Jibanta Prashna

ଜୀବନ୍ତ ପ୍ରଶ୍ନ

“ଜଣେ ରାଜା ଥିଲେ । ତାଙ୍କର ଥିଲେ ଦୁଇଟି ରାଣୀ ।” ବାପା ଟିକି ଗେହ୍ଲୀ ଝିଅ ଗୌରୀକୁ କାହାଣୀ ଶୁଣାଇବାକୁ ଆରମ୍ଭ କରିଦେଲେ । ହେଲେ କାହାଣୀ ସରିବାର ବହୁ ପୂର୍ବରୁ ଶୋଇ ସାରିଥିଲା ଗୌରୀ । କିଛି ସମୟ ପରେ ବାପା ବି ଶୋଇଗଲେ । ତହିଁ ପରଦିନ ଗୌରୀ ବିଛଣାକୁ ଆସିବା ମାତ୍ରେ କହିଲା, “ବାପା, ମୁଁ ଆଜି ତୁମକୁ କାହାଣୀ ଶୁଣାଇବି ।” “ଆରେ ବାଃ, ମୋ ସୁନା ଝିଅ, ଶୁଣା ତୋ’ କାହାଣୀ”, ହସିଦେଇ କହିଲେ ବାପା । “ଜଣେ…

ଅଧିକ ପଢ଼ନ୍ତୁ
Gangadhar Meher

ସ୍ୱଭାବ କବି ଗଙ୍ଗାଧର ମେହେର

ଗଙ୍ଗାଧର ମେହେର ଜନ୍ମରୁ ଉଚ୍ଚ ଶିକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ତଥା ୧୮୬୨ମସିହାର ଅଗଷ୍ଟ ମାସ ୯ ତାରିଖରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଗଙ୍ଗାଧର ବାଲ୍ୟକାଳରୁ କବିତା ଲେଖିବା ଆରମ୍ଭ କରିଥିଲେ । ଓଡ଼ିଶାର ପୁରାତନ କବିମାନଙ୍କର ପଦାଙ୍କ…

ଅଧିକ ପଢ଼ନ୍ତୁ
Sikandar Alam

ଆଧୁନିକ ଓଡ଼ିଶାର ସାଲବେଗ: ମହମ୍ମଦ ସିକନ୍ଦର ଆଲାମ

ମହମ୍ମଦ ସିକନ୍ଦର ଆଲାମ ଥିଲେ ଓଡ଼ିଆ କଥାଚିତ୍ର ଜଗତର ଜଣେ ସୁନାମଧନ୍ୟ ପ୍ରଚ୍ଛଦପଟ ଗାୟକ । ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଯଥା ଜଗନ୍ନାଥ ଜଣାଣ, ଭଜନ, ଛାନ୍ଦ, ଚମ୍ପୂ, ଚଉପଦୀ ନିମନ୍ତେ ଆଜି ବି ଓଡ଼ିଶାର ଘରେ ଘରେ ପରିଚିତ । ତାଙ୍କୁ ଆଧୁନିକ ଓଡ଼ିଶାର ସାଲବେଗ ମଧ୍ୟ କହାଯାଏ । କଟକ ଜିଲ୍ଲାର ବୟାଳିଶି ମୌଜା ବ୍ଳକର ରାଉତରାପୁରଠାରେ ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ସିକନ୍ଦର ଆଲାମ । ବାଲ୍ୟ ଜୀବନ ତାଙ୍କର କଟିଥିଲା…

ଅଧିକ ପଢ଼ନ୍ତୁ
fampa-mathia

ଫମ୍ପା ମାଠିଆ

ଘର ସଫା, ଘର ପୋଛା ସହ ପୂଜାବାସନ ମଜାଧୁଆ ସରିଲା । ସେପଟେ ବାହାରେ ଗୋବର ଛଡ଼ା ସହ କାଲି ପାଇଁ ପୂଜା ଥାଳି ମଧ୍ୟ ସଜାଡ଼ି ଦେଲି; ଏଥର ମୁଁ ମୋ ଘରକୁ ଯିବି କି ମାଆ? ବାସ୍… ଏହାପରେ ଆଉ କ’ଣ? ସବୁଦିନ ଯାହା ହୁଏ ତାହାହିଁ ହେଲା । ଗୋଲାପିର ଏତକ କଥା ଶୁଣି ସେପଟୁ ରାଗରେ ଫଁ ଫଁ ହୋଇ ମାଲିକାଣୀ ବର୍ଣ୍ଣାଳୀର ଗାଳି ଆରମ୍ଭ । ଏପଟେ ଚୌକିରେ ବସି ମାଳତୀ ଦେବୀ ନୀରବ…

ଅଧିକ ପଢ଼ନ୍ତୁ
Interview with Asit Pattnaik

ଅଭିନେତା ଅସୀତ ପଟ୍ଟନାୟକଙ୍କ ସହ ମନଖୋଲା ଆଳାପ

ନାମ– ଅସୀତ ପଟ୍ଟନାୟକ ଜନ୍ମ– ୨ ଅକ୍ଟୋବର ୧୯୯୬ ବାପା– ଆଲୋକ ପଟ୍ଟନାୟକ ମାଆ– ଉର୍ମିଳା ପଟ୍ଟନାୟକ ଘର– କୁଜଙ୍ଗ, ଜଗତସିଂହପୁର କଳାକାରଟିଏ ବିଭିନ୍ନ ସୋପାନରୁ ଅନେକ କିଛି ଶିଖିଥାଏ । ଆଜି ସେମିତି ଜଣେ କଳାକାରଙ୍କ ସହ କିଛିଟା ଆଲୋଚନା କରିବା, ଯିଏକି ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏକ ୟୁ-ଟ୍ୟୁବ୍ ଭିଡିଓରୁ ଏବଂ ପରେ ଟିଭିରେ ନାଟ୍ୟ ରୂପାନ୍ତରଠାରୁ ଆରମ୍ଭ କରି ଅନେକ ଚିରିତ୍ରରେ ଅଭିନୟ କରିବା ସହ ନିଜେ ବିଭିନ୍ନ ମ୍ୟୁଜିକ୍ ଭିଡିଓ…

ଅଧିକ ପଢ଼ନ୍ତୁ