ରାମାୟଣର ନିଦର୍ଶନ
ଯୁଗେ ଯୁଗେ ରାକ୍ଷସମାନଙ୍କ ସଂହାର ପାଇଁ ଭଗବାନ ଧରିଥାନ୍ତି ଅସ୍ତ୍ର । କେବେ ସେ ଦ୍ୱାପର ଯୁଗର ଶ୍ରୀକୃଷ୍ଣ ତ କେବେ ତ୍ରେତୟା ଯୁଗର ରାମଚନ୍ଦ୍ର ସାଜି । ଆଉ ଛାଡ଼ିଯାଆନ୍ତି କିଛି ସତ୍ୟ-ଆଦର୍ଶର ଗାଥା ଯାହା ଯୁଗ ଯୁଗକୁ ମନୁଷ୍ୟ ସମାଜର ମଙ୍ଗଳ ପାଇଁ ବାର୍ତ୍ତା ବହନ କରେ । ପ୍ରଚଣ୍ଡ ରୌଦ୍ରତାପରେ କରୋନାରୂପୀ ମହାମାରୀ ରାକ୍ଷସର କରାଳ ଛାୟା ତଳେ ଯେତେବେଳେ ମଣିଷ ଜର୍ଜରିତ, ସେତେବେଳେ ସେ ଆସ୍ଥା ପ୍ରକଟ କରିଛି ଧର୍ମମାର୍ଗ ଓ…