Odia Poem Corona (କରୋନା) by Balaram Panda

କରୋନା

କରୋନା ବିକୁଛି ରୋଗ ପୁଡ଼ିଆଲୋ ବଜାର ଘାଟରେ ବୁଲି ଅମାନିଆ ସବୁ କିଣନ୍ତି ଆସିକି ମୁହଁରୁ ମାସ୍କ ଖୋଲି । ବର୍ଷ ଆରମ୍ଭରୁ ରାଲି ଇସ୍କୁଲୁ ହତାରେ କେବେ ଫିଙ୍ଗା ହବ ଭାତକୁ ପାଣିଆ ଡାଲି !? ଦିନରେ ବୁଲୁ ଖୁଲମ ଖୁଉଲୁ ରାତିରେ ଝୁଲୁଛି ତାଲା ପୁଣି କାଇଁକି ଲକଡାଉନ୍ ଭ୍ୟାକସିନ୍ କୋଉଠି ମଲା । ଏଣେ ନବୀନ ଦାଣ୍ଡରେ ପାଲା ପୃଥିବୀକୁ ପ୍ରଳୟ ଆସୁହେ କାଉଣ୍ଟର ରଖିଥା ଖୋଲା । କୋରନା ତୋ’ପାଇଁ ମାଇପ କହଇ ପ୍ରାଣଧନ ମୋର ରେଡ଼ି…

ଅଧିକ ପଢ଼ନ୍ତୁ
Odia Poem Niara Pari (ନିଆରା ପରୀ) by Saroj Kumar Sahoo

ନିଆରା ପରୀ

ଘନ କଳାକେଶେ ଗଜରା ବାନ୍ଧିଣ ଚାଲିଗଲେ ଏଇ ବାଟେ ମଲ୍ଲୀ ଜୁଇଜାଇ ହେନା ମାଳତୀର ବାସରେ ମହକ ଛୁଟେ । ରକ୍ତଜବା ପରି ଅଧରରୁ ଯେବେ ଝରି ପଡ଼େ ମିଠା ମହୁ କେଜାଣେ କାହିଁକି ନିଜ ଅଜାଣତେ ଖୋଲିଦିଏ ଦୁଇ ବାହୁ । ପଦ୍ମ ପାଖୁଡାର କଅଁଳ ପାଦରେ ଅଳତାର ଧାର ହସେ ଆଖିର କଜ୍ୱଳ ତେଜସ୍ୱନୀ ମୁଖ ଆହୁରି ଉଜ୍ୱଳ ଦିଶେ । ମୁଦ୍ରିତ ନୟନ ଲାଗେ ଲୋଭନୀୟ ତା’ ସାଥେ ଚାହାଣି ଆଭା ଦୋଳାୟିତ ହୁଏ ଚାଲିରେ ତୋହର…

ଅଧିକ ପଢ଼ନ୍ତୁ
Mo Preranadayini Maa (ମୋ ପ୍ରେରଣାଦାୟିନୀ ମାଆ) by Bidisha Patrao

ମୋ ପ୍ରେରଣାଦାୟିନୀ ମାଆ

ମାଆ… ସମସ୍ତଙ୍କ ଜୀବନରେ ଏହି ବ୍ୟକ୍ତିତ୍ୱଙ୍କର ସ୍ଥାନଟି ଅତୂଳନୀୟ । ମାନୁଛି ଯେ, ଏହି ଶବ୍ଦ ଦୁନିଆର ସବୁଠାରୁ ଛୋଟ ଶବ୍ଦ କିନ୍ତୁ ତା’ ଠାରୁ ବଡ଼ ମଧ୍ୟ ଦୁନିଆରେ କିଛି ନାହିଁ… ଆଉ କିଛି ମଧ୍ୟ ନାହିଁ । ଜନନୀ, ମାତା, ବୋଉ… ଏମିତି ବହୁତ ନାମ ଅଛି ତାଙ୍କର । ମୋ ଜୀବନରେ ମୋ ମାଆଙ୍କ ସ୍ଥାନ ସର୍ବୋଚ୍ଚ, ଅତୂଳନୀୟ । ତାଙ୍କ ପ୍ରତି ଥିବା ଅସୀମ ଭଲପାଇବାକୁ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ପର୍ଯାପ୍ତ ଶବ୍ଦ ମଧ୍ୟ…

ଅଧିକ ପଢ଼ନ୍ତୁ
Odia Poem Shabara Koha (ଶବର କୋହ) by Sunita Patel

ଶବର କୋହ

ଚାରିକାନ୍ଧରେ ଶ୍ମଶାନ ଯିବା ପାଇଁ ଶବ ଜଗିଛି ହେଲେ ଜିଅନ୍ତା ମଣିଷ ଆଜି ଶବ ପାଲଟିଛି । ନିଜ ଜନମ ଭୂଇଁରେ ମିଶିଯିବା ପାଇଁ ଶବ ଆଜି ଝୁରୁଛି ହେଲେ ଗାଁ ଶ୍ମଶାନ ଆଜି ଶବ ପାଲଟିଛି । ଆଜି ଶବ ରାମ ନାମ ସତ ନାଁ ହରି ନାମ ସତ ପଚାରୁଛି, ହେଲେ ବିଜ୍ଞ ମଣିଷ ଉତ୍ତର ଜାଣି ବି ମୁକ ପାଲଟିଛି । ଶବ ଥିବା ଘର ଆଜି ଶୁନ୍‌ଶାନ୍ ହେଇଯାଇଛି ମଶାଣିର ପଥ ବି କ୍ଳାନ୍ତ ହୋଇ…

ଅଧିକ ପଢ଼ନ୍ତୁ
Odia Poem Michha Prema (ମିଛ ପ୍ରେମ) by Susmita Bavi

ମିଛ ପ୍ରେମ

ପ୍ରେମର ମାନେ ଆଜି ସାଜିଛି ଛଳନା ଛଳନା ଭିତରେ ହଜି ଯାଇଛି ଭାବନା । ଅଢ଼େଇ ଅକ୍ଷର ପ୍ରେମ ସାକ୍ଷାତ ଇଶ୍ୱର ଇଶ୍ୱର ବଦଳରେ ଆଜି ସାଜିଲା ପଥର । ମନ ସାଥେ ମନ ମିଶି ହୋଇଯାଏ ପ୍ରେମ ସେହି ପ୍ରେମ ଆଜି ନେଉଛି କାହାର ଜୀବନ । ମିଛ ମାୟା ସଂସାରରେ ସବୁ ତ ଛଳନା ପ୍ରେମ ବି ସାଜିଲା ଆଜି ମାଟିର ଖେଳନା । ଖେଳଣାରେ ଖେଳୁ ଖେଳୁ ସରିଯାଏ ଦିନ ପ୍ରେମ କଲେ ଅବେଳରେ ଚାଲିଯାଏ ପ୍ରାଣ । ପ୍ରେମ…

ଅଧିକ ପଢ଼ନ୍ତୁ