Asampurna Ganatantra (ଅସମ୍ପୂର୍ଣ୍ଣ ଗଣତନ୍ତ୍ର) by Jangyash Kumar Rout

ଅସମ୍ପୂର୍ଣ୍ଣ ଗଣତନ୍ତ୍ର

ଯେବେ ପ୍ରତିଶ୍ରୁତି ଆଜି ରାଜନୀତି ଆଉ ରାଜନୀତି ଏଠି ରାଜନେତା ମାନଙ୍କର ପୈତୃକ ସମ୍ପତ୍ତି, ତେବେ କେମିତି ସମ୍ପୂର୍ଣ୍ଣ ହେବ ଭାରତର ଗଣତନ୍ତ୍ର ! ଯେବେ ପାଶ୍ଚାତ୍ୟ ଶିକ୍ଷାର ସୁବାସିତ ହଳାହଳ ବିଷ ଓ ବେରୋଜଗାରିର ଶିକୁଳି ରେ ବନ୍ଧା ଭାରତର ଭାଗ୍ୟ, ତେବେ କେମିତି ସମ୍ପୂର୍ଣ୍ଣ ହେବ ଭାରତର ଗଣତନ୍ତ୍ର ! ଯେବେ ସାଧାରଣ ଜନତାଙ୍କର ଜୀବନ ଏଠି ଅସୁରକ୍ଷିତ ଓ (ଅସାଧାରଣ) ଗୁଣ୍ଡାରାଜ୍ ଏଠି ସୁରକ୍ଷିତ, ତେବେ କେମିତି ସମ୍ପୂର୍ଣ୍ଣ ହେବ ଭାରତର ଗଣତନ୍ତ୍ର ! ଯେବେ ସରକାରୀ…

ଅଧିକ ପଢ଼ନ୍ତୁ
Last Poem of 2022 (୨୦୨୨ର ଶେଷ କବିତା) by Biswanath Kinkar Rout

୨୦୨୨ର ଶେଷ କବିତା

ମୁଁ ଚାହୁଁନଥିଲି ତୁମେ ଆସ ବୋଲି, କାରଣ ତାଙ୍କ ପ୍ରତି ବଢ଼ିଯାଇଛି ଅସୀମ ଶ୍ରଦ୍ଧା ॥ ମରୁଭୂମିରେ ମରିଚିକା ପରି ତୁମେ, କିଏ ବା ଭରସା କରିବ ତୁମେ ଦେଖାଉଥିବା ସ୍ୱପ୍ନ ଉପରେ ॥ ୧୦୦୦ ଦିନର ବିଭୀଷିକା ପରେ, ସେ ଦେଇଥିଲେ ମୁକ୍ତିର ସ୍ୱାଦ, ଜୀବନର ଉଚ୍ଚ ନୀଚ, ସମସ୍ତେ କରିଥିଲେ ଅନୁଭବ ॥ ଭୋକିଲା ପେଟରେ ଟଙ୍କିକିଆ ଚାଉଳର ଚାଦର ଢାଙ୍କି, ନିଜ ଆପଣାର ମାନଙ୍କର ଶବ ଦେଖି ଦେଖି, ପିଞ୍ଜରାବଦ୍ଧ ଚଢ଼େଇ ପରି…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 40th Edition

✍ ଚତ୍ୱାରିଂଶ ସମ୍ପାଦକୀୟ

ଆଷାଢ଼ ଶୁକ୍ଳ ଦ୍ଵିତୀୟା । ପୁଣି ଆସିଛି ସେହି ବହୁ ପ୍ରତୀକ୍ଷିତ ତିଥି । ସବୁରି ସ୍ୱରରେ କେବଳ ହର୍ଷର ଗୋଟିଏ ଘୋଷ – ଆସ… ଆସ… ଜଗଦୀଶ । ଘୋଷଯାତ୍ରାକୁ ଓହ୍ଲାଇ ଆସ । ଢଳି ଢଳି, ଝୁଲି ଝୁଲି, ଟାହିଆ ନଚେଇ ଓହ୍ଲାଇ ଆସ ବଡ଼ଦାଣ୍ଡ ଧୂଳିକୁ, ଶରଧାବାଲିକୁ… ଦୀର୍ଘ ଦୁଇବର୍ଷ ଧରି ବଡ଼ଦାଣ୍ଡରେ ତୁମ ଆସିବା ବାଟକୁ ଚାତକ ଭଳି ଅନେଇ ବସିଥିବା ଲକ୍ଷ ଲକ୍ଷ ଅପେକ୍ଷମାଣ ଏଇ ଜନସମୁଦ୍ରକୁ । ଉପନିଷଦରେ ଲେଖାଅଛି, “ଅପାଣିପାଦୋ ଜବନୋ ଗ୍ରହୀତା, ପଶ୍ୟତ୍ୟଚକ୍ଷୁଃ…

ଅଧିକ ପଢ଼ନ୍ତୁ
Odia Poem Iti Tumara Mun (ଇତି ତୁମର ମୁଁ) by Biswanath Kinkar Rout

ଇତି ତୁମର ମୁଁ

କେବେ କେଜାଣି ଏ ଅଣନିଃଶ୍ୱାସୀ ରାତି ପାହିବ, ଆକାଶ ସିନ୍ଦୂର ପିନ୍ଧିବ, ପାଦରେ ଚପଳା ପାଉଁଜି, ଘଡ଼ଘଡ଼ ହୋଇ ବାଜିବ ॥ ବିନା ବାଦଲରେ ଆଖି ବରଷୁଛି, କେବେ ତୋ’ ମନ ମାଟି ଭିଜିବ, ମୃତ ପ୍ରାୟ ସେଠି ପ୍ରେମର ଅଙ୍କୁର, କେତେ ଦିନ ଅବା ଜିଇଁବ ॥ ବିରହୀ ଝୁମୁକା କାନକୁ ଝୁରଇ, ଶଙ୍ଖା ଝୁରେ ମଣିବନ୍ଧକୁ, ନିଃସ୍ୱତାର ଶୀତ ଜାବୁଡ଼ି ଧରଇ, ପ୍ରତୀକ୍ଷା ମଳୟର ଉଷ୍ମତାକୁ ॥ ଗାଁ ଚଲାବାଟ ଅନେଇ ବସିଛି, କେବେ…

ଅଧିକ ପଢ଼ନ୍ତୁ