swapna-paripanthi

ସ୍ୱପ୍ନ ପରିପନ୍ଥୀ

ନିର୍ଭୀକତାର ମୁଖା ପିନ୍ଧି ନିର୍ଦ୍ୱନ୍ଦରେ ବିଚରଣ କରୁଥିବା ପାହାନ୍ତି ରାତ୍ରୀର ଅପରିପକ୍ଵ ସ୍ୱପ୍ନମାନେ, କିମ୍ପା ଭୟ ଦିନର ପ୍ରସ୍ତୁରିତ ଅବଧିକୁ? ଯଦି ବି ବିତିଯିବାକୁ ଚାହଁ ମୋ ଦରଭଙ୍ଗା ନିଦରେ ସର୍ତ୍ତୀଳ ଇଚ୍ଛାମାନଙ୍କର ଅଗଣାକୁ । ମନ ମୋର ଉତ୍ତରଳ ଅତି ପ୍ରଖର ତା’ ନିସ୍ତବ୍ଧର ଗତି । ତନ୍ମଧ୍ୟେ ବି ସତ୍ତାୟିତ ଅକପଟ ହୀନ କ୍ଷୀଣ ସ୍ୱପ୍ନର ପ୍ରସ୍ତୁତି । ମୁଁ କିନ୍ତୁ ନୁହେଁ ନିଶ୍ଚେଷ୍ଟ, ନୀରବ ସ୍ନାୟୁମାନେ ସବୁ ସାଜି ଅସ୍ଥାଣୁ ଅଣ୍ଟା ଭିଡ଼ନ୍ତି ସ୍ୱପ୍ନର ବାସ୍ତବତାକୁ ପରଖିବାକୁ…

ଅଧିକ ପଢ଼ନ୍ତୁ
switzerland-diary

କିଛି ଅନୁଭୂତି ସୁଇଜରଲାଣ୍ଡରୁ

ଏହା ଭିତରେ ସୁଇଜରଲାଣ୍ଡ ଆସିବା ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହୋଇ ଗଲାଣି । ବ୍ୟସ୍ତ ବହୁଳ ଜୀବନରୁ ଯେବେବି ସମୟ ମିଳେ ପ୍ରାୟ ଆମେ ପରିବାର ସହ କୌଣସି ନା କୌଣସି ଜାଗାକୁ ବୁଲିବାକୁ ଚାଲିଯାଉ । ମନ ଟିକେ ହାଲକା ଲାଗେ ଓ ପରିବାର ସହ ସମୟ କାଟିବାର ଅବସର ବି ମିଳିଯାଏ । କିନ୍ତୁ ଏ ବର୍ଷ ମାର୍ଚ୍ଚ ମାସରୁ ବହୁତ କିଛି ବଦଳି ଯାଇଥିଲା । ଏହି ବର୍ଷ ଫେବୃଆରୀ ମାସରେ ଯେତେବେଳେ ସବୁ କିଛି…

ଅଧିକ ପଢ଼ନ୍ତୁ
Mandia-Jau (ମାଣ୍ଡିଆ ଜାଉ) recipe in Odia

ମାଣ୍ଡିଆ ଜାଉ

ଅତ୍ୟଧିକ ଗରମରେ ଶରୀରକୁ ସୁସ୍ଥ ରଖିବା ପାଇଁ ଆଦିମ କାଳରୁ ମଣିଷ ବିଭିନ୍ନ ଖାଦ୍ୟ ଶସ୍ୟର ପ୍ରୟୋଗ କରି ଆସୁଛି । ମାଣ୍ଡିଆ ଏକ ଶସ୍ୟ ଯାହା ଓଡ଼ିଶାରେ ପ୍ରାଚୀନ କାଳରୁ ଅମଳ କରାଯାଏ । ଶରୀରକୁ ଥଣ୍ଡା ରଖିବା ସହିତ ଏହାର ଅନେକ ଔଷଧୀୟ ଗୁଣ ଅଛି । ସେଥିପାଇଁ ଏହାକୁ ଖରାଦିନେ, ପଶ୍ଚିମ ଓଡ଼ିଶାରେ ଜାଉ ତିଆରି କରିକି ଖାଇଥାନ୍ତି । ଆସନ୍ତୁ ଜାଣିବା ଏଠି ଏକ ପଶ୍ଚିମ ଓଡ଼ିଶାର ବହୁତ ପୁରୁଣା ମାଣ୍ଡିଆ ଜାଉର ପ୍ରସ୍ତୁତି ପ୍ରଣାଳୀ । ଆବଶ୍ୟକ…

ଅଧିକ ପଢ଼ନ୍ତୁ
seimananku-pade

ସେଇ ମାନଙ୍କୁ ପଦେ

ଏଇଠି ଜନମୀ, ଏଠି ଖାଇ ପିଇ ଏ ପାଣି ପବନେ ବଢ଼ି ଏଇଠାରେ ପଢ଼ି, ଏ ମାଟିକୁ ଛାଡ଼ି ବିଦେଶକୁ ଗଲେ ଉଡି । ପୁଳା ପୁଳା ଟଙ୍କା, ରୋଜଗାର କରି କିଣିଲେ ଫ୍ଲାଟ୍ ଗାଡ଼ି ଇଙ୍ଗିରାଜି କହି, ଛାତିକୁ ଫୁଲାଇ ଚାଲୁଥିଲେ ନିଶ ମୋଡ଼ି । ଗାଁ କଥା କେବେ, ମନରେ ପଡ଼ିଲେ ଅସନା ରାଇଜ କହି ନାକ ଟେକୁଥିଲେ ସତେକି ଯେମନ୍ତେ ଏ ରାଇଜ ପଚା ଦହି । ଠିଇକି ବେଳକୁ ନିଦ ଭାଙ୍ଗିଗଲା ଗଣ୍ଠିଲି, ପେଡ଼ି ମୁଣ୍ଡାଇ…

ଅଧିକ ପଢ଼ନ୍ତୁ
tumaku-paiba-pain

ତୁମକୁ ପାଇବା ପାଇଁ

ଅନଭିଜ୍ଞ ମୁହିଁ କିଛି ଜାଣିନାହିଁ ପ୍ରାର୍ଥନା କରୁଛି ଯାଇ ମାୟା ମୋହ ଭରା ଭବ ସାଗରରୁ ଉଦ୍ଧାର କରିବା ପାଇଁ… ତୁମ ପାଇଁ ସବୁ ସମୁଦ୍ରକୁ ଶଙ୍ଖେ କି ଦାନ ଦେବି ମୁଁ ଯାଇ ମନ ରୂପି ଧନ ଦାନ ମୁଁ ଦଉଛି ତୁମ ଦାସ ହେବା ପାଇଁ… ଅନ୍ୟର ନାଆରେ ନାଉରୀ ସାଜୁଛି କୂଳକୁ ଆସିବା ପାଇଁ (କିନ୍ତୁ) ମାୟା ମୋହ ଭରା ଏ ସାରା ସଂସାରେ କୂଳ ଖୋଜେ ନିଜ ପାଇଁ … ବଞ୍ଚିବାର…

ଅଧିକ ପଢ଼ନ୍ତୁ