ଗାଆଁର୍‌ ମହକ୍‌

ଗାଆଁର୍‌ ମହକ୍‌

ପୂରା ଗାଆଁ ରହୁଥିଲା ମହକି ନାକ୍‌ ପାରୁଥିଲା ଚାଖି ପୂର୍‌ନି ବଁଧର୍‌ ପଦମ୍‌ ଫୁଲ୍‌ ସଭେ ଶୁଁଘୁଥିଲୁଁ ଦେଖି ଆମ୍‌ ବୁରେଇର୍‌ ନୂଆଁ ବଉଲ୍‌ ନାକ୍‌ ଦଉଥିଲା ରୁଁଧି ମିର୍‌ଚା ଲେସୁନ୍‌ ପର୍‌ଝା ଶୁଢ଼ଁଘ୍‌ଲେ ଆଏଁଖ୍‌ ଦଊଥିଲା କାଁଦି ଚଂଦନ୍‌ ପେଡ଼ିର୍‌ ଅବ୍‌ଗା ବାସ୍‌ନା ପାରୁଥିଲୁଁ ଆମେ ମାଖି ମହକ୍‌ ସଂପଦ୍‌ ମିଲିଛେ ସମ୍‌କୁଁ ନାକ୍‌ ଆଏ ତାର୍‌ ସାକ୍ଷୀ ଗାଆଢ଼ଢ଼ଁ ଖୁଲି ବୁଲି ଖର୍‌ସି ଚୁତା ବେଟୁଥିଲା ଗୁଟେ ନନୀ ନିଜର୍‌ ହାତ୍‌କେ ପୁହୁରା କରି…

ଅଧିକ ପଢ଼ନ୍ତୁ
ସାତ୍‌ଟା ଶିଖାନି

ସାତ୍‌ଟା ଶିଖାନି

୧. ବଉଁଶ୍‌ ଜାତି ଧରମ୍‌ ସବୁ ହାର୍‌ଲେ ଜିତ୍‌ଲା କବାର୍‌ ସତ୍ୟ ବ୍ୟକ୍ତିର୍‌ ନୀତି ସ୍ବଦେଶ୍‌ ପ୍ରୀତି ମାନ୍‌ଲାଁ ଲେଖେଢ଼ଁ ତଥ୍ଯ ୨. ଗାଲି ଶୁନି କେହି ନାଇଁଯାଏ ଦବି ସଭେ ପାର୍‌ଲାଁ ଦେଖି ବିରୋଧ୍‌ ଲାଗି ବିରୋଧ୍‌ କଲେଁ ଲୁକେ ରହେସନ୍‌ ସାକ୍ଷୀ ଜଲ୍‌ଦି ଦେସନ୍‌ ଫିକି ୩. ନିଂଦା ଈର୍ଷା କୁତ୍ସା ସବୁ ଗଲେ ହାରି ଘାଏକେ ଲୁକେ ଇ ସବୁ ଦେଲେ ଝାରି ୪. ପ୍ରାଦେଶିକ୍‌ ନେତା ସାରା ଦେଶ୍‌ କଥା କହି…

ଅଧିକ ପଢ଼ନ୍ତୁ
ସାତଟି ଶିଖାଣ

ସାତଟି ଶିଖାଣ

୧. ବଂଶ ଜାତି ଧର୍ମ ସଭିଏଁ ହାରିଲେ ଜିଣିଲା କାମ ଓ ସତ୍ୟ ବ୍ୟକ୍ତିର ନୀତି ସ୍ବଦେଶ ପ୍ରୀତି ବିଶ୍ବାସଭରା ତଥ୍ଯ ୨. ଗାଳି ଶୁଣି କେହି ଦବି ଯାଏନାହିଁ ସଭିଏଁ ପାରିଲେ ଦେଖି ବିରୋଧ ପାଇଁ ବିରୋଧ କଲେ ଲୋକେ ରହଂତି ସାକ୍ଷୀ ବୁଝଂତି ସବୁ ଚାଲାକି ୩. ନିଂଦା ଈର୍ଷା କୁତ୍ସା ସବୁ ପଳାଇଲେ ଉଡ଼ି ଥରକେ ଲୋକେ ଏହି ସବୁ ଦେଲେ ଝାଡ଼ି ୪. ପ୍ରାଦେଶିକ ନେତା ସାରା ଦେଶ କଥା କହି…

ଅଧିକ ପଢ଼ନ୍ତୁ
କାହାକୁ ମୁଁ ସମାଜ କହେ?

କାହାକୁ ମୁଁ ସମାଜ କହେ?

ଶିଶୁ ଶ୍ରମିକମାନଙ୍କ ହାତରେ, ଅସହାୟତାର ଇଟା ହୀନମନ୍ୟତାର ସିମେଣ୍ଟ ବୁହାଯାଇ ସଭ୍ୟ ସମାଜର ନିର୍ମାଣ କରାଯାଏ ସେଇ ସଭ୍ୟତାରେ ପୁଣି, ଭବିଷ୍ୟତ ରାସ୍ତା କଡ଼ ଅଳିଆ ଗଦାରେ ସଢ଼ୁଥାଏ ତା’କୁ ମୁଁ ମୋର ସମାଜ କହେ । ଅସଂଖ୍ୟ ଶିକ୍ଷାନୁଷ୍ଠାନ: କୁଢ଼କୁଢ଼ ଡିଗ୍ରୀଧାରୀ ଶବ ଅନ୍ଧବିଶ୍ୱାସ ଓ ଅସ୍ପୃଶ୍ୟତାକୁ ଜାବୁଡ଼ି ଧରି ସଚ୍ଚୋଟତାର ମୁଖାପିନ୍ଧା ଚରିତ୍ରଗୁଡ଼ାକ ଏଠି ନିଇତି ଏଣ୍ଡୁଅ ପରି ରଙ୍ଗ ବଦଳାଉଥାଏ ତା’କୁ ମୁଁ ମୋର ସମାଜ କହେ । ନାରୀ ସେ ନାରାୟଣୀ,…

ଅଧିକ ପଢ଼ନ୍ତୁ
ଆସ ଆମେ ଯିବା

ଆସ ଆମେ ଯିବା

ଆସ ଆମେ ଯିବା ଆମ କଳ୍ପିତ ପୃଥିବୀକୁ, ଇପ୍ସିତ ସକାଳର ସୁନେଲି ଖରାରେ ବାଟ କାଢ଼ି, ରାତିର ଅନ୍ଧାରରେ ଆମର ଅସ୍ତିତ୍ବ ଖୋଜିବା ଶବ୍ଦର କୁହୁକରେ କବିତାର ଜାତକ ଲେଖିବା ତୁମର ପ୍ରତିଟି ‘ହଁ’ରେ ହିଁ ଆମେ କବିତା ଲେଖିବା, ପାହାନ୍ତି ସପନରେ ନୂଆ ଏକ ସକାଳର ଭବିଷ୍ୟ ଦେଖିବା, ରାତିର ନିରବତାରେ ସଞ୍ଜର ଇତିହାସ ପଢ଼ିବା ପବନର ଫିସଫିସରେ ପ୍ରେମର ବାର୍ତ୍ତାକୁ ଆମେ ସନ୍ତର୍ପଣେ ବୁଝି ନେବା, ନଈ ଏ ପାରି ଛିଡ଼ା ହୋଇ ଆର…

ଅଧିକ ପଢ଼ନ୍ତୁ