Machhakandana Waterfall (ମାଛକାନ୍ଦଣା ଜଳପ୍ରପାତ) of Similipal National Part, Mayurbhanj, Odisha

ମାଛକାନ୍ଦଣା ଜଳପ୍ରପାତ

ଆମ ଓଡ଼ିଶାରେ ଅନେକ ଜଳପ୍ରପାତ ରହିଛି ଆଉ ସେମିତି ଏକ ଜଳ ପ୍ରପାତ ହେଉଛି ମାଛକାନ୍ଦଣା ଜଳପ୍ରପାତ । ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଏହି ଜଳପ୍ରପାତଟି ପାଖରେ ପହଞ୍ଚିବାକୁ ହେଲେ ପାହାଡ଼ ଚଢ଼ି ପାହାଡ଼ିଆ ଝରଣା ପାର୍ ହେବାକୁ ପଡ଼ିଥାଏ । ବାରିପଦାଠାରୁ ୨୨ କିଲୋମିଟର ଦୂର ଲୁଲୁଙ୍ଗ ଓଟିଡିସି ବଙ୍ଗଳା ପର୍ଯ୍ୟନ୍ତ ଯିବାକୁ ପଡ଼େ ଏବଂ ଏହାପରେ ଆରମ୍ଭ ହୁଏ ମୁଖ୍ୟ ଯାତ୍ରା । ପାହାଡ଼ ଚଢ଼ି ପାଖାପାଖି ୮ କିଲୋମିଟର ପର୍ଯ୍ୟନ୍ତ ଯିବାକୁ…

ଅଧିକ ପଢ଼ନ୍ତୁ
Download Now 45th Edition of Shubhapallaba

୪୫ଶ ସଂସ୍କରଣ

୨୦୨୨ ମସିହାର ଶେଷ ମାଣବସା ଗୁରୁବାର ଦିନ ଶୁଭପଲ୍ଲବର ୪୫ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୮ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୮ ଗୋଟି ଆଲେଖ୍ୟ ଥିଲା ।

ଅଧିକ ପଢ଼ନ୍ତୁ
Odia Movie Daman Review

କଥାଚିତ୍ର ସମୀକ୍ଷା: ଦମନ

ପୂର୍ବକଥା: ଓଡ଼ିଆ ଫିଲ୍ମଟିଏ ଆସୁଛି ଦମନ । ନାନାଦି କାରଣରୁ ଚର୍ଚ୍ଚା ସାଉଣ୍ଟିଥିଲା ଫିଲ୍ମଟି ରିଲିଜ୍‌ର ବହୁ ପୂର୍ବରୁ । ରିଲିଜ୍ ତାରିଖ ଘୁଞ୍ଚିବା, ହଲ୍ ନମିଳିବା, ଅଭିନେତାଙ୍କ ପାରିବାରିକ ବିବାଦ, ଭାରରେ ରୋଗୀ ବୋହିଥିବା ଡାକ୍ତରଙ୍କ ବାୟୋପିକ ଗୁଜବ… ଏମିତି କେତେ କ’ଣ । ଡାକ୍ତର ବାବୁଙ୍କ ଭାରବୁହା ଘଟଣାଟି ସେତେବେଳେ ବହୁଚର୍ଚ୍ଚିତ ଓ ବହୁପ୍ରଶଂସିତ ଥିଲା । ଘଟଣା ଚର୍ଚ୍ଚିତ ହେଲେ ୟୁ-ଟ୍ୟୁବରେ ଆଲବମ ଓ ସିନେମା ଘରେ ଫିଲ୍ମ ତିଆରି ହେବାର ‘ଶସ୍ତା’ ଟ୍ରେଣ୍ଡ ଆମେ ଅନେକ ଦେଖିଛୁ ।…

ଅଧିକ ପଢ଼ନ୍ତୁ
Odia Poem Jay Maa Laxmi (ଜୟମା' ମହାଲକ୍ଷ୍ମୀ) by Mamata Sahu

ଜୟମା’ ମହାଲକ୍ଷ୍ମୀ

ନମସ୍ତେ ମା’ ମହାଲକ୍ଷ୍ମୀ ସତ୍ୟ ସନାତନୀ ପରବ୍ରହ୍ମ ସ୍ୱରୁପିଣୀ ଜଗତ ଜନନୀ ॥ ତୋହର ଆଜ୍ଞାରେ ଚାଲେ ଏ ସାରା ଜଗତ ଦୁଃଖିଙ୍କର ଦୁଃଖ କଷ୍ଟ ନଦେଖୁ କିଞ୍ଚିତ ॥ ପଡ଼ିଦାତ୍ରୀ ଅନ୍ନପୂର୍ଣ୍ଣା ଦେବୀ ନାରାୟଣୀ ପଦ୍ମାଳୟା ଯୋଗେଶ୍ଵରୀ ବିପଦ ଭଞ୍ଜନୀ ॥ ବିଷ୍ଣୁଙ୍କ ଘରଣୀ ମାଗୋ ସାଗର ଦୁହିତା ସୃଷ୍ଟି ଆରମ୍ଭରୁ ମାଗୋ ହୋଇଛୁ ସମ୍ଭୁତା ॥ ତୋ’ର ବାରବ୍ରତ ଭକତିରେ ଯେ କରଇ କୋଟି ଐଶ୍ଵର୍ଯ୍ୟ ସୁଖ ସମ୍ପଦ ଲଭଇ ॥ ତୋ’ର ଭକ୍ତିହୃଦେ…

ଅଧିକ ପଢ଼ନ୍ତୁ
Odia Actress Jharana Das (ସୁନାମଧନ୍ୟା ଅଭିନେତ୍ରୀ ଝରଣା ଦାସ)

ସୁନାମଧନ୍ୟା ଅଭିନେତ୍ରୀ ଝରଣା ଦାସ

୧୯୬୦ ଦଶକରେ ଏ ରକ୍ଷଣଶୀଳ ସମାଜରେ ଯେତେବେଳେ ନାରୀମାନଙ୍କୁ ଅଭିନୟ କ୍ଷେତ୍ରରେ କାମ କରିବାକୁ ବାରଣ କରାଯାଉଥିଲା, ସେତେବେଳେ ୧୯୬୩ ମସିହାରେ ଓଡ଼ିଆ କଥାଚିତ୍ର ଜଗତର ପାଦ ଥାପିଥିଲେ ଜଣେ ଅନନ୍ୟା ନାୟିକା, ଝରଣା ଦାସ । ସ୍ନାତକ କରିଥିବା ପ୍ରଥମ ଓଡ଼ିଆ ଅଭିନେତ୍ରୀ ଥିଲେ ସେ । କଥାଚିତ୍ର ଜଗତରେ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୁଏ ମଲାଜହ୍ନ କଥାଚିତ୍ରରୁ । କିନ୍ତୁ ଏହା ପୂର୍ବରୁ ମୁକ୍ତିଲାଭ କରିଥିଲା ତାଙ୍କ ଅଭିନୀତ ଦ୍ୱିତୀୟ କଥାଚିତ୍ର ଅମଡ଼ା ବାଟ । ୧୯୬୫ ମସିହାରେ…

ଅଧିକ ପଢ଼ନ୍ତୁ