
ମେଘୁଆ ପାଗରେ
ମେଘୁଆ ପାଗରେ ହଜିଯିବା ଆମେ ଏମିତି ଏକ ଜାଗାରେ, ଫୁଲକୁ ଭ୍ରମର ଚୁମୁଥିବ ଖାଲି ଖୁସି ଖୁସିର ପ୍ରେମରେ । ଝରୁଥିବ ବର୍ଷା ଡାଳରୁ ମୂଳକୁ ତଳେ ଥିବା ଦୁହେଁ ବସି, ଓଠରେ ଓଠକୁ ଲଗେଇ ଦେବା ଯେ ବରଷ ବି ହେବ ଖୁସି । ଓଠ ଫାଙ୍କ ଦେଇ ନିର୍ଝର ବରଷା କହିବ କିଛି କଥାରେ, ତଥାପି ଓଠଟା ଶୁଖିଲା ଶୁଖିଲା ଥିବ ମୋ ଚୁମ୍ବନ ଆଶାରେ । ଇନ୍ଦ୍ରଧନୁ ରଙ୍ଗେ ରଙ୍ଗିଯିବା ଆମେ ହସୁଥିବ…