ସତରେ କ'ଣ ସେ ଅଲୋଡ଼ା

ସତରେ କ’ଣ ସେ ଅଲୋଡ଼ା?

ସେ କନ୍ୟା, ଭଗିନୀ, ଜାୟା ଓ ଜନନୀ କେଉଁ ଅଜଣା ହସ୍ପାତାଳରେ ହୁଏ ଅଜଣା ଭୃଣ ହତ୍ୟା ଅଥବା ମିଳେ ପଲିଥିନ୍‌ ଜରିରେ ବନ୍ଧା ଅଳିଆଗଦା ବା ରେଳ ଧାରଣା ନିକଟରୁ ପୁଣି ବିଦ୍ୟାଳୟେ ଅବା ଶୁନ୍‌ଶାନ୍ ଜାଗାରେ ପଡ଼େ ସେ କାମୁକ ଆଖିରେ ତ‌ଥାପି ସରେନା ତା’ର କାହାଣୀ ସେଇଠି ଯୌତୁକ ନିଆଁରେ ସେ ପୋଡ଼ି ହୋଇଯାଏ ଅଥବା ହୁଏ ସେ ପତି ପରିତ୍ୟକ୍ତା । ପରିଣତ ବୟସରେ ବି ସରେନା ଦୁଃଖ କାହାଣୀ ଯେଉଁଠି…

ଅଧିକ ପଢ଼ନ୍ତୁ
shefali

ଶେଫାଳି

ତୁମେ ଯେମିତି ଝରିଯାଅ ସକାଳ ହେବା ପୂର୍ବରୁ ସ୍ୱପ୍ନ ମୋର ହଜିଗଲା ନିଦ ଭାଙ୍ଗିବା ଆଗରୁ । ତୁମେ ଯେମିତି ଝରିଯାଅ ପ୍ରସ୍ଫୁଟିତ ବୃନ୍ତରୁ ସ୍ୱପ୍ନ ସ୍ଵପ୍ନସବୁ ଝରିଲେଣି ଲୁହ ହେଇ ମୋ ଆଖିରୁ । ଅବଶୋଷ ନାହିଁ କି ତୁମର ବଞ୍ଚିତ ହେଲ ଅର୍ଚ୍ଚନାରୁ ମୁଁ କିନ୍ତୁ କାନ୍ଦୁଛି ଆଉ ଜିଉଁଛି ମରୁ ମରୁ । – ସମିତା ସାହୁ

ଅଧିକ ପଢ଼ନ୍ତୁ
ତୁମପାଇଁ

ତୁମପାଇଁ

କେବେ ହେଲେ ତୁମ ମଥାର କୁଙ୍କୁମ କେବେ ଗଭାର ଗଜରା, ନୟନ ଅଞ୍ଜନ ହେଲେ କେତେବେଳେ ପୁଣି କେବେ ଗଳାହାରା । ନହୁଲି ଅଧରେ ନାଲି ଗାଢ଼ ରଙ୍ଗ ଲାଜରା ବଦନ ହସ, ଆଉ କେବେ ହେବି ପାଦର ନୁପୁର କେବେ ତୁମ ଝୀନବାସ । ଆଉ କେତେବେଳେ କେଶର ଚେପଣା ସରୁ ଆଙ୍ଗୁଳି ମୁଦ୍ରିକା, କେବେ ପୁଣି ହେବି ହସ୍ତ ଦ୍ୱୟ ଶଙ୍ଖା କେବେ କାନର ଝୁମକା । ଅତର ହୋଇଣ ଦେହରେ ଲାଖିଣ ମହକିବି…

ଅଧିକ ପଢ଼ନ୍ତୁ
ଗୁରୁଜୀ

ଗୁରୁଜୀ

ଦାନ ମଧ୍ୟେ ବିଦ୍ୟା ଦାନ ଶ୍ରେଷ୍ଠ ମହୀତଳେ, ମୂରୁଖ ମହାନ ସାଜେ ଗୁରୁ କୃପା ବଳେ । ଜ୍ଞାନାଲୋକ ଦେଇ ଯିଏ ନିଇତି ହସାଏ, ସିଏ ପରା ମାତା-ପିତା ଗୁରୁ ପରା ସିଏ । ଯୁଗେ ଯୁଗେ ଗୁରୁ ପୂଜା ରହିଛି – ରହିବ… କିଏ କହେ ଗୁରୁ ବିନା ଜ୍ଞାନ ପାଇ ହେବ? ଗୁରୁ ବାଣୀ ଗଙ୍ଗା ପରି ଶାଶ୍ଵତ – ପବିତ୍ର, ସୁନ୍ଦର – ସତ୍ୟ – ପ୍ରଶାନ୍ତି ମଧୁର – ଅମୃତ ।…

ଅଧିକ ପଢ଼ନ୍ତୁ
luchakali

ଲୁଚକାଳି

ବହୁତ ହୋଇଗଲା ବନ୍ଧୁ, ଏଇ ଛୁପାଛୁପି ଲୁଚକାଳି ଖେଳ, ମୁଁ ତୁମକୁ ଖୋଜୁଛି ଆଉ ତୁମେ ମୋତେ, ଏବେ ତ’ ଏ ଖେଳ ବନ୍ଦକର । ଟିକେ ଆସନ୍ତନି ! ମୋ ପାଖରେ ବସନ୍ତ, ଦି ପଦ ଦୁଃଖ ସୁଖ ହୁଅନ୍ତେ । ତା’ ପରେ ତୁମେ ତୁମ ବାଟରେ, ଆଉ ମୁଁ ମୋ ବାଟରେ ନିଜ ଘରକୁ ଫେରନ୍ତେ । ହେଲେ, ଫେରିବାର ବାଟ ତ’ ଗୋଟିଏ, ଗନ୍ତବ୍ୟ ବି ଗୋଟିଏ । ମୁଁ ତ…

ଅଧିକ ପଢ଼ନ୍ତୁ