ତୁମେ
ତୁମେ ନୁହଁ ଛୋଟ ଗପଟିଏ ମୋ ଜୀବନ ପୁସ୍ତକର ଯାହାର ଥିବ ଅନ୍ତ ଆଉ ଆରମ୍ଭ, ତୁମେତ ସେଇ ଅସରନ୍ତି ପୃଷ୍ଠା ଯା’ ଦେହେ ଲେଖେ ମୁଁ କାହାଣୀ ମୋ ଅକୁହା ମନର । ଫୁଲଟିଏ ଅଟ ତୁମେ ଆଉ କାହା ବଗିଚାର ତୋଳିବାକୁ ସେ ଫୁଲକୁ ନାହିଁ ମୋର ଅଧିକାର, ହେଲେ ସେ ଫୁଲର ବାସ୍ନାକୁ କରିଛି ଆପଣା କେମିତି ବା କିଏ ତାକୁ କରିବ ମୋ ଠାରୁ ଦୂର । ସାଥି ହୋଇ ଥାଆନ୍ତି ସିନା ମେଳ…

