ଝୁରେ ସେ ଶୀତ
ମନେପଡ଼ୁରେ ତୁ ଆଜି ଶୀତ କେମିତି ପିଲାଦିନେ ତୁ ଆସିଥିଲୁ ମୋ ଗାଁ’କୁ ଉତ୍ତରା ପବନେ ଥରେଇ, ମୋ କର୍ମଚଞ୍ଚଳ ଗାଆଁଟି ହୋଇଯାଉଥିଲା ଶୁନଶାନ୍ ତୋ’ର କ୍ରୁର ହେମାଳରେ ନିର୍ଜ୍ଜନ ସାଜୁଥିଲା ବାଟ ଖାାଲି ତୋ’ ପାାଇଁ । ଚୁଲି ମୁଣ୍ଡ ସତେ ତୋ’ର ନିବାରଣ ସବୁରି ସାହା ଭରସା ତୋ’ ଦାଉରୁ ପାଇବାକୁ ରକ୍ଷା ଏ ଜାଡ଼ ରାକ୍ଷସଠୁ, ଜେଜେମା କହେ ଗପ ଚୁଲି ମୁଣ୍ଡେ ବସି କୋଳେ ବସାଇ ଗେହ୍ଲା ନାତିକୁ କିଛି ସୁନ୍ଦର…