ହଁ ସେ ମାଆ
(୧) ମୋ ସ୍କୁଲ ଯିବା ବେଳର କଥା । ସବୁଦିନ ପରି ମୋତେ ଖାଇବାକୁ ବାଢ଼ି ଦେଇ ଟେବୁଲ ଉପରେ ଟିଫିନଟି ରଖି ଦେଇ ମମି ତା’ର କାମରେ ଲାଗିଗଲା । କୌଣସି କାରଣ ବଶତଃ ସେଦିନ ଟିଫିନଟି ବ୍ୟାଗରେ ରଖି ନଥିଲା ସେ ଆଉ ବଡ଼ ପାଟିରେ ଚିଲେଇକି କହିଲା, “ମନେ କରିକି ଟିଫିନ ବ୍ୟାଗରେ ପୁରେଇବୁ ।” ମୁଁ ଖାଇ ସାରି ଅଭ୍ୟାସଗତ ଭାବେ ବ୍ୟାଗଟି ଉଠେଇ ସ୍କୁଲ ବାହାରି ଯାଇଥିଲି ଟିଫିନଟିକୁ ସେଇ…