ତୁମେ ହିଁ ଜାଣିଛ
ମୋ ଦୁଃଖ କଷ୍ଟ ପାଇଁ ତୁମକୁ କେବେ ଦାୟୀ କରିବିନି, ମୋ ଦୁଃଖ ଲାଘବ ପାଇଁ ତୁମ ଆଗେ କେବେ ଅଳି କରିବିନି । ତୁମେ ଜାଣିଛ, କ’ଣ କ’ଣ ଲେଖିଛ, କାହିଁକି ଲେଖିଛ କେତେ ଦୁଃଖ, କେତେ ସୁଖ କପାଳରେ ମୋର, ତୁମର ଯେବେ ଯାହା ମନହେବ, ତୁମେ ଯେ କରିବ, କେବେ କାହା କଥା ଶୁଣିଛ ଯେ ଆଜି ମୋ କଥା ମାନିଯିବ? ତୁମେ ଯେ ସବୁକାଳେ ନିଜର ମନମାନି କରିଛ, କରିବ ହୁଏତ…