Kalicharan Pattnaik

ମନେପଡ଼ନ୍ତି: ‘କବିଚନ୍ଦ୍ର’ କାଳୀଚରଣ ପଟ୍ଟନାୟକ

ଓଡ଼ିଶୀ ସଂଗୀତ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଥିଲା ୧୯୫୮ରେ । ଏଥିପାଇଁ କେନ୍ଦ୍ର ସଂଗୀତ ନାଟକ ଏକାଡେମି ଯେଉଁ ମହାନ୍‌ ଓଡ଼ିଆଙ୍କ ଯୁକ୍ତିକୁ ଗ୍ରହଣ କରିଥିଲା, ସେ ହେଉଛନ୍ତି ‘କବିଚନ୍ଦ୍ର’ କାଳୀଚରଣ ପଟ୍ଟନାୟକ । ଓଡ଼ିଶାର ରଂଗମଂଚ ଆନ୍ଦୋଳନର ଏହି ବିପ୍ଳବୀ ଏକାଧାରରେ ଥିଲେ କବି, ନାଟ୍ୟକାର, ଗବେଷକ, ସଂଗୀତ ନିର୍ଦେଶକ, ଗାୟକ ଓ ଅଭିନେତା । ନିଜ ଜୀବନ କାଳରେ ବହୁ ଯଶଃ ଲାଭ କରିଥିଲେ; ପୁଣି, ଅପବାଦିତ ମଧ୍ୟ ହୋଇଥିଲେ । ପରଲୋକର ମାତ୍ର ଏକ ବର୍ଷ ପୂର୍ବରୁ ତାଙ୍କର…

ଅଧିକ ପଢ଼ନ୍ତୁ
Mahendranath Gupta

ମନେପଡ଼ନ୍ତି: ‘ରାମକୃଷ୍ଣ କଥାମୃତ’ର ରଚୟିତା- ମହେନ୍ଦ୍ରନାଥ ଗୁପ୍ତ

ରାମକୃଷ୍ଣ ପରମହଂସଙ୍କ ପ୍ରମୁଖ ଶିଷ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ରନାଥ ଗୁପ୍ତ ଅନ୍ୟତମ । ସେ ‘ମ’ ତଥା ‘ମାଷ୍ଟର‌୍‌ ମହାଶୟ’ ଭାବେ ପ୍ରସିଦ୍ଧ ଥିଲେ । ମହେନ୍ଦ୍ରନାଥଙ୍କର ସବୁଠାରୁ ଉଲ୍ଲେଖନୀୟ ଅବଦାନ ହେଉଛି ‘ଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତ’ର ରଚନା । ସେ ବାଂଲା ଭାଷାରେ ‘ଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତ’ ରଚନା କରିଥିଲେ, ଯାହା ପରେ ବିଭିନ୍ନ ଭାଷାରେ ଅନୂଦିତ ହୋଇ ପାଠକ-ପ୍ରିୟତା ହାସଲ କରିଥିଲା । ୧୪ ଜୁଲାଇ ୧୮୫୪ରେ କଲକାତାର ଏକ ବୈଦ୍ୟ-ବ୍ରାହ୍ମଣ ପରିବାରରେ ମହେନ୍ଦ୍ରନାଥ ଜନ୍ମ ହୋଇଥିଲେ । ୧୮୭୪ରେ…

ଅଧିକ ପଢ଼ନ୍ତୁ
atmahatya-eka-mahapapa

ଆତ୍ମହତ୍ୟା ଏକ ମହାପାପ

ଅନେକ ଲୋକ ଜୀବନସାରା ଗୋଟିଏ ସମୟରେ ଉଦାସ ହୁଅନ୍ତି । ଏହା ପରିବାରର ସଦ୍ୟସଙ୍କ ମୃତ୍ୟୁ, ପରିବେଶ ଚାପ କିମ୍ବା ମାନସିକ ଅସୁସ୍ଥତା ହେତୁ ହେଉ । ଉଦାସୀନତାର ଭାବନାରେ ମାନସିକ ଅସୁସ୍ଥତା କିମ୍ବା ଜୀବନ ପରିସ୍ଥିତିରେ କଷ୍ଟସାଧ୍ୟ ହୋଇପାରେ । ଏହିସବୁ କାରଣ ବଶତଃ, ଭାବ ପ୍ରବଣତାର ଗଭୀରତାରୁ ରକ୍ଷା ପାଇବା ପାଇଁ “ଆତ୍ମହତ୍ୟା”କୁ ଏକ ବିକଳ୍ପ ଭାବରେ ବିବେଚନା କରନ୍ତି । ଯଦି ତମେ କାହାକୁ ପ୍ରକୃତରେ ଭଲ ପାଉଥାଅ ତେବେ ଏହା କୁହ ନାହିଁ ଯେ “ତୁମ ପାଇଁ…

ଅଧିକ ପଢ଼ନ୍ତୁ
dwitiya-maa

ଦ୍ୱିତୀୟ ମାଆ

“ଦ୍ୱିତୀୟ” ଏକ ସାଧାରଣ ଶବ୍ଦ ଯାହାର ଅର୍ଥ ପ୍ରଥମର ପରବର୍ତ୍ତୀ ସଂଖ୍ୟା । କିନ୍ତୁ ପ୍ରତିଯୋଗିତାରେ ଜଣେ ପ୍ରତିଯୋଗୀ ଦ୍ୱିତୀୟ ସ୍ଥାନ ଅଧିକାର କଲେ ତା’ ଆପଣାର ଲୋକ ଖୁସି ଉପରେ ଉପରେ ଖୁସି ହେଉଥିଲେ ହେଁ ଗୋଟିଏ ପ୍ରଶ୍ନ ମନରେ ଥାଏ ସବୁବେଳେ, “ପ୍ରଥମ କିଏ?” ସେହିପରି କିଛି ସମ୍ପର୍କର ସମ୍ମୁଖରେ ଦ୍ୱିତୀୟ ଲାଗିଲେ ତାକୁ ଗ୍ରହଣ କରାଯାଏ, ହେଲେ ଅନେକ ଗୁଡ଼ିଏ ପ୍ରଶ୍ନ ସହ । ଦ୍ୱିତୀୟ ସମ୍ପର୍କକୁ ଅନେକ ନାମରେ ନାମିତ କରାଯାଏ । ଯେପରି “ଦ୍ୱିତୀୟ…

ଅଧିକ ପଢ଼ନ୍ତୁ
1st Odia actor in Dual Role Narendra Mohanty

ମନେପଡ଼ନ୍ତି: ଦ୍ୱୈତ ଭୂମିକାରେ ପ୍ରଥମ ଓଡ଼ିଆ- ନରେନ୍ଦ୍ର

୧୯୧୭ରେ ମୁକ୍ତିଲାଭ କରିଥିଲା ‘ଲଙ୍କା ଦହନ’ । ଫିଲ୍ମଟି ନିର୍ବାକ ଚଳଚ୍ଚିତ୍ର ତାଲିକା ଅନ୍ତର୍ଭୁକ୍ତ । ଏହି ଫିଲ୍ମ ସଂପର୍କରେ ଏକ ଉଲ୍ଲେଖନୀୟ କଥା ହେଉଛି, ଏଥିରେ ଭାରତୀୟ ସିନେମା ଇତିହାସରେ ପ୍ରଥମ ଥର ପାଇଁ ଦ୍ୱୈତ ଭୂମିକାରେ ଅଭିନୟ କରିଥିଲେ ଅନ୍ନା ସାଲୁଙ୍କେ । ସେ ଉଭୟ ରାମ ଓ ସୀତା ଭୂମିକାରେ ଅଭିନୟ କରି ସେହି କାଳର ଦର୍ଶକଙ୍କୁ ଚମତ୍କୃତ କରିଥିଲେ । ଏବେ ଜାଣନ୍ତୁ ଓଡ଼ିଆ ସିନେମାରେ ପ୍ରଥମ ଥର ଦ୍ୱୈତ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା କଳାକାରଙ୍କୁ । ସେ…

ଅଧିକ ପଢ଼ନ୍ତୁ