Smruti

ସ୍ମୃତି

ସ୍ମୃତି ସ୍ମୃତି କେବେ ଘନ ଅନ୍ଧକାରରେ ସ୍ୱପ୍ନ ହୋଇ ଆସେ, ସ୍ମୃତି କେବେ ସୁନେଲି ସକାଳ କିରଣେ ଆସେ । ସ୍ମୃତି କେବେ ପ୍ରେମର ପ୍ରଥମ ଛୁଆଁରୁ ତାଜମହଲ ଗଢ଼ିହୋଇଆସ, ସ୍ମୃତି କେବେ ପତାରକ ମଣିଷ ଭାବନାରୁ ଆସେ । ସ୍ମୃତି କେବେ କୋମଳ ଶିଶୁର ହସରୁ ଝରିଆସେ, ସ୍ମୃତି କେବେ ବେଳାଭୂମିର ବାଲି ଶଜ୍ୟାରେ ମନ୍ଦିର ଗଢ଼ିହୋଇ ଆସେ । ସ୍ମୃତି କେବେ ପଥଚଲା ପଥିକର ବିଶ୍ରାମ ଜାଗାରୁ ଆସେ, ସ୍ମୃତି ମୋ ହୃଦୟ ଗହନେ ସବୁବେଳେ ରହି ଆଖି…

ଅଧିକ ପଢ଼ନ୍ତୁ
Prema Gatha

ପ୍ରେମଗାଥା

ପ୍ରେମ ପକ୍ଷୀର ଯେ ଦୁଇଟି ଡେଣା ଏ ପାଖେ ପ୍ରେମିକ ଅନ୍ୟପାଖେ ଠିକଣା ॥ ଦୁହେଁ ଯେ ନିଜର ମନର ରୂପରେ କେଲି କହୁଥାନ୍ତି ହୃଦୟ ମନ୍ଦିରେ ॥ ପ୍ରେମିକା ମନର କଥା ପ୍ରେମିକକୁ ଜଣା ଆତ୍ମା ମିଳନରେ ନ ହୁଅନ୍ତି ବାଟବଣା ॥ ପ୍ରେମର ଦେବ ଯେ କାମଦେବ ରାଜା ଶର ବିଦ୍ଧ କରି ମନରେ, ବଜାନ୍ତି ବାଜା ॥ ପ୍ରେମିକ ପାଇଁ ପ୍ରେମିକା ଅଟେ ସବୁକିଛି ସ୍ୱର୍ଗର ଉର୍ବସି ତା’ ପାଇଁ ନୁହନ୍ତି କିଛି ॥ ବିଭବର ରାଇଜରେ ମନ ହୁଏ…

ଅଧିକ ପଢ଼ନ୍ତୁ
Teddy Day

କଣ୍ଢେଇ ଉପହାର

ତତେ ଉପହାର ଦେବା ପାଇଁ ମୋ ପାଖରେ କିଛି ନାହିଁ, ମାଗିବୁ ଯଦି ଦେବି ଖାଲି ଅଯାଚିତ ପ୍ରେମ ଢାଳି, ବେଳେ ବେଳେ ଇଛା ହୁଏ ପାଲଟିଯା’ନ୍ତି ତୋ’ ପାଇଁ ନିର୍ଜୀବ କଣ୍ଢେଇଟିଏ, ପ୍ରତିକ୍ଷଣେ ରହିଥା’ନ୍ତି ତୋ ହାତପାହାନ୍ତାରେ ଭାଗୀଦାର ହେଉଥା’ନ୍ତି । ତୋ ହସରେ ଆଉ ଲୁହରେ ଖୁସିରେ ଆତ୍ମହରା ହୋଇ ଜାବୁଡ଼ି ଧରନ୍ତୁ ମତେ, ଗେଲ କରି କହିଥାନ୍ତୁ ତୋ ମନର କଥା ଯେତେ । ଭାଙ୍ଗି ପଡ଼ୁ ଯଦି କେବେ ଦୁଃଖରେ ରାଗ, ରୁଷା, ମାନ,…

ଅଧିକ ପଢ଼ନ୍ତୁ
Roseday

ରୋଜ୍ ଡେ

ଗୋଲାପ: ପ୍ରେମ ଆଉ ପ୍ରକୃତିର ଗୋଟେ ସୁନ୍ଦର ସୃଷ୍ଟି । କେତେବେଳେ ପୂଜାରେ ତ ପୁଣି କେତେବେଳେ ସ୍ଵାଗତ ସମ୍ବର୍ଦ୍ଧନାରେ ବ୍ୟବହାର ହୁଏ । ଭଲପାଇବା ଆଉ ବନ୍ଧୁତା ପାଇଁ ଇଏ କୋଉ ବିଶେଷ ଉପହାର ଠୁ କମ୍ ନୁହେଁ । * ସେଦିନ ରୋଜ୍ ଡେ’ରେ ପ୍ରତିମା ଗୋଟେ ରଙ୍ଗ ବିହୀନ ଗୋଲାପ ଚିତ୍ର ଅଙ୍କା ଯାଇଥିବା ପେପର୍ ଅନୁପକୁ ଦେଇ କହିଲା, “ନେ ଆଜିର ଦିନରେ ତୋ ପାଇଁ ।” ଅନୁପ: ବହୁତ୍ ସୁନ୍ଦର ହେଇଛି । ତୁ ଅଙ୍କିଛୁ? ପ୍ରତିମା:…

ଅଧିକ ପଢ଼ନ୍ତୁ
Corona Virus

କରୋନା !

କଟକ ପାରାଦ୍ୱୀପ ରାସ୍ତାର, କନ୍ଦରପୁର ଛକ; ସମୟ ସନ୍ଧ୍ୟା ସାଢ଼େ ଛଅଟା ପାଖାପାଖି ହେବ । ଟୋଲ୍ ଗେଟ୍ ପାରି ହୋଇ ଯାଉ ଯାଉ ହଠାତ୍ ରାସ୍ତା ପାର୍ଶ୍ୱରେ କରୋନା ଭାଇରସ ଲେଖା । ଆଉ ଭିଡ଼ ଦେଖି ମୁଁ ବି ଠିଆ ହୋଇଗଲି । ଟିକେ ଦୂରରେ ବାଇକ୍‌କୁ ରଖି ଚାଲିଲି ଦେଖିବାକୁ କଥା କ’ଣ? ପାଖରେ ପହଞ୍ଚି ଦେଖିଲା ବେଳକୁ ଗୋଟିଏ ମାଆ କୁକୁର, ଆଉ ତିନୋଟି ଛୋଟ କୁକୁର ଛୁଆଙ୍କ ଗୋଡ଼ ବାନ୍ଧି ଦେଇ, ତାଙ୍କ ପିଠିରେ…

ଅଧିକ ପଢ଼ନ୍ତୁ