Badama

ବଡ଼ମା

ଫେବୃଆରୀ ମାସର ଶୀତୁଆ ସକାଳ, ବରଫ ଗଦା ଭିତରକୁ ଝରକା କାଚଆଡ଼ୁ ଚାହିଁ ରହିଥିଲା ଶୈଳଜା । ରାତିର ଗଦାଏ ବାସନକୁ ଧୋଇବାକୁ ପଡ଼ିବ । ଗ୍ଲୋଭ୍‌ସ୍ ଦୁଇଟାକୁ ପିନ୍ଧି ପକେଇଲା ସେ ଚଞ୍ଚଳ ଚଞ୍ଚଳ । ବାସନଧୋଇବା ମେସିନଟାର କ’ଣହେଇଛି କେଜାଣି, ଜମା ଛାଡ଼ୁନି ଅଁଇଠାଗୁଡ଼ାକ । ଝରକା କାଚରୁ ବାହରଟା ଲାଗୁଥିଲା ପରୀରାଇଜ ଭଳି । ଧଳା ମଖମଲିଚାଦରଟେ ଯେମିତି କିଏ ବିଛେଇ ଦେଇଛି । ଛୁଆ ସୂର୍ଯ୍ୟଙ୍କ କିରଣରେ ଲୋଭନୀୟ ଦେଖା ଯାଉଥିଲା ବାହାର ପରିବେଶ । ପ୍ରଥମାଷ୍ଟମୀ ପାଇଁ ଘରକୁ ଫୋନ…

ଅଧିକ ପଢ଼ନ୍ତୁ
Maa Maa

ମାଆ ମାଆ

ପ୍ରଥମ ପରଶେ ଯା’ର ପୁଲ୍ଲକିତ ହିଆ, ବକ୍ଷକୁ ଜାବୁଡ଼ି ଧରି ଦେଖିଲି ଦୁନିଆ । ବକ୍ଷାମୃତ ପିଇ ଡାକ ଦେଲି କୁଆଁ କୁଆଁ, କାହାକୁ ଜାଣିନଥିଲି ଥିଲି ନୂଆଁ ନୂଆଁ । ଚିହ୍ନାଇଲ ହେ ମା’ ଦୁର୍ଗା ଇଏ ତୋ’ର ମାଆ… ଇଏ ତୋ’ର ମାଆ, ଯା’ର ଛାଇ ତଳେ ରହି ଦେଖିବୁ ଦୁନିଆ । ପ୍ରତିବର୍ଷ ମାଆ ମୋର ଦୂର୍ଗାପୂଜା କରେ, ଘରେ ପୂଜା କରେ ପୁଣି, କରେ ମଣ୍ଡପରେ । ବୁଲାଇ ବୁଲାଇ ଆଣେ ଯେତେ ଥିଲେ ରୁଣ୍ଡ, ସବୁଠାରେ…

ଅଧିକ ପଢ଼ନ୍ତୁ
Pariksha

ପରୀକ୍ଷା

ଏ ଜୀବନ ହେଉଛି ପରୀକ୍ଷାର ଏକ ସୋତ୍ର ସଂଘର୍ଷମୟ ଜୀବନ ହେଲେ… ମନ କହେ… ଜୀବନ ଏକ ପରୀକ୍ଷା ପ୍ରତି ସମୟରେ ପରୀକ୍ଷା ପ୍ରତି ସ୍ତରରେ ପରୀକ୍ଷା ପ୍ରତି ସ୍ୱାଦରେ ପରୀକ୍ଷା ପ୍ରତି ରକ୍ତବିନ୍ଦୁରେ ପରୀକ୍ଷା ହୃଦୟର ପ୍ରତି ସ୍ପନ୍ଦନରେ ପରୀକ୍ଷା ନିଜକୁ ପ୍ରମାଣିତ କରିବା ହେଉଛି ଏକ ପରୀକ୍ଷା । ହସରେ… ଲୁହରେ… କର୍ମରେ… କର୍ତ୍ତବ୍ୟରେ… ସମ୍ପର୍କରେ… ସମାଜରେ… ସମ୍ମାନରେ… ଜୀବନରେ… ଏ ଜୀବନ ଆରମ୍ଭରୁ ଶେଷ ଯାଏ… ଶେଷରୁ ପୁଣି ଆରମ୍ଭ ଯାଏ… କେବଳ ଖାଲି…

ଅଧିକ ପଢ଼ନ୍ତୁ
Naina

ନୈନା

ନୈନା ତମେ ଅଜଣା ଗପର ନୂଆ ନାୟିକା ଅକୁହା କଥାର ତମେ ନୂଆ କବିତା । ନୈନା ତମେ ଫୁଲର ଦେଶ ରାଜକୁମାରୀ ବନ ପାହଡ଼ର ତମେ ବନ ହରିଣୀ । ନୈନା ତମେ ସାଗରର ଶାମୁକାରାଣୀ ସ୍ୱାତି ନକ୍ଷେତ୍ର ଜଳରେ ସାଜ ମୁକୁତା ମାଳୀ । ନୈନା ତମେ ବସନ୍ତରେ କୃଷ୍ଣଚୂଡ଼ା କେଶ ଚୂଡ଼ାମଣୀ ନୈନା ତମେ ଶ୍ରାବଣେ ଆକାଶେ କଳାଗଭାର ବେଣୀ । ନୈନା ତମେ ମୋ ହୃଦୟର ସ୍ପନ୍ଦନର ପ୍ରତିଧ୍ୱନୀ, ମୋ ଜୀବନର ରଙ୍ଗରେ ତମେ ଆଶା ରୋଷଣୀ ।…

ଅଧିକ ପଢ଼ନ୍ତୁ
Mun Tanka Upare Rage

ମୁଁ ତାଙ୍କ ଉପରେ ରାଗେ !

ମୋର କଥା କଥାକେ ରାଗିଯିବା, ଆଉ ସେ ମତେ କଳେଇନେଇ ବୁଝେଇବା… ମତେ ଭଲଲାଗେ । ଏବେ ପଚାରିବନି କାହିଁକି ରାଗେ । ସେ ଲଗାମଛଡ଼ା ହୋଇ ଗାଡ଼ି ଚଲେଇଲେ, ମୁଁ ତାଙ୍କ ଉପରେ ରାଗେ ! ବାରମ୍ବାର ତାଗିତ୍ କରି କହେ, “ହେଇ ! ଗାଡ଼ି ଧୀରେ ଚଲେଇବ ।” କିନ୍ତୁ ନା ରାସ୍ତାଟା ତାଙ୍କ ପାଇଁ ଆକାଶ ଆଉ ଗାଡ଼ିଟା ଗୋଟେ ଚଢ଼େଇ କ୍ଷୀପ୍ର ଗତିରେ ଉଡ଼ିବ ହିଁ ଉଡ଼ିବ । ସେ କ’ଣ ବୁଝନ୍ତି କି? ନ୍ୟୁଜରେ ଦୁର୍ଘଟଣାର ଚିତ୍ର ଦେଖି…

ଅଧିକ ପଢ଼ନ୍ତୁ