କଳଙ୍କ
ନିଜ ଦେହ କଳଙ୍କ ଅନ୍ୟ ଦେହେ ବୋଲି, କି ସୁଖ ଅବା ପାଇଲୁ । ଜନନୀ, ଭଗିନୀ ଭଳି ବହୁମୁଖୀ ନାରୀକୁ, ଜୀଅନ୍ତା ନର୍କରେ ଠେଲିଦେଲୁ । କ୍ଷଣ ସ୍ଥାୟୀ ସୁଖ ପାଇଁ ଭୁଲିଗଲୁ ତୁହି, ହେଲୁ କାମରୁପି ରାକ୍ଷାସ । ଅନ୍ୟର ଭଗିନୀ ବୋଲି କଳଙ୍କ ଦେଲୁ ବୋଳି, ନାହିଁ କିରେ ତୋ ଅବଶୋଷ । ଜନନୀ ହୋଇ ଜନ୍ମ ଦେଲା ସିଏ, ମମତା ତା’ର ଅତଳସ୍ପର୍ଶୀ । ସେହି ନାରୀର ବିକଳ ଚିତ୍କାର, ଶୁଣି…