20th Edition of Shubhapallaba Online Odia Magazine Released News

ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୦ଶ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୨ ନଭେମ୍ବର ୨୦୨୦): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୦ଶ ସଂସ୍କରଣ ଗତ ନଭେମ୍ବର ୧ ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୨୫ ଗୋଟି ବଛା ବଛା ଓଡ଼ିଆ ଗପ, କବିତା, ରୋଷେଇ ଟିପ୍ସ, ସାକ୍ଷାତକାର ଆଦିକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସଂସ୍କରଣଟିର ସମ୍ପାଦନା କରିଛନ୍ତି ଉଭୟ ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି । ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ସ୍ ଡିଜାଇନର୍ ସମ୍ବିତ ଦାସ ଏହି ପତ୍ରିକାଟିର ଅଳଂକରଣ କାର୍ଯ୍ୟ କରିଛନ୍ତି । ଏହି…

ଅଧିକ ପଢ଼ନ୍ତୁ
Download 20th Edition of Shubhapallaba Odia Magazine - ଶୁଭପଲ୍ଲବ ପତ୍ରିକା

୨୦ଶ ସଂସ୍କରଣ

୨୦୨୦ ମସିହାର ନଭେମ୍ବର ମାସରେ ଶୁଭପଲ୍ଲବର ୨୦ଶ ସଂସ୍କରଣ ପ୍ରକାଶ ପାଇଥିଲା । ୫୬ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୫ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Tiktata

ତିକ୍ତତା

ପ୍ରତିଦିନ ଜୀବନର ଲକ୍ଷ୍ୟ ଖୋଜେ ପୁଣି ହୁଏ ଲକ୍ଷ୍ୟହୀନ, ଦିଶାହୀନ ଆଉ ଦିଗହରା । ଚିର ପରିଚିତ ରାସ୍ତାରେ ଅପରିଚିତ । ନିର୍ଦିଷ୍ଟ ପଥରେ ନିରୁଦିଷ୍ଟ ହେଇ ପୁନର୍ବାର ତିକ୍ତ । ଆଜି ହୁଏ ଇଚ୍ଛା ଚାଲିଯାଆନ୍ତି ଅନେକ ଦୂର ଅମଡ଼ା ବାଟେ ଯହିଁ ନଥିବ ସଭ୍ୟ ସମାଜର ଅସଭ୍ୟ କଳରବ । ଅଜଣା ମହକରେ ସବୁ ଭୁଲିଯିବି କେନ୍ଦ୍ରବିନ୍ଦୁ ଏକ ଦୁର୍ବାର ଆକର୍ଷଣର । ବେଳେବେଳେ ଏମିତି ବି ହୁଏ କି ଯାହାକୁ ମନ ଭାବେ ପ୍ରତାରଣା ହୁଏତ ସେ ଥାଏ ମନର…

ଅଧିକ ପଢ଼ନ୍ତୁ
Baki Thila Mahisa Baddha

ବାକି ଥିଲା ମହିଷା ବଦ୍ଧ

ନନ୍ଦିନୀ ଭାରି ଖୁସି, ତା’ ଖୁସିର କ’ଣ ଆଉ ସୀମା ଅଛି ! ପାଦ ତ ଆଉ ତା’ର ମାଟିରେ ଲାଗୁନି, କାରଣ ସେ ଜିଦ୍ କରି ବସିବାରୁ ମମି, ପାପା ଏଥର ଦଶହରା ଦଶଦିନ ଛୁଟିରେ ସବୁ କାମ ପଛରେ ପକାଇ ଗାଆଁକୁ ଯିବା ପାଇଁ ରାଜି ହୋଇଗଲେ । ରାଜି ବା ହେବେନି କେମିତି ତାଙ୍କର ଏଇ ନନ୍ଦିନୀଟା ଏକୋଇରବଳା ବିସିକେଶନ । ଦୁନିଆଯାକର ଗେଲବସର, ଭାରି ଜିଦ୍‌ଖୋର । ଏଇ ନନ୍ଦିନୀଟା ବି ତେଣେ ଅଜା ଆଈଙ୍କର ଅନ୍ଧର…

ଅଧିକ ପଢ଼ନ୍ତୁ
Kanyadana

କନ୍ୟାଦାନ

ପିତାମାତାଙ୍କ କରକମଳରେ ସମ୍ପନ୍ନ ହୁଏ ଯେବେ ମହାଦାନ ଏଇତ ସେଇ କ୍ଷଣ କନ୍ୟାଦାନ । ଅଶ୍ରୁ ବହେ ବନ୍ଧ ଭାଙ୍ଗି ପିତାଙ୍କ ନୟନୁ ଯେଉଁ ଦିନ ଏଇତ ସେଇ କ୍ଷଣ କନ୍ୟାଦାନ । ଗୋଟିଏ ମୂହୁର୍ତ୍ତରେ ହଜାରେ ସ୍ମୃତି କରେ ଆଲିଙ୍ଗନ ଏଇତ ସେଇ କ୍ଷଣ କନ୍ୟାଦାନ । ହେଇଯିବ ଝିଅ କରୁଥିବା ଅଳି, ଭାଇ ସହ କଳିର ସମାପନ ଏଇତ ସେଇ କ୍ଷଣ କନ୍ୟାଦାନ । ସୁତା ତାଙ୍କ ଦୁହିତା ବୋଲି କରନ୍ତି ଦୁହେଁ ଅଭିମାନ ଏଇତ ସେଇ କ୍ଷଣ କନ୍ୟାଦାନ ।…

ଅଧିକ ପଢ଼ନ୍ତୁ