pakhala

ପଖାଳ

ପୁଅ ଆଉ କ’ଣ ଦେବି? ଶାଶୂଙ୍କର ଏଇ ପ୍ରଶ୍ନ ଶୁଣି ଡାଇନିଂ ଟେବୁଲ ଉପରେ ସୁନ୍ଦର ସଜ୍ଜା ହୋଇଥିବା ପଖାଳ ପ୍ରସ୍ତୁତି ଉପରେ ଥରେ ନଜର ବୁଲାଇ ଥିଲି ମୁଁ । କେତେ ରକମର ଖାଦ୍ୟ ସଜା ହେଇଥିଲା ଭଳିକି ଭଳି । ଦହି ପଖାଳରେ ଫୁଟା ଯାଇଥିବା ଜିରା ଆଉ ଭୃସଙ୍ଗ ପତ୍ର ପରସ୍ପରକୁ ଏକରକମ ପାତ୍ର ଉପରେ ଭାସିବାକୁ ଯେମିତି ଏକ ପ୍ରତିଯୋଗିତା କରିଚାଲିଥିଲେ । ଆଳୁ ଭର୍ତ୍ତାରେ ପିଆଜ ଆଉ ରସୁଣର ଯୁଗଳ…

ଅଧିକ ପଢ଼ନ୍ତୁ
e-ki-paristhiti

ଏ କି ପରିସ୍ଥିତି?

ସାରା ପୃଥିବୀକୁ କରୋନା ବ୍ୟାପିଛି ମହାମାରୀ ରୂପ ନେଇ, ଜୀବନ ହାରିଲେ ଲକ୍ଷ ଲକ୍ଷ ଲୋକ ସତେ ପୋକମାଛି ହୋଇ । ନାହିଁ ନିଦ ଆଜି କାହାରି ଆଖିରେ ହୋଇଛି ଚିନ୍ତା ବିଷୟ, ସମସ୍ତଙ୍କ ମନେ କୋହର ସମୁଦ୍ର ପରିସ୍ଥିତି ଆଜି ଅସହ୍ୟ । ଘରେଘରେ ଆଜି ଶୁଭଇ କ୍ରନ୍ଦନ ଶୋକର ଛାୟା ଖେଳିଛି, ଏ ସାରା ଜଗତ ହାହାକାର ଆଜି ସବୁଠି ଭୟ ଦିଶୁଛି । ସରକାର ଆଜି କରନ୍ତି ଘୋଷଣା ସମସ୍ତେ ଘରେ ରୁହନ୍ତୁ,…

ଅଧିକ ପଢ଼ନ୍ତୁ
heu-sei-suryodaya

ସେଇ ସୂର୍ଯ୍ୟୋଦୟ ହେଉ…

ସେଇ ସୂର୍ଯ୍ୟୋଦୟ ହେଉ, ସେଇ ସୂର୍ଯ୍ୟୋଦୟ ହେଉ ପ୍ରତିଗୁରୁବାର ଦିନ ଘରେ ଘରେ ହୁଳହୁଳି ଶୁଭୁଥାଉ, ଗୋବରରଲିପା ଅରୁଆର ଝୋଟି ପୁର ଓ ପଲ୍ଲୀରେ ଦିଶୁ । ଚାଓମିନ, ମ୍ୟାଗି, ବର୍ଗର ବଦଳେ ଶାଗ ପଖାଳ ଖିଆ ହେଉ, ମଣ୍ଡା ଓ ଆରିସା ଚିତଉ ଚକୁଳି ପୋଡ଼ପିଠା ଘରେଘରେ ହେଉ । ସେଇ ସୂର୍ଯ୍ୟୋଦୟ ହେଉ ॥ ନାରୀଟିଏ ପୁଣି ନିର୍ଭୟ ଚିତ୍ତେ ଘରକୁ ଫେରିପାରୁ, ସର୍ବଶିକ୍ଷା ଅଭିଯାନଟି ଯେ ପୁଣି ଦୃଢ଼ ଭାବେ ଠିଆ ହେଉ…

ଅଧିକ ପଢ଼ନ୍ତୁ
jagannath-hi-radhakrushna

ଶ୍ରୀଜଗନ୍ନାଥ ହିଁ ଶ୍ରୀରାଧାକୃଷ୍ଣ

(ଦିବ୍ୟ ଶ୍ରୀବିଗ୍ରହଙ୍କର ଏହି ତତ୍ତ୍ୱର ଏକ ବିହଙ୍ଗାବଲୋକନ) ପଶ୍ଚିମ ଦିଗ ଭାଗରେ ଅବସ୍ଥିତ ଠାକୁର, ପୂଣ୍ୟତୋୟା ଯମୁନା ସେପାରିରେ ପାତାଳି ହେବାକୁ ବସିଲେଣି । ଏପାରିରେ ତରୁ ଲତା କୁଞ୍ଜବନ ସବୁ ରଙ୍ଗଗମୟ । ସବୁକିଛି ଯେପରି ସ୍ତବ୍ଧ । ସମସ୍ତ ନିସ୍ତବ୍ଧତାକୁ ଭଙ୍ଗ କରି ରମଣୀ ଜଣେ ଘୁରିବୁଲୁଛନ୍ତି କୁଞ୍ଜକାନନ ମଧ୍ୟରେ । ଅତ୍ର, ତତ୍ର, ସର୍ବତ୍ର ଖୋଜିଚାଲିଛନ୍ତି ହଜାଇ ଦେଇଥିବା କେଉଁ ଏକ ଦୁର୍ମୂଲ୍ୟ ବସ୍ତୁକୁ । ମୁକୁଳିତ କେଶ, ଅସଜଡ଼ା ଅଙ୍ଗବାସ, ନୟନ…

ଅଧିକ ପଢ଼ନ୍ତୁ
janmabhumira-koha

ଜନ୍ମଭୂମିର କୋହ

ଭାରି ଦୁଃଖ ଲାଗେ ଭାବିଦେଲେ ଥରେ ଅନେକ ବର୍ଷର ସ୍ୱାଧୀନତା ମୋ ଜନ୍ମଭୂମିରେ କିଛି ତ ସ୍ଵାଧୀନ ଆଉ କିଛି ପରାଧୀନ ।। ଭାରତ ମାତାର ଆଖିରେ ଅଭିମାନର ଲୁହ ଏବେ ବି ମରୁଛି ତା’ ସନ୍ତାନ ଭୋକ ଉପାସରେ ମାଆର ମମତା ଝୁରୁଛି କାନ୍ଦୁଛି ଦୁଃଖ ଆତୁରେ ।। ସହିପାରୁନି ଜନନୀ ଆକ୍ରମଣ ଆତଙ୍କୀର ମା’ର ରକ୍ଷାପାଇଁ ସଦା ଯେଉଁ ସନ୍ତାନ ତତ୍ପର ହସି ହସି ମୃତ୍ୟୁ ଲଭେ ଜନନୀ କୋଳରେ ।। ଏବେ ବି…

ଅଧିକ ପଢ଼ନ୍ତୁ