ଆମ ଘର
ଆମ ଘର ଅଟେ ଏକ ମନ୍ଦିର, ବାପା ମାଆ ଆମ ପାଇଁ ଜୀବନ୍ତ ଠାକୁର ॥ ଭାଇ ଭଉଣୀ ଆମେ ଅଟୁ ଦୁଇଜଣ, ବାପା ମାଆଙ୍କର ସବୁବେଳେ ଜିଣିଥାଉ ମନ ॥ ତାଙ୍କ ପାଖରେ କରୁ କେତେ ଅଳି ଅଝଟ, ସେମାନେ କରନ୍ତି ଆମକୁ ସବୁବେଳେ ଆକଟ ॥ ଛୋଟରୁ ବଡ଼ ଆମକୁ ସେ ଗଢ଼ି ତୋଳିଲେ, ସବୁବେଳେ ହାତଧରି ଆମକୁ ଚାଲି ଶିଖାଇଲେ ॥ ତାଙ୍କ ଗାଳି ଆମ ପାଇଁ ଅଟେ ଆଶୀର୍ବାଦ, ତାଙ୍କ ଆଶୀର୍ବାଦ…

