃତିକୁ ବା ଭୁଲି ହେଉଛି ଆପଣା ମଧ୍ୟରେ ଆଲୋଚନା ହୁଏ ସେହି କଥା ମନେ ରହିଛି ।…

ଅଧିକ ପଢ଼ନ୍ତୁ
Nisangata

ନିଃସଙ୍ଗତା

ଏ ଫିକା ଫିକା ଆଲୁଅର ଛାଇ ମନରେ ଭରିଛି ଅସୁମାରୀ ପ୍ରୀତି ଚାରି କାନ୍ଥ ବନ୍ଦ କବାଟର ନୀରବତା ମନରେ ଭରୁଛି କିନ୍ତୁ ବ୍ୟଥାର ରାତି ଅନ୍ଧାର ରାତିରେ ଝାପସା ଆଲୁଅରେ ବସି ଭାବେ ମୁଁ ତୁମରି କଥା ଆଖିରେ ଆଖିଏ ନିଦ ହେଲେ ହେଲେ ଶୋଇ ଦେଉନି ଏ ମନର ବ୍ୟଥା । ନିଦ ଭରା ଆଖି ଆଜି ଯାଇଛି ହଜି କ୍ଳାନ୍ତ ଶରୀର ଭିତରେ ସେ ବାଟବଣା ବଢ଼ୁଛି ରାତି ବଢ଼ୁଛି ତାତି ଅମାନିଆ…

ଅଧିକ ପଢ଼ନ୍ତୁ
Jhumuthiba Kalpana

ଝୁମୁଥିବା କଳ୍ପନା

ତୁମ ମଥାର ବିନ୍ଦି, ମୁଁ ସେଇଠି ଜାଗା ଟିଏ ଚାହୁଁଚି…. ଯେଉଁଠି ତୁମ ଦୁଇ ଭୃଲତାର ଦୁଷ୍ଟାମୀରେ ମଥାରେ ତରଙ୍ଗଟେ ଖେଳେ ଆଉ ସେ, ତରଙ୍ଗର ପ୍ରତି ତାଳେ ଝୁମୁଥାଏ କଳା ବିନ୍ଦିଟିଏ । ବାସ୍…. ମୁଁ ସେଇଠି ଆଜୀବନ କବି ହେଇ ରହିବାକୁ ଚାହୁଁଚି ତୁମ ଓଠର ନିଆରା ହସ…. ମୋର ସବୁ ଯନ୍ତ୍ରଣା କ୍ଷଣିକରେ ପୃଥିବୀରୁ ଦୂରେଇ ଯାଏ ତମ ଓଠର ଚେନେଏ ହସରେ ॥ ବସ୍‌ଠୁ ଖାଇଥିବା ଗାଳି ସାରା ଦିନର କ୍ଲାନ୍ତି…

ଅଧିକ ପଢ଼ନ୍ତୁ