Padhu Padhan - Eka Shradhanjali (ପଦୁ ପଧାନ: ଏକ ଶ୍ରଦ୍ଧାଞ୍ଜଳି) by Biswanath Kinkar Rout

ପଦୁ ପଧାନ: ଏକ ଶ୍ରଦ୍ଧାଞ୍ଜଳି

ସକାଳୁ କାକର ଛାଡ଼ି ନଥିବା କ୍ଷେତରେ, ଲୁଙ୍ଗି ଖଣ୍ଡେ ପିନ୍ଧି ଫୁଙ୍ଗୁଳା ଦେହରେ, କାଟି ଚାଲିଥିଲା ତା’ ସୁନେଲୀ ସ୍ୱପ୍ନର କନକ ବର୍ଣ୍ଣା ଧାନ ଗଛକୁ । ×××× କ୍ଷେତରେ ସୂରୁଜ ଉଇଁ କ୍ଷେତରେ ହିଁ ବୁଡ଼ିଗଲା, ସଞ୍ଜ ପରେ ଅନ୍ଧାର ମୁହଁରେ ଘରକୁ ଫେରି ଆଉଁସିଲା ଲୁଣିଆ ଝାଳରେ ଭିଜା ମୁହଁକୁ । ×××× କତରାରେ ପଡ଼ି ଦଦରା ଚାଳର ଫାଙ୍କରେ ଦେଖୁଥିଲା ମଉଳା ଖଣ୍ଡିଆ ଜହ୍ନକୁ, ନିଦ ହଜା ଆଖିରେ ଅସମ୍ପୂର୍ଣ୍ଣ ସ୍ୱପ୍ନ ଉଙ୍କି ମାରୁଥିଲେ । ପକ୍ଷାଘାତ…

ଅଧିକ ପଢ଼ନ୍ତୁ
Machhakandana Waterfall (ମାଛକାନ୍ଦଣା ଜଳପ୍ରପାତ) of Similipal National Part, Mayurbhanj, Odisha

ମାଛକାନ୍ଦଣା ଜଳପ୍ରପାତ

ଆମ ଓଡ଼ିଶାରେ ଅନେକ ଜଳପ୍ରପାତ ରହିଛି ଆଉ ସେମିତି ଏକ ଜଳ ପ୍ରପାତ ହେଉଛି ମାଛକାନ୍ଦଣା ଜଳପ୍ରପାତ । ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଏହି ଜଳପ୍ରପାତଟି ପାଖରେ ପହଞ୍ଚିବାକୁ ହେଲେ ପାହାଡ଼ ଚଢ଼ି ପାହାଡ଼ିଆ ଝରଣା ପାର୍ ହେବାକୁ ପଡ଼ିଥାଏ । ବାରିପଦାଠାରୁ ୨୨ କିଲୋମିଟର ଦୂର ଲୁଲୁଙ୍ଗ ଓଟିଡିସି ବଙ୍ଗଳା ପର୍ଯ୍ୟନ୍ତ ଯିବାକୁ ପଡ଼େ ଏବଂ ଏହାପରେ ଆରମ୍ଭ ହୁଏ ମୁଖ୍ୟ ଯାତ୍ରା । ପାହାଡ଼ ଚଢ଼ି ପାଖାପାଖି ୮ କିଲୋମିଟର ପର୍ଯ୍ୟନ୍ତ ଯିବାକୁ…

ଅଧିକ ପଢ଼ନ୍ତୁ
Download Now 45th Edition of Shubhapallaba

୪୫ଶ ସଂସ୍କରଣ

୨୦୨୨ ମସିହାର ଶେଷ ମାଣବସା ଗୁରୁବାର ଦିନ ଶୁଭପଲ୍ଲବର ୪୫ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୮ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୮ ଗୋଟି ଆଲେଖ୍ୟ ଥିଲା ।

ଅଧିକ ପଢ଼ନ୍ତୁ
Odia Movie Daman Review

କଥାଚିତ୍ର ସମୀକ୍ଷା: ଦମନ

ପୂର୍ବକଥା: ଓଡ଼ିଆ ଫିଲ୍ମଟିଏ ଆସୁଛି ଦମନ । ନାନାଦି କାରଣରୁ ଚର୍ଚ୍ଚା ସାଉଣ୍ଟିଥିଲା ଫିଲ୍ମଟି ରିଲିଜ୍‌ର ବହୁ ପୂର୍ବରୁ । ରିଲିଜ୍ ତାରିଖ ଘୁଞ୍ଚିବା, ହଲ୍ ନମିଳିବା, ଅଭିନେତାଙ୍କ ପାରିବାରିକ ବିବାଦ, ଭାରରେ ରୋଗୀ ବୋହିଥିବା ଡାକ୍ତରଙ୍କ ବାୟୋପିକ ଗୁଜବ… ଏମିତି କେତେ କ’ଣ । ଡାକ୍ତର ବାବୁଙ୍କ ଭାରବୁହା ଘଟଣାଟି ସେତେବେଳେ ବହୁଚର୍ଚ୍ଚିତ ଓ ବହୁପ୍ରଶଂସିତ ଥିଲା । ଘଟଣା ଚର୍ଚ୍ଚିତ ହେଲେ ୟୁ-ଟ୍ୟୁବରେ ଆଲବମ ଓ ସିନେମା ଘରେ ଫିଲ୍ମ ତିଆରି ହେବାର ‘ଶସ୍ତା’ ଟ୍ରେଣ୍ଡ ଆମେ ଅନେକ ଦେଖିଛୁ ।…

ଅଧିକ ପଢ଼ନ୍ତୁ
Odia Poem Jay Maa Laxmi (ଜୟମା' ମହାଲକ୍ଷ୍ମୀ) by Mamata Sahu

ଜୟମା’ ମହାଲକ୍ଷ୍ମୀ

ନମସ୍ତେ ମା’ ମହାଲକ୍ଷ୍ମୀ ସତ୍ୟ ସନାତନୀ ପରବ୍ରହ୍ମ ସ୍ୱରୁପିଣୀ ଜଗତ ଜନନୀ ॥ ତୋହର ଆଜ୍ଞାରେ ଚାଲେ ଏ ସାରା ଜଗତ ଦୁଃଖିଙ୍କର ଦୁଃଖ କଷ୍ଟ ନଦେଖୁ କିଞ୍ଚିତ ॥ ପଡ଼ିଦାତ୍ରୀ ଅନ୍ନପୂର୍ଣ୍ଣା ଦେବୀ ନାରାୟଣୀ ପଦ୍ମାଳୟା ଯୋଗେଶ୍ଵରୀ ବିପଦ ଭଞ୍ଜନୀ ॥ ବିଷ୍ଣୁଙ୍କ ଘରଣୀ ମାଗୋ ସାଗର ଦୁହିତା ସୃଷ୍ଟି ଆରମ୍ଭରୁ ମାଗୋ ହୋଇଛୁ ସମ୍ଭୁତା ॥ ତୋ’ର ବାରବ୍ରତ ଭକତିରେ ଯେ କରଇ କୋଟି ଐଶ୍ଵର୍ଯ୍ୟ ସୁଖ ସମ୍ପଦ ଲଭଇ ॥ ତୋ’ର ଭକ୍ତିହୃଦେ…

ଅଧିକ ପଢ଼ନ୍ତୁ