Adikanda Madhaba Odia Story on Lord Jagannath

ଆଦିକନ୍ଦ-ମାଧବ

ହେ ଆଦିକନ୍ଦ ! ଆପଣଙ୍କ ଚିନ୍ତନେ, ଅଭଙ୍ଗ ସ୍ଥିର ସମୟେ ଏକାଗ୍ରଚିତ୍ତେ, ଶୂନ୍ୟ ବିଚାର ସମାହିତ ସପ୍ତରଙ୍ଗେ ସବୁ ଦ୍ବନ୍ଦ ଉଭେଇ ଯାଏ । ସମ୍ବନ୍ଧର ଶୀର୍ଷରେ ରହିଥିବା ଅନନ୍ତଜନ୍ମର ନିଶ୍ଚିତ ସମ୍ପର୍କୀୟ ଆପଣଙ୍କୁ ଆମର ସମ୍ପ୍ରସାରିତ ଅହଙ୍କାରେ, ମୂଢ଼ମତି ଅଜ୍ଞାନୀ ଆମେ ମୁଁତ୍ବର ଜଞ୍ଜାଳରେ ଲଢ଼ୁଛୁ ସଂକ୍ଷିପ୍ତ ସମ୍ବନ୍ଧ-ସମ୍ପର୍କରେ ବାନ୍ଧିବା ପାଇଁ । କିଏ ଏହି ମୁଁ? ପୂର୍ବର ସୁନେଲୀ ମୈତ୍ରୟ କିରଣରେ ସ୍ଥିର ଅଥଚ ଉତ୍ତର-ପୂର୍ବ ଦିଗେ ସାମାନ୍ୟ ଗତିଶୀଳ ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରର…

ଅଧିକ ପଢ଼ନ୍ତୁ
ବେଳେବେଳେ ଇଚ୍ଛାହୁଏ

ବେଳେବେଳେ ଇଚ୍ଛାହୁଏ

ବେଳେବେଳେ ଇଚ୍ଛାହୁଏ ଧକ୍କାଦେଇ ଉଠେଇ ଦେବାକୁ, ଆଉ ପାଟିକରି କହିଦେବାକୁ ପୌଷ ରାତିର ଶୀତକୁ ଘୋଡ଼ିହୋଇ ନିଧଡ଼କ ଶୋଇଥିବା ଲମ୍ବା ରାତିର କାନରେ କି କାହା କଥା ରହି ରହି ଖୁବ ମନେପଡ଼େ, କହିଦେବାକୁ, ମୋ ଆଖିର ସ୍ବପ୍ନସବୁ ଓହଳି ଝୁଲୁଛି ଗାଢ଼ ଅଳତାର ଧାରେ ଛମ ଛମ ବାଜୁଥିବା ପାଉଁଜିର ନିକ୍ୱଣରେ, ପୁଣି ଲଜ୍ଜା ତୁଳୀକାରେ ଅଙ୍କା ଭୃଳତା ଦ୍ୱୟର ଦୂରତାକୁ ସଙ୍କୁଚିତ କରୁଥିବା କୁଙ୍କୁମ ବିନ୍ଦୁର ତନ୍ଦ୍ରାଚ୍ଛନ୍ନ ସମ୍ମୋହନୀ ବାକ୍ୟ ସବୁ ଗୁଞ୍ଜରିତ ହୁଏ…

ଅଧିକ ପଢ଼ନ୍ତୁ
Paying Guest - ପେଇଂ ଗେଷ୍ଟ

ପେଇଂ ଗେଷ୍ଟ

ପାଣିଜାହାଜରେ ଯାତ୍ରା କରୁଥିବା ଅଭିଷେକ କ’ଣ ଜାଣିଥିଲା ତା’ ଜୀବନର ଜାହାଜ ଏଇ ଅଥଳ ସାଗରରେ ଲୀନ ହୋଇଯିବ ବୋଲି ! ଦୁଭାଗ୍ୟବଶତଃ ଜାହାଜଟି କେଉଁ ଏକ ବିରାଟକାୟ ଜଳଚର ପ୍ରାଣୀ ଦେହରେ ପିଟି ହୋଇ ଭାରସାମ୍ୟ ହରାଇଲା । ପାଇଲଟ ମଧ୍ୟ କୌଣସି ମତେ ନିୟନ୍ତ୍ରଣ କରିପାରିଲାନି ଜାହାଜକୁ । ପ୍ରାଣବିକଳରେ ଇତଃସ୍ତତ ଯାତ୍ରୀମାନେ ଧାଉଁଥାନ୍ତି । ଚିତ୍କାର କରୁଥାନ୍ତି, “ବଞ୍ଚାଅ, ବଞ୍ଚାଅ” । କିଛି ଭାବିବା ପୂର୍ବରୁ ଗହଳ ଚହଳ ବନ୍ଦ ହୋଇ ଶୂନ୍…

ଅଧିକ ପଢ଼ନ୍ତୁ
A note about Priyanka Rape Case

ପ୍ରିୟଙ୍କା ତୁମେ ଭୁଲ ଥିଲ

ପ୍ରିୟଙ୍କା ତୁମେ ଭୁଲ ଥିଲ, ଭୁଲିଯାଇଥିଲ କ’ଣ ତୁମେ ଜଣେ ନାରୀ । ରାତିରେ ଏକାକୀ ଅନ୍ଧାର ଶୁନ୍‌ଶାନ୍ ରାସ୍ତାରେ ଯିବାକୁ ସାହସ କିଏ ଦେଲା ତୁମକୁ ! ପାଶୋରି ଗଲ କ’ଣ ନାରୀ ଅବଳା ଦୁର୍ବଳା, ପୁରୁଷ ସମଶକ୍ତି ତା’ର ନାହିଁ । ମନେ ପଡ଼ିଲାନି କ’ଣ ଲକ୍ଷ୍ମଣରେଖା କଥା? ରେଖା ପାର ହେଲେ ଛଦ୍ମବେଶୀ ରାବଣ । ହଁ, ଏବେ ଯୁକ୍ତି କରିପାର ରାବଣ ତ ସୀତାଙ୍କ ସତୀତ୍ୱକୁ ଆକ୍ରମଣ କରିନଥିଲା । ଭଉଣୀ,…

ଅଧିକ ପଢ଼ନ୍ତୁ
Shubhapallaba Special Edition 2019 Feature Photo

Shubhapallaba Special Edition 2019

Online Odia Magazine Shubhapallaba’s 9th Edition is out Now on our web portal.

Download the special ediotion of Online Odia e-magazine Shubhapallaba for free from internet.

In this edition, we have published a total of 22 articles including Story, Poem, Memories, Travel Blogs, History and Editorial.

Odisha State and Kendra Sahitya Academy Awarded poet Prafull Kumar Tripathy who writes in both Odia and Sambalpuri or Koshli had given his peom for this edition. Previously, Prafulla Tripathy’s poems in Odia and Sambalpuri released on our Website, but this is the 1st time, he contributed on our e-magazine.

ଅଧିକ ପଢ଼ନ୍ତୁ