Kalank

କଳଙ୍କ

ନିଜ ଦେହ କଳଙ୍କ ଅନ୍ୟ ଦେହେ ବୋଲି, କି ସୁଖ ଅବା ପାଇଲୁ । ଜନନୀ, ଭଗିନୀ ଭଳି ବହୁମୁଖୀ ନାରୀକୁ, ଜୀଅନ୍ତା ନର୍କରେ ଠେଲିଦେଲୁ । କ୍ଷଣ ସ୍ଥାୟୀ ସୁଖ ପାଇଁ ଭୁଲିଗଲୁ ତୁହି, ହେଲୁ କାମରୁପି ରାକ୍ଷାସ । ଅନ୍ୟର ଭଗିନୀ ବୋଲି କଳଙ୍କ ଦେଲୁ ବୋଳି, ନାହିଁ କିରେ ତୋ ଅବଶୋଷ । ଜନନୀ ହୋଇ ଜନ୍ମ ଦେଲା ସିଏ, ମମତା ତା’ର ଅତଳସ୍ପର୍ଶୀ । ସେହି ନାରୀର ବିକଳ ଚିତ୍କାର, ଶୁଣି କରୁ ଦରହାସୀ । ସଳିତା ପରି ନିଜକୁ…

ଅଧିକ ପଢ଼ନ୍ତୁ
Tuma Pain Kabitatie

ତୁମ ପାଇଁ କବିତାଟିଏ

ମୁଁ କବିତା ନୁହେଁ ନିଜ ଅନୁଭୂତି ଲେଖୁଅଛି, ଆଜି ତୁମ କଥା କିଛି ବିଶେଷ ଭାବୁଅଛି । ଯେବେ ମିଶିଥିଲି ତୁମ ସାଥେ ଲାଗୁଥିଲା କିଛି ଅଲଗା, ଦୂରତ୍ଵ ବଢ଼ାଇ ଏବେ ସାଜିଅଛି ଅଭାଗା । ଅପରିଚିତରୁ ହୋଇଥିଲ ପରିଚିତ ମୋ’ର ପରିଚିତରୁ ପୁଣି ସାଜିଥିଲ ଜୀବନର ସାର ତୁମକୁ ମୋ’ ବଞ୍ଚିବାର ତୃଷା ଲେଖୁଅଛି ତୁମ ପାଇଁ ଆଜି ବି ବସି ଭାବୁଅଛି । ତୁମ ଆସିବାରେ ଏମିତି କିଛି ଶିଖିଥିଲି ଆଜି ଶବ୍ଦକୁ କାଗଜରେ ପ୍ରକାଶିତ କରିଦେଲି, ନିଜ…

ଅଧିକ ପଢ଼ନ୍ତୁ
Sei Jhiati - Odia Suspense thriller Story by Soumya Rath

ସେଇ ଝିଅଟି

ସ୍ୱାମୀ ରଜତ, ପୁଅ ରକିକୁ ନେଇ ସୁରୁଖୁରୁରେ ଚାଲିଥିବା ଅବନୀର ସଂସାରରେ ଯେମିତି କାହା ନଜର ଲାଗିଗଲା । ଦିନେ ତା’ ପୁଅ କଲେଜରେ ହଠାତ୍ ଚେତା ହରେଇ ପଡ଼ିଯିବା ପରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଚାଲିଲା । ଶେଷରେ ତା’ର ଏକ ମାତ୍ର ପୁଅ ଯେ ଦୁରରୋଗ୍ୟ ରକ୍ତକର୍କଟରେ ଆକ୍ରାନ୍ତ ଜଣା ପଡ଼ିବା ପରେ, ଅବନୀ ଆଉ ରଜତଙ୍କର ପାଦ ତଳୁ ମାଟି ଖସି ଯାଇଥିଲା । ପୁଅର ଜୀବନ ବଞ୍ଚେଇବା ପାଇଁ ସ୍ୱାମୀସ୍ତ୍ରୀ ଅକ୍ଲାନ୍ତ ପରିଶ୍ରମ କରୁଥାନ୍ତି, ପ୍ରାୟ…

ଅଧିକ ପଢ଼ନ୍ତୁ
Abhinaya

ଅଭିନୟ

ମୋ ମନ ଶୂନ୍ୟତାର କିଆରୀରେ ବାରମ୍ବାର ପ୍ରତିଧ୍ୱନିତ ହୁଏ ସେଇ ଗୋଟିଏ ପ୍ରଶ୍ନ ଆଜିଯାଏଁ ମୁଁ ଜୀବନରେ କରିଛି କ’ଣ?? ଅତୀତକୁ ବଖାଣି ବସିଲେ ଦୁଷ୍ଟ ସ୍ମୃତିମାନ ସବୁ ନିଜ ନିଜର ଜାଗା ମାଡ଼ି ବସନ୍ତି ହୃଦୟର କେଉଁ ଏକ ମରୁଭୂମିରେ ॥ ମୁଁ ଜୀବନ ସଂଗ୍ରାମରେ ହାରିଯାଇ ଆଜି ପଥହରା ପାଲଟିଛି ଆଉ ମରୀଚିକା ପଛେ ଧାଇଁ ଧାଇଁ ପାଲଟିଛି କ୍ଲାନ୍ତ ଆଉ ସ୍ଲାନ୍ତ ॥ ମରିଯାଇଛି ମୋ ଜୀବନର ଯେତେ ସବୁ କାମନା ଓ…

ଅଧିକ ପଢ଼ନ୍ତୁ
Sesha Ichchha

ଶେଷ ଇଚ୍ଛା

ରକ୍ତର ନଦୀ ବୁହାଇ ରାଜ୍ୟ ପରେ ରାଜ୍ୟ ଜିଣି ରାଜା ପରି ଦେଖିବାକୁ ତତେ । ମୋର ଯାହା ଶେଷ ଇଚ୍ଛା ଜଣାଇ ଦେଉଛି ତେଣୁ ତତେ ଏଇ ପତରରେ । ତୋ ପାଇଁ ସାଇତିଛି ଧନ ଛୋଟ ଏକ ଦୀପଟିଏ ନାଶିବାକୁ ତମସାକୁ କର୍ତ୍ତବ୍ୟକୁ ତେଲ କରି, ତ୍ୟାଗର ସଳିତା ଦେଇ ତୋ ଦୀପ୍ତ ଶିଖାରେ । କେବେ ତୁ ସକ୍ଷମ ହବୁରେ ଧନ ! ପଢ଼ିବାକୁ ମୋ ମନର ଅକୁହା ଭାଷାକୁ । ସାତ ତାଳ ପଙ୍କ ମଧ୍ୟେ ଅଛି ଏକ…

ଅଧିକ ପଢ଼ନ୍ତୁ