ଫଣୀ ହୋଇଗଲା ଫନି

ଫଣୀ ହୋଇଗଲା ଫନି

ଫଣା ଟେକି ଯେ ହୁଏ ‘ ଫଣୀ ‘ ଫଣୀଂଦ୍ର ନାମ ଅଛୁଢ଼ଢ଼ଁ ଶୁଣି ତେବେ ବି କାହିଢ଼ଁକି କେଜାଣି ଲେଖିଲେ ‘ଫନି ଫାନି ଫୋନି ‘ ରୋମାନ୍‌ ଲିପିରେ ଯାହା FANI ଖବର ଲେଖାଳି ସୁଜ୍ଞାନୀ ଲିପିର ବିଧାନ ନ ମାନି ଅପୂର୍ବ ଶବ୍ଦ ଦେଲେ ବୁଣି ଫଣୀର ବିଷାକ୍ତ ଫୁତ୍କାର ଧ୍ବନିର କରି ସୁବିଚାର ଦିଆହୋଇଛି ଯେଉଁ ନାମ ଦେଖିଲୁଁ ତା’ର ପରିଣାମ ଅନୁକରଣକାରୀ ଦଳ ଭୋଗଂତି ତହିଁର କୁଫଳ ନ କରି କିଛି…

ଅଧିକ ପଢ଼ନ୍ତୁ
ଶ୍ରମିକ ଦିବସ

ଶ୍ରମିକ ଦିବସ

ଶ୍ରମିକ ଦିବସରେ ଗୋବରା ଗୋବର ଗୋଟଉଥାଏ ଧନକି ଧାନ ଭୋଗୁଥାଏ ହରିଆ ହଳ କରୁଥାଏ ପଚାରିଲି…. “ଅରେ… ଆଜି ବି କାମ କରୁଛୁ?” ‘ତ’- “ତୁମେ କ’ଣ ଗୋବର ଗୋଟେଇବ? ନା ଧାନ ରୋପିବ? ନା ହଳ କରିବ?” ସରକାରୀ ବସ୍ତାବିଜ୍‌ରେ ଆଠ ଘଣ୍ଟା କାମ ଆଠ ଘଣ୍ଟା ଆରାମ ଆଠ ଘଣ୍ଟା ମନୋରଞ୍ଜନ, ଶ୍ରମିକମାନଙ୍କର ଏକଜୁଟ କେତେ ଧର୍ମଘଟ କେତେ ଆନ୍ଦୋଳନ କେତେ ଅନସନ ଶେଷରେ ମଇ ଏକ ତାରିଖ ଶ୍ରମିକ ଦିବସ ଛୁଟି ମଞ୍ଜୁର,…

ଅଧିକ ପଢ଼ନ୍ତୁ
ଏକା ତୋ ଭକତ ଜୀବନ

ଏକା ତୋ ଭକତ ଜୀବନ

ବାପାମାଆ ଆଉ ଜେଠେଇ ହଠାତ ଅଁଳା ନବମୀରେ ଆମ ଘରକୁ ଆସିବାର ଥାଏ । – “ଅଁଳା ନବମୀ ଦିନ ବାପାମାଆ ଆସୁଛନ୍ତି ।” – “ଆଛା, ଏକା ଆସିବେ ନା କ’ଣ?” “ନା ନା, ମିକୁନ ଗାଡ଼ି ନେଇ ଆସୁଛି । ମାଆଙ୍କର ବଡ଼ଓଷା ବ୍ରତ ଉଜ୍ଜାପନ କରିବାର ଅଛି ତ, ସେଇପାଇଁ ସମସ୍ତେ ଆସିବେ ।” ସ୍ୱାମୀ ଯଦିଓ ମୋ ଘର ଲୋକଙ୍କ ସହ ଖୁବ ମେଳାପୀ କିନ୍ତୁ ମୋ ଘର ଲୋକ ଆସିଲେ…

ଅଧିକ ପଢ଼ନ୍ତୁ
Odia Poem Duniara Katha (ଦୁନିଆର କଥା) by Harihar Tripathy

ଦୁନିଆର କଥା

ମାଆ ପଚାରଇ ଖାଇଛୁକି ନାହିଁ ମୁହଁ ଦେଖି ଚିହ୍ନେ ମନକୁ ସ୍ତ୍ରୀ ପଚାରଇ ଆଣିଛୁକି ନାହିଁ ଦରାଣ୍ଡି ପକାଏ ଧନକୁ । ସଭା ବସିଥିଲେ ପୁଅ ଭୁଲ କଲେ ପିତା ପୋତିଦିଏ ମୁଣ୍ଡକୁ କଳି କରୁଥିଲେ ଭାଇ ଆଗହୋଇ ବାହାରି ପଡ଼ଇ ଦାଣ୍ଡକୁ । ସହିଯାଏ ଦୁଃଖ ଭଉଣୀ ଆଗ୍ରହେ ଭାଇର ମଙ୍ଗଳ ପାଇଁକି ଭଉଣୀ ହାତରୁ ରାକ୍ଷୀ ବାନ୍ଧି ଭାଇ ହୁଅଇ ତା’ ଦେହ ଛାଇକି । ସ୍ୱାର୍ଥ ପଛେ ଧାଇଁ ସବୁ ଭୁଲିଗଲେ ସମ୍ପର୍କର…

ଅଧିକ ପଢ଼ନ୍ତୁ
ସମ୍ପର୍କ

ସମ୍ପର୍କ

ହାତ ଧରି ମୁହିଁ ବାହା ହୋଇ ଅଛି ହେଇ ପାରିବିନି ପର ପୁଅ ବୋହୂ ସିନା ହେଲେ ନିରିଦୟ କରିଦେଲେ ସାତ ପର । ଦୁଃଖ ଯାତନାକୁ ଆପଣାର କରି କାଟିବା ଆମରି ଦିନ ସ୍ନେହ, ପ୍ରେମ, ତ୍ୟାଗ ବିଶ୍ୱାସ ଭରସା ରଖିବି ମୁଁ ପ୍ରତିଦିନ ॥ ବିନତି କରୁଛି ଶୁଣହେ ଠାକୁରେ ସୁଖରେ ରଖିବ ତାଙ୍କୁ ଯାତନାରେ ଆମେ ରହିଛୁ ରହିବୁ ଭୁଲିବୁନି ସମ୍ପର୍କକୁ ॥

ଅଧିକ ପଢ଼ନ୍ତୁ