i-have-been-to-london

ଆଇ ହାଭ ବିନ ଟୁ ଲଣ୍ଡନ୍ ଟୁ ଲୁକ୍ ଆଟ୍ ଦି କୁଇନ୍…

ଚାଟଶାଳୀରେ ବସି ପଣିକିଆ ଘୋଷୁଥିବା ବୟସରେ ହାତରେ କିଏ ଧରାଇଦେଇଥିଲା ନର୍ସରୀ ରାଇମ୍ ବହିଟିଏ । ଗୀତଗୁଡ଼ିକ ମଧ୍ୟରେ ସୁପ୍ରସିଦ୍ଧ ଶିଶୁ ଗୀତିକା “ପୁଷି କ୍ୟାଟ୍” ମୋର ସବୁଠାରୁ ପ୍ରିୟ ଥିଲା । ଗୀତଟିର ସାର ହେଲା ଏକ ବିଲେଇ ବିଲାତ ଭ୍ରମଣରେ ଯାଇ ସେଠି ରାଣୀଙ୍କ ଆସନ ତଳେ ଲୁଚିଥିବା କୁନି ମୂଷାଟିକୁ କିପରି ଡରାଇ ଦେଇଛି । ମୁଁ ସବୁବେଳେ କଳ୍ପନା କରୁଥାଏ ସତରେ ମୁଁ କେବେ ସ୍ଵଚକ୍ଷୁରେ ଦେଖି ପାରିବି ଇଂଲଣ୍ଡ ରାଣୀ…

ଅଧିକ ପଢ଼ନ୍ତୁ
delft

ଅଚିହ୍ନା ସହରେ ମୁଁ

ଡେଲ୍ଫଟ୍ । ସକାଳୁ ସକାଳୁ ସ୍କିପୋଲ ଏଆରପୋର୍ଟରୁ ମଟ୍ରୋ ଯୋଗେ ପହଞ୍ଚି ଗଲି । କର୍ମ ସଂସ୍ଥାନରେ କିଛି ଔପଚାରିକତା ସରିବାପରେ ଦିଆଯାଇଥିବା ବାସସ୍ଥାନ ଆଡ଼କୁ ଚାଲଲି । ହାତରେ ଇନଷ୍ଟିଚ୍ୟୁଟ ପ୍ରଦତ୍ତ ମ୍ୟାପଟିଏ । ମ୍ୟାପ ପଛପଟେ ଡେଲ୍ଫଟ ସହରର ସଂକ୍ଷିପ୍ତ ବିବରଣୀ । ନେଦରଲ୍ୟାଣ୍ଡର ପଶ୍ଚିମକୁ ଅଛି ଏଇ ଛୋଟିଆ ସହର । ଛୋଟ ହେଲେ ବି ବିଶ୍ୱ ପ୍ରସିଦ୍ଧ ଦୁଇଟି କାରଣ ପାଇଁ । ପ୍ରଥମତଃ ଡେଲ୍ଫଟ ଇଉନିଭର୍ସିଟି ଅଫ ଟେକ୍ନୋଲୋଜି ଯାହାକି…

ଅଧିକ ପଢ଼ନ୍ତୁ
ନକଲି ଚାଷୀ ଆତ୍ମହତ୍ୟା

ନକଲି ଚାଷୀ ଆତ୍ମହତ୍ୟା

ରାଜ୍ୟରେ ପଶ୍ଚିମାଞ୍ଚଳରେ ଜିଲ୍ଲାମାନଙ୍କରେ ଏ ବର୍ଷ ଭୟଙ୍କର ମରୁଡ଼ି ପଡ଼ିଛି । ଏକଦମ ସିରିଅସ ଅବସ୍ଥା । ଏପରି ଅଦେଖା ଅମୁଣା ପ୍ରକୃତିର ଦାଉ କେବେ ଦେଖା ନଥିଲା ହୋ ଭାଇମାନେ, ଆଜ୍ଞାମାନେ । ବିଚରା ଉଚ୍ଛବ ସାହୁ, ଭଗିଆ କାଣ୍ଡି ଓ ଅନ୍ୟ ଗାଁବାଲାମାନେ ହିଡ଼ ଉପରେ ବସି କାନ୍ଦିଲେ, ମୁଣ୍ଡ କୋଡ଼ିଲେ, ଗାମୁଛାରେ ଲୁହ ପୋଛିଲେ । ଉଚ୍ଛବ ଗାଁର ତିଆଡ଼ି ସାଆନ୍ତଙ୍କ ଦୁଇ ମାଣ ଜମି ଭାଗଚାଷ କରୁଚି; ତାଙ୍କର ତଳମୂଳ ଗହୀର…

ଅଧିକ ପଢ଼ନ୍ତୁ
picnic-re-prabhu

ପିକନିକରେ ପ୍ରଭୁ

କୁହୁଡ଼ି ଭିତରୁ ଧାରେ ଆଲୁଅ ପରି ବାଟଟିଏ ଲମ୍ବି ଆସିଛି ସୁନାଯୋଡ଼ିକୁ ଗଉଡ଼ ଗୁଡ଼ାରୁ, ସେଇ ବାଟରେ ଆଜି ମାଣିକ ଆସିଲା… ସବୁଦିନେ ସେ ସେମିତି ଆସେ, ସକାଳେ ସକାଳେ, କ୍ଷୀର ନେଇକି । ସେଦିନ ସେତେବେଳେ କିନ୍ତୁ ସେ ଭାରି ଖୁସି ଲାଗୁଥିଲା । କାଲି ଆସିନଥିଲା । କିଛି କହିବ କହିବ ହେଉଛି… ମୁଁ ପଚାରିଲି “କ’ଣ ମାଣିକ କାଲି ପରବ ଥିଲା କି, ନା କୁଣିଆ ଆସିଥିଲେ? ରହିଗଲୁ?..” “ପରବ କହ… କାଲି…

ଅଧିକ ପଢ଼ନ୍ତୁ
ସେଦିନ କିଛି ଅଲଗା ଥିଲା

ସେଦିନ କିଛି ଅଲଗା ଥିଲା

ସବୁଦିନ ପରି ଆଲାର୍ମ ବାଜିବା ଆଗରୁ ନିଦଟି ମୋର ଭାଙ୍ଗିଗଲା । ତଳ ଠାକୁର ଘରୁ ଘଣ୍ଟିଟି ସେମିତି ବାଜି ଚାଲିଥାଏ । ତକିଆଟିକୁ ମୁଣ୍ଡତଳୁ କାଢ଼ି ମୁହଁ ଉପରେ ଦେଇଦେଲି । କାନକୁ ଯେତେ ମୁଦିବାକୁ ଚେଷ୍ଟା କଲେ ବି ଆଉ ପାରିଲିନି । ସେ ଶବ୍ଦ ବେଶି ଜୋରରେ କାନ ମଧ୍ୟକୁ ପ୍ରବେଶ କରୁଥାଏ । ଆଖିକୁ ଆଉ ନିଦ ହେଲାନି । ଚିଡ଼୍‌ଚିଡ଼୍ ହୋଇ ମୁଁ ଉଠି ବସିଲି । ପାଟିରୁ ସେଇ…

ଅଧିକ ପଢ଼ନ୍ତୁ