Ea Ki Prema

ଇଏ କି ପ୍ରେମ

ଚକୋଲେଟ୍ ତତେ ଦେବିନାହିଁ ପ୍ରିୟା ମନାକରିଛି ମୋ ବୋଉ ଚକୋଲେଟ୍ ତତେ ଦେଇଦେଲେ କାଳେ ତୁ ଦେଖାଇବୁ ମୋତେ ଭାଉ ମାନିଲି ନାହିଁ ମୁଁ ବୋଉର କଥା ତୋ ପ୍ରେମରେ ଗଲି ଭାସି ଜାଣି ମୁଁ ନଥିଲି ଅଧା ବାଟରେ ତୁ ଦେଇଦେବୁ ମୋତେ ଫାଶୀ । ଗୋଲାପ ଦିବସ ମୋ ସାଥେ ପାଳିଲୁ ପ୍ରେମ ନିବେଦନ ମୋତେ ବି କରିଲୁ ହେଲେ କହିକି ପାରିବୁ ମୋତେ ମୋ ସହ କାହିଁକି ଛଳନା କରିଲୁ କେଉଁ ଦୋଷେ…

ଅଧିକ ପଢ଼ନ୍ତୁ
Prema

ପ୍ରେମ

ସକାଳ ସୁରୁଜେ ଦେଖିଛି ପ୍ରେମକୁ ଦେଖିଛି ମୁଁ ନଦୀ କୂଳେ, କେଡ଼େ ପବିତ୍ର ଯେ ରୂପଟି ତାହାର ହଜି ନାହିଁ କାଳ ବଳେ । ଦେଖିଛି ପ୍ରେମକୁ ସାଗର ବୁକୁରେ ଦେଖିଛି ମୁଁ ଆକାଶରେ, ବସନ୍ତ ଋତୁର ସେ ଛୁଆଁରେ ଦିନେ ରହିଥିଲା ହୃଦୟରେ । ଆସିଥିଲା ପ୍ରେମ ଧାନ କିଆରିରୁ କାଦୁଅ ପଙ୍କର ବିଲେ, କହିଦେଇ ଗଲା ଆସି କେତେକଥା ଆଜି ତାକୁ ଖୋଜିବୁଲେ । ଦେଖିଥିଲି ତାକୁ ସେ ଜହ୍ନ ରାତିରେ ଶାନ୍ତ ଜୋତ୍ସ୍ନାର…

ଅଧିକ ପଢ଼ନ୍ତୁ
Happy Rose Day

ହାପି ରୋଜ୍ ଡେ…

ଗୋଲାପ ଏମିତି ଗୋଟିଏ ଫୁଲ, ନିଜେ ଗଛରୁ ଅଲଗା ହୋଇଯାଏ କିନ୍ତୁ ଦୁଇଟି ହୃଦୟ ଯୋଡ଼ିଦିଏ । ଫୁଲଟେ ହେଲେବି ଗୋଲାପର ମନ ଅଛି, ଇଛା ବି ଅଛି । ଗୋଲାପ ଫୁଲରେ କଣ୍ଟା ଥିଲେ ମଧ୍ୟ ତା’ ସୌନ୍ଦର୍ଯ୍ୟରେ ସମସ୍ତେ ଆକର୍ଷିତ ହୋଇଯାନ୍ତି । ସମସ୍ତଙ୍କ ଭିତରୁ ମୁଁ କେମିତି ଅଲଗା ହୋଇଯିବି? ଗୋଲାପର ସୌନ୍ଦର୍ଯ୍ୟ ଓ ବାସ୍ନାରେ ଆକର୍ଷିତ ହୋଇ ମୁଁ ଧାଇଁଗଲି ତା’ ପାଖକୁ । କଲେଜର ବଗିଚାରୁ ତୋଳି ଆଣିଥିଲି ସେଇ…

ଅଧିକ ପଢ଼ନ୍ତୁ
Propose day

ପ୍ରପୋଜ୍ ଡେ

ସାଇବାବାଙ୍କ ମନ୍ଦିର ଯିବା ତ ଖାଲି ବାହାନା ଥିଲା, ହେଲେ ପ୍ରତ୍ୟେକ ଗୁରୁବାର ଦିନ କିରଣକୁ ଦେଖା କରିବାକୁ ଯାଏ । ତା’ର ମୋର ପ୍ରଥମ ଦେଖା ସାକ୍ଷାତ ସେଇ ମନ୍ଦିରରୁ ହୋଇଥିଲା । ସେତେବେଳେ ମୁଁ ତାକୁ ଚିହ୍ନି ନଥିଲି କି ଜାଣିନଥିଲି । ପ୍ରଥମ ଦେଖାରୁ ଦୁହେଁ ଦୁହିଁଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲୁ । କଥାବାର୍ତ୍ତାରୁ ଧୀରେ ଧୀରେ ଆମ ସମ୍ପର୍କ ବଢ଼ିବାକୁ ଲାଗିଲା । ଆଜିକାଲି ଦୁନିଆର ଚାଲିଚଳଣିରେ ଆମେ ନିଜକୁ ସାମିଲ…

ଅଧିକ ପଢ଼ନ୍ତୁ
Radhika on Chocolate day

ଚକୋଲଟ୍ ଡେ: ରାଧିକା…

ତମେବି ଛୁଆଟିଏ ପରି, ସେଦିନ କଅଣ କହିଦେଲି ଯେ ଚକୋଲେଟ ଖିଆ ଛାଡ଼ିଦେଲ ଅର୍ଦ୍ଧ ରାତିରେ ସୁନା ପିଲାଟିଏ ପରି । ଆଜି ଖାଇଲେ କିଛି କହିବିନି । କିଏ କହିଲା ଚକୋଲେଟ ଖାଇଲେ ମୋଟି ହେବ ବୋଲି? ତା’ଛଡ଼ା, ଯେତେ ଓଜନ ହେଲେବି ଭାର ମୁଁହିଁ ତ ବୋହିବିନା । -ଆରେ… ଆରେ ରାଗିକି କୁଆଡ଼େ ଯାଉଛ? ବାହାରେ ବର୍ଷା ହଉଛି…. -ସତରେ ତମେ ସବୁଠୁ ନିଆରା । ଗୋଟିଏ ଚକୋଲେଟରେ ବୁଝିଯାଉଥିବା ମନଟିକୁ କୋଟିଏ…

ଅଧିକ ପଢ଼ନ୍ତୁ