News published on SuryaPrabha News about the 44th edition of the Shubhapallaba Odia Magazine

ପଞ୍ଚକ ପୂର୍ଣ୍ଣିମା ଅବସରରେ ଶୁଭପଲ୍ଲବ ଇ-ପତ୍ରିକାର ୪୪ତମ ସଂସ୍କରଣ ଉନ୍ମୋଚିତ

ବନ୍ତ/ଭଦ୍ରକ (୮ ନଭେମ୍ବର ୨୦୨୨): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୪୪ତମ ସଂସ୍କରଣ କାର୍ତ୍ତିକ ପୂର୍ଣ୍ଣିମା ତଥା ପଞ୍ଚକ ଅବସରରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୧୯ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା ଓ ଅଂଳକରଣ କାର୍ଯ୍ୟ ତୁଲାଇଛନ୍ତି ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି । ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍‌ସାଇଟ୍ shubhapallaba.in, ଶୁଭପଲ୍ଲବ ଷ୍ଟୋର୍…

ଅଧିକ ପଢ଼ନ୍ତୁ
Odia Poem Asa Ke Kutika Chita (ଆସ କେ କୁଟିବ ଚିତା) by Sasmita Pradhan

ଆସ କେ କୁଟିବ ଚିତା

ପସରା ମୁଣ୍ଡେଇ କେଲୁଣୀ ବୁଢ଼ୀ ଆସ ଝିଅ, ବୋହୂ ଛାଡ଼ଇ ରଡ଼ି ॥ ଆସ କେ କୁଟିବ ଦେହରେ ଚିତା ରାଧାକୃଷ୍ଣ ଅବା ଶ୍ରୀରାମ ସୀତା ॥ ଥିରି ଥିରି କରି ଦେବି ମୁଁ କୁଟି ରହିଥିବ ସଦା ଅଭୁଲା ସ୍ମୃତି ॥ ପିମ୍ପୁଡି କାଟିଲା ପରି ଲାଗିବ ଦିନେ ଦୁଇ ଦିନ ପୀଡ଼ା ରହିବ ॥ ତା’ପରେ ଦିଶିବ ଭାରି ସୁନ୍ଦର ଝଟକୁ ଥିବ ସେ ଦେହେ ତୁମର ॥ ଚିତା କୁଟା ମୋର କୁଳ…

ଅଧିକ ପଢ଼ନ୍ତୁ
Odia Poem Cha Cup re Prema (ଚା' କପ୍‌ରେ ପ୍ରେମ) by Tika Govind

ଚା’ କପ୍‌ରେ ପ୍ରେମ

କେବଳ ଝଡ଼ ଉଠେନି, ଅପେକ୍ଷିତ ହୃଦୟଟେ ମିଳିଲେ ଚା’ କପରେ ପ୍ରେମ ବି ହୁଏ । ଆଖିରେ ଦେଖି ହୁଏ ଉତୁରୁଥିବା ପ୍ରେମ ଆଙ୍ଗୁଠିରେ ଛୁଇଁହୁଏ ଉଷ୍ମତା, ଓଠରେ ଚାଖି ହୁଏ ସ୍ୱାଦ, କେବଳ ଅନୁଭବ ହିଁ କରିହୁଏ ହୃଦୟର ଅଭ୍ୟନ୍ତରକୁ ଛୁଉଁଥିବା ସେ ମିଠା ଗୋଟେ ବାସ୍ନା । ଠିକ ସେଥିପାଇଁ ବୋଧେ କେହି ଜଣେ ଦେଖା ହେଲେ ହିଁ ପାଟିରୁ ବାହାରେ “ଗୋଟେ କପ୍ ଚା’ ହେଇଯାଉ?” – ଟିକାଗୋବିନ୍ଦ ମହାନ୍ତ

ଅଧିକ ପଢ଼ନ୍ତୁ
Odia Story Bala Budha (ବାଲା ବୁଢ଼ା) by Avijit Sahu

ବାଲା ବୁଢ଼ା

ମଇ ମାସ ୭ ତାରିଖ ଭୋର ସମୟ, ପୋଲିସ ଗାଡ଼ି ଆଜି ମାଧପୁର ଗାଁ କୁଣ୍ଡ ପୋଖରୀ କୂଳରେ ଥିବା ଅଣଓସାରିଆ ରାସ୍ତା ଦେଇ ଗାଁ ମଝିରେ ଥିବା ରାଜଉଆସ ଆଗରେ । ରାଜଉଆସ ଅସଲରେ କେଉଁ ରାଜାଙ୍କର ବାସଭବନ ନୁହେଁ, ଗାଁ’ର ବୋଧହୁଏ ସବୁଠୁ ଧନୀ ଲୋକର ଘର, ଧଳା ଫରଫର ଘରଟି । ସେ ଘର ଆଗ ଦେଇ ଯିଏ ଯାଏ, ମନରେ ଥରେ ଏହି ଭାବନା ତ ନିଶ୍ଚିନ୍ତ ଆସେ, “ଏମିତି ମୋର ଖଣ୍ଡେ ଘରଟି…

ଅଧିକ ପଢ଼ନ୍ତୁ