Oida Poem Paribara (ପରିବାର) by Minati Dash

ପରିବାର

ଆମ ପରିବାର… ସର୍ବ ପ୍ରାଚୀନ ଅନୁଷ୍ଠାନଟିଏ ଗଢ଼େ ସମାଜ, ଗ୍ରାମ ଦେଶ ବିଦେଶ, ଯେଉଁଠି ଜନ୍ମର କୁଆଁ ରଡ଼ିରେ ଆନନ୍ଦ ବିସରେ ଖୁସି ଲହଡ଼ୀ ମାରେ ହସ ଢେଉ ଭାଙ୍ଗେ ମୃତ୍ୟୁରେ ଯେଉଁମାନେ ବହନ୍ତି ଛ’ଖଣ୍ଡି, ବିଞ୍ଚନ୍ତି ଖଇ କଉଡ଼ି ସମସ୍ତେ ଶୋକାକୁଳ କାନ୍ଦ ବୋବାଳି ସହ ଅଜସ୍ର ରକ୍ତାକ୍ଷରା ମୁହୂର୍ତ୍ତର ସାହାରା, ଏକ ଅମୋଘ ମନ୍ତ୍ରରେ ଆପଣାପଣର ରଜ୍ଜୁରେ ବାନ୍ଧିହୋଇ ବାଣ୍ଟନ୍ତି ସୁଖ ଦୁଃଖ ଆନନ୍ଦ ବିଷାଦ ସେ ଆମ ପରିବାର । ସ୍ନେହ ମମତା ବିଶ୍ୱସ୍ତପଣର…

ଅଧିକ ପଢ଼ନ୍ତୁ
Odia Story Eka Lekhaka ra Mrutyu Pare (ଏକ ଲେଖକର ମୄତ୍ୟୁ ପରେ) by Paramita Mishra

ଏକ ଲେଖକର ମୄତ୍ୟୁ ପରେ !!

କରତାଳିର ସୁଅରେ ଫାଟି ପଡ଼ୁଥିଲା ସଭା । ସାମ୍ୱାଦିକ ତଥା ଅନ୍ୟାନ୍ୟ ଗଣମାଧ୍ୟମର ଲୋକମାନେ ଫୋଟ ନେବାରେ ବ୍ୟସ୍ତ । ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ତଥା ଅତିଥିଗଣଙ୍କର ପ୍ରଶଂସାରେ ପାଟି ଥକୁ ନଥିଲା । ବହିଟି ଏ ବର୍ଷର ‘ବେଷ୍ଟ ବୁକ୍ ଅଫ୍ ଦ ଇଅର’ ପୁରସ୍କାର ପାଇଛି । ଆଉ ଏସବୁ ଭିତରେ ପୁଣ୍ୟତୋୟାଙ୍କ ଆଖିରୁ ଝରି ଯାଉଥିଲା ଆନନ୍ଦାଶ୍ରୁ । ଯେମିତି ଯେମିତି ସଭା କାର୍ଯ୍ୟ ଆଗକୁ ବଢ଼ିଲା ସ୍ୱର୍ଗତ ଅର୍ଦ୍ଧେନ୍ଦୁ ଓ ଚାରଲେଟ ଚୌଧୁରୀଙ୍କ ବହି ଉନ୍ମୋଚନ ତଥା…

ଅଧିକ ପଢ଼ନ୍ତୁ
Odia Bhajan Nila Saila Chudamani (ନୀଳ ଶୈଳ ଚୂଡ଼ାମଣି) by Gupteswar Chand

ନୀଳ ଶୈଳ ଚୂଡ଼ାମଣି

ନୀଳ ଶୈଳ ଚୂଡ଼ାମଣି ଘେନ ଦୀନ ଗୁହାରୀ । ମହା ସଙ୍କଟ ସିନ୍ଧୁରୁ ବେଗେ କର ହେ ପାରି ॥ ଚାହୁଁ ଚାହୁଁ ଦୁଃଖ-ରାହୁ ସୁଖ-ଶଶୀ ଗ୍ରାସଇ । ଚିନ୍ତା-ସାଗରେ ଜୀବନ- ନଉକା ମୋ ଭାସଇ ॥ କୂଳେ ଲଗାଅ ତୁରିତେ ଦୟା ଦୃଷ୍ଟିରେ ଚାହିଁ । ତୁମବିନା ଏ ସଂସାରେ ତ୍ରାଣ କର୍ତ୍ତା କେ ନାହିଁ ॥ ମହା ମହା ବିପଦରୁ କରି ଅଛ ଉଦ୍ଧାର । ସମଗ୍ର ସଂସାର ପାଇଁ ବାରେ କରୁଣା କର ॥ କେତେ ନିଷ୍ପାପ ନିରୀହ…

ଅଧିକ ପଢ଼ନ୍ତୁ
Odia Poem Jibanara Doli (ଜୀବନ ଦୋଳି) by Rashmibala Satapathy

ଜୀବନ ଦୋଳି

ଦୁଇଗୋଟି ରଜ୍ଜୁରେ ବନ୍ଧା ଜୀବନ ଦୋଳି ସମାହାର ଜନମ ମରଣର, ପ୍ରଭୁଙ୍କ ଆଦଶେ ବନ୍ଧା ଯେ ହୋଇଛି ବିଚିତ୍ରତା ପୂର୍ଣ୍ଣ ଏହା ସୃଷ୍ଟିର । ଜୀବନ ଦୋଳିର ଦୁଇପାର୍ଶ୍ଵ ସଜ୍ଜିତ ହୋଇଛି କେବେ ସୁଖ ଏଠି କେବେ ଦୁଃଖ, ସଂସାର ବାରିଧି ପୂର୍ଣ୍ଣ ହୋଇ ଯେ ଚାଲିଛି ନିନ୍ଦା ପ୍ରଶଂସା ଯେ ଏହାର ଆଭିମୁଖ୍ୟ । ଶୈଶବ ଯୌବନ ବାର୍ଦ୍ଧକ୍ୟ ପାବଚେ ଚଢ଼ି ପହଞ୍ଚେ ମନୁଷ୍ୟ ଶୀର୍ଷରେ, ମାନ ଅପମାନ କେବେ ସମ୍ପତ୍ତି ବିପତ୍ତି ସାଥୀ ହୋଇ ରହିଥାନ୍ତି ଆମ…

ଅଧିକ ପଢ଼ନ୍ତୁ
Odia Poem E Ki Abichara (ଏ କି ଅବିଚାର) by Alekh Meher

ଏ କି ଅବିଚାର

ପରଖିବା ସୀମା ଲଙ୍ଘନର ପରେ ଘୃଣା ଲାଗଇ ତମକୁ, ଶରଣ ରଖିନ ଫୋପାଡ଼ିଲ ଦୂରେ ଭରସା ଅବା କାହାକୁ । ବରମୁଡ଼ା କୋଣ ଜଳ ଭଉଁରୀରେ ହରାଇ ହୃଦୟ ହାର, ମୋହ ମାୟା ପୂର୍ଣ୍ଣ ଭବ ଶୟଳରେ ବଞ୍ଚିବାର ନାହିଁ ମୋର । ବୃଜିନ ଦୁର୍ନୀତି ଅସତ୍ୟ ବାସରେ ଐରେୟ ସାଜେ ପ୍ରହରୀ, ସତ୍ୟ ପଥ ଧରି କର୍ମ ଆଦରିଲେ ଦୁର୍ଦ୍ଦିନ ମାରଇ ଘେରି । ଭିଦୁର-ବଚନ ଉଚ୍ଚାରିଲେ ମୁଖେ ଚଉବର୍ଗ ଫଳପ୍ରାପ୍ତି, ପେଶଳେ ସୁମିଷ୍ଟ ବଚ ବଲଗିଲେ ପେଟରେ ପଶଇ…

ଅଧିକ ପଢ଼ନ୍ତୁ