20th Edition of Shubhapallaba Online Odia Magazine Released featuring Padmini Rout

ପଦ୍ମିନୀ ରାଉତଙ୍କ ଆଳାପ ସହ ଶୁଭପଲ୍ଲବର ୨୧ଶ ସଂସ୍କରଣ ଉନ୍ମୋଚିତ

ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୧ଶ ସଂସ୍କରଣ ଗତ ଡିସେମ୍ବର ୧ ତାରିଖରେ ଉନ୍ମୋଚିତ ହୋଇଯାଇଛି । ଆସନ୍ତା ନୂଆବର୍ଷରେ ତିନିବର୍ଷ ପୂରଣ କରିବାକୁ ଯାଉଥିବା ଶୁଭପଲ୍ଲବର ଏହି ସଂସ୍କରଣରେ ସ୍ଥାନ ପାଇଛି ଆନ୍ତର୍ଜାତୀୟ ଚେସ୍ ଖେଳାଳୀ ପଦ୍ମିନୀ ରାଉତଙ୍କ ସ୍ୱତନ୍ତ୍ର ସାକ୍ଷାତକାର, ଯେଉଁଥିରେ ସେ ତାଙ୍କର ପ୍ରାରମ୍ଭିକ ଜୀବନର ଅନୁଭୂତିରୁ ଆରମ୍ଭ କରି ପ୍ରଥମ ମ୍ୟାଚ୍, ପସନ୍ଦର ନାପସନ୍ଦ ବିଷୟରେ ଜଣାଇଛନ୍ତି କିଛି କଥା । ୨୩ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର…

ଅଧିକ ପଢ଼ନ୍ତୁ
Download Now 20th Edition of Shubhapallaba

୨୧ଶ ସଂସ୍କରଣ

୨୦୨୦ ମସିହାର ଡିସେମ୍ବର ମାସରେ ଶୁଭପଲ୍ଲବର ୨୧ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୮ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୨ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Bhasija Mo Danga

ଭାସିଯା ମୋ ଡଙ୍ଗା

ଆ କା ମା ବୈ ଗୀତ ଗାଇ ଗାଇ ଭସେଇଲି ଡଙ୍ଗା ମୋର ଭୁଲିଯିବୁ ନାହିଁ ଦିନକର ପର୍ବ ତୋର ମାସକ ଧର୍ମ ମୋର ପାନ, ଗୁଆ, ଦୀପେ ସଜାଇ ଦେଲି ବିଦାୟ ଭାର । ବର୍ଷକେ ଥରେ ଆସୁ ବଢ଼ାଇ ଓଡ଼ିଆର ଗର୍ବ ଐତିହକୁ ମନେ ପକାଇ ପାଳେ ଓଡ଼ିଆ ଏ ପର୍ବ କାହିଁ କେତେ ଦୂର ଅବା ସାତ ଦରିଆ ଡେଇଁ ଯାଉଥିଲେ ଆମ ସାଧବ ପୁଅ ବାଣିଜ୍ୟ ବେପାର ପାଇଁ । ସେହି…

ଅଧିକ ପଢ଼ନ୍ତୁ
Suramya Subarnarekha

ସୁରମ୍ୟ ସୁବର୍ଣ୍ଣରେଖା

ହେଲା ଯେବେ ତୁମ ସହ ଦେଖା ପରେ ଦେଖା, ତୁମ ସୁଧାମୁଖ ପ୍ରସାରଣ କରିଲେ ସୁରେଖା, କେମିତି ବ୍ୟାଖ୍ୟାନ କରିବି ତୁମ ରୂପରେଖା, ଆକର୍ଷକ ତୁମ ଲାବଣ୍ୟ ଲୋଚନରେ କଜ୍ଜ୍ୱଳରେଖା |୧| ଲେଖୁଛି ତୁମ ପାଇଁ ଏହି ପ୍ରେମଲେଖା, ଯାହା ମୋ ମନୋଗତିର ମଦନଲେଖା, ଭାନୂଦୟ ବେଳର ଭାନୁରେଖା, ଚନ୍ଦ୍ରୋଦୟ କାଳର ଚନ୍ଦ୍ରରେଖା |୨| ଲେଖି ଚାଲିବି ଏହି ପ୍ରଥମ ପ୍ରେମପତ୍ର , ତୁମ ଅନୁରାଗ ହେଲା ମୋର ପ୍ରିୟମିତ୍ର, କର ମୋତେ ନିଜର ପ୍ରଣୟସଖା ପ୍ରୀତିପତ୍ର,…

ଅଧିକ ପଢ଼ନ୍ତୁ
Mun Bidrohi Premika

ମୁଁ ବିଦ୍ରୋହୀ ପ୍ରେମିକ

ତୁ ଯିବା ପରେ ମୋର ପ୍ରତିଟି ମୁହୂର୍ତ୍ତ କେମିତି କଟିଛି କେବେ ଭାବିଛୁ? ଭାବିନୁ ନା? କାହିଁକି ଭାବିବୁ ! ଭାବିବାକୁ ତୋତେ ସମୟ କାଇଁ !! ତୁ ତ ଏବେ ମସଗୁଲ ତୋ ଦୁନିଆରେ, ମହମର ଡେଣା ଲଗାଇ ତୁ ଏବେ ପ୍ରଚେଷ୍ଟାରତା ଛୁଇଁବାକୁ ଅନ୍ତରୀକ୍ଷ । ହେଲେ ଜାଣିନୁ ଯେବେ ପ୍ରଖର ସୂର୍ଯ୍ୟ ରଶ୍ମିରେ ମହମ ତରଳିବାକୁ ଲାଗିବ ସେତେବେଳେ ତୋର ଅବସ୍ଥା କ’ଣ ହେବ ! ମନେରଖ.. ଏମିତି ଭୂପତିତା ହେବୁ ଯେ…

ଅଧିକ ପଢ଼ନ୍ତୁ