Odia Poem Abapata (ଅବପାତ) by Sangram Moharana

ଅବପାତ

ହେ ବର୍ଷା ! କେତେବେଳେ ତୁମେ ଶାନ୍ତ ନିରବ ଶବ୍ଦରେ ମନର କୋହ ଆଉ କେତେବେଳେ ବଜ୍ର ବତାସରେ ଆଖିର ଲୁହ ॥ ହେ ବର୍ଷା ! ଅବାସ୍ତବକୁ ବାସ୍ତବ କରି ଦେଖେଇଥିଲ କେତେ ସ୍ୱପ୍ନ ତୋଳି ଆଣିବାକୁ ଇଚ୍ଛା କରିଥିଲ ସେ ପରୀ ରାଇଜର ଜହ୍ନ ॥ ହେ ବର୍ଷା ! କେତେ ଚିତ୍ର ପୁଣି ଅନ୍ଧାର ଭିତରେ ପ୍ରତିଛବି କରି ଆଙ୍କୁଥିଲ ଭାବନା ରାଇଜ ରଙ୍ଗ ସବୁ ଆଣି ମନ ଇଲାକାରେ ଢାଳୁଥିଲ ॥…

ଅଧିକ ପଢ଼ନ୍ତୁ
Odia Story Gachha (ଗଛ) by Sudhanshu Dwibedy

ଗଛ

“ଆରେ ମାନୁ ସେ ଗଛ କାହିଁକି କାଟୁଛୁ?” ୭୦ ବର୍ଷର ବୃଦ୍ଧ ଆଦିକନ୍ଦ ତାଙ୍କ ପୁଅକୁ ପଚାରୁଥାନ୍ତି । “ଗଛଟା ତ ଏତେ ବୁଢ଼ା ହୋଇଗଲାଣି ତାକୁ ରଖି ଲାଭ କ’ଣ?” ମାନୁ ଗଛପ୍ରତି ଉପେକ୍ଷା କରି କହୁଥାଏ । “ହେଲେ ଏଇ ଆମ୍ୱ ଗଛ ଆମର କେତେ ପିଢ଼ିକୁ ଫଳ ଦେଇଛି । ତା’ ପତ୍ର କେତେ କେତେ ପୂଜା ପାର୍ବଣରେ ଲାଗିଛି । ତା’ ଡାଳରେ କେତେ ପକ୍ଷୀ ବସା କରି ରହିଛନ୍ତି ।…

ଅଧିକ ପଢ଼ନ୍ତୁ
Odia Bhajan Srusti Raksha Kara (ସୃଷ୍ଟି ରକ୍ଷାକର) by Puspanjali Panda

ସୃଷ୍ଟି ରକ୍ଷାକର

ସତେକିବା ଏହା ପ୍ରାରବ୍ଧ କଷଣ ଭୂତାଣୁର ଭୟ ! ଆହେ ନାରାୟଣ ଆଶା ପାଲଟିଛି ନିରାଶା ଗଣ୍ଠିଲି କେମିତି ଧରିବୁ ଦୁଇ ହାତ ଖାଲି ॥ ଜୀବ ଧାରଣର ସମସ୍ତ ସୋପାନ ନୀରବରେ ଦେଖେ ଦାରୁଣ ମରଣ ଆଖି ପତା ତଳ ଏରୁଣ୍ଡି ବନ୍ଧରୁ ତତଲା ଲୁହର ନିଆଁ ଉହ୍ମେଇରୁ ॥ ଧୂଆଁ ଧୂଆଁ ଦିଶେ ଜୀବନ କିତାବ ସତେ କିବାସବୁ ଶେଷ ହୋଇଯିବ ପରୀକ୍ଷାର ଦିନ ସରୁନାହିଁ ଜମା ସମୟର ଗତି ସତେକି ବା ଧିମା…

ଅଧିକ ପଢ଼ନ୍ତୁ
Odia Poem Bhinna Eka Prema Katha (ଭିନ୍ନ ଏକ ପ୍ରେମ କଥା) by Kartika Chandra Tripathy

ଭିନ୍ନ ଏକ ପ୍ରେମ କଥା

ଆଜି ଅନିମେଶ ବାବୁ ବହୁତ ବ୍ୟସ୍ତ କାରଣ ସାନପୁଅ ସମୀର ବାଙ୍ଗାଲୋରରୁ ଘରକୁ ଫେରିଛି, ତା’ ପାଇଁ ଝିଅ ଦେଖା କାମଟି ସାରିବାକୁ ପଡ଼ିବ କାଲି । ଏଟା ଖାଲି ଗୋଟେ ଅନୁଷ୍ଠାନିକ ଥିଲା, କାରଣ ସମୀର ଓ ଶ୍ୱେତା ଦୁହେଁ ଦୁହିଁଙ୍କୁ ପସନ୍ଦ କରି ସାରିଛନ୍ତି କଲେଜରେ ପଢ଼ିଲା ଦିନରୁ । ତା’ ପରଦିନ ସମସ୍ତେ ଶ୍ୱେତାର ଘରକୁ ବାହାରିଲେ; ସେମାନେ କହିଲେ ଅନିମେଶ, ପତ୍ନୀ ଅଞ୍ଜନା ଦେବୀ, ଆଉ ସମୀର । ସେମାନଙ୍କ ବଡ଼…

ଅଧିକ ପଢ଼ନ୍ତୁ
Odia Poem Bahurupi Corona (ବହୁରୂପୀ କରୋନା) by Alekh Meher

ବହୁରୂପୀ କରୋନା

ରମ୍ଭାରିପୁ ପବମାନେ ପର୍ଣ୍ଣ ଯେହ୍ନେ ଧ୍ୱଂଶ ଶତସିଆଁ କରି ସଦା ରଖିଥାଏ ରୋଷ । ତେସନେ ସଙ୍ଗତି ତୋର, ବୁହାନ ପ୍ରଦେଶୁ ଆସି ନାଶୁ ଏ ସଂସାର ।୧। ସୁରରିପୁ ଜିଣା ଦମ୍ଭ ନିତ୍ୟ ପ୍ରାଣହରୁ, ତ୍ରିଭୁବନେ ପରିବ୍ୟାପ୍ତ କାୟା ମହାମେରୁ । ଅଣୁ ଅସ୍ତ୍ର ତୋ’ କିଙ୍କର, ଘୂରିଯାଏ ଶିର ସର୍ବ ବୈଜ୍ଞାନିକଙ୍କର ।୨। ବହୁରୂପି ଧରାଗ୍ରାସୁ ଧରି ନାନା ବେଶ ଉତ୍ସୃଙ୍ଖଳ ନର ତହିଁ ବସେ ମୋଡ଼ି ନିଶ । ଅବମାନ କରି ନୀତି,…

ଅଧିକ ପଢ଼ନ୍ତୁ