Banaphula

ବନଫୁଲ

ଏକ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭକରି ସ୍ନାତୋକୋତ୍ତର ହେଇ ନିଜ ରାଜ୍ୟକୁ ଫେରିଲେ ପ୍ରଭାସ ! ସିଭିଲ୍ ଇଞ୍ଜିନିଅରିଂ ତାଙ୍କର ବିଶେଷତା ହେଇଥିବାରୁ ପ୍ରଥମ ପୋଷ୍ଟିଙ୍ଗ୍ ହେଲା ଗୋଟିଏ ଡ୍ୟାମ୍ ପ୍ରୋଜେକ୍ଟରେ । କର୍ମକ୍ଷେତ୍ରରେ ଯୋଗଦେବା ପୂର୍ବରୁ ପ୍ରଭାସଙ୍କର ପରିବାର ଲୋକେ ଗୋଟିଏ ସୁନ୍ଦର ପ୍ରସ୍ତାବ ଦେଖି ତାଙ୍କର ଶୁଭପରିଣୟ ସମ୍ପର୍ଣ୍ଣ କରେଇ ଦେଇଥିଲେ । ନୂଆନୂଆ ବିବାହିତାଙ୍କୁ ନେଇ ପ୍ରଭାସ ସେଇ ଅଜଣା ଜାଗାକୁ ଯିବାକୁ ଅପ୍ରସ୍ତୁତ ଥିଲେ, ତେଣୁ ପତ୍ନୀଙ୍କୁ ସହରରେ ଛାଡ଼ି ସେ ପ୍ରସ୍ତୁତ ହେଲେ ଗନ୍ତବ୍ୟ…

ଅଧିକ ପଢ଼ନ୍ତୁ
Shree Jagannath

ଶ୍ରୀ ଜଗନ୍ନାଥ

ଆହେ ଜଗନ୍ନାଥ ଅବ୍ୟକ୍ତ ଅନନ୍ତ ମହିମା ତୁମର କେ’ ପାରିବ କହି ! ତୁମେ ଦୀନବନ୍ଧୁ କରୁଣାର ସିନ୍ଧୁ ପତିତପାବନ ତୁମେ ଭାବଗ୍ରାହୀ ।୧। ସକଳ ଧର୍ମର ସମନ୍ୱୟ ତୁମେ ବିଶ୍ୱର ବିସ୍ମିତ ଆରାଧ୍ୟ ଦେବତା, ଦାରୁବ୍ରହ୍ମ ରୂପେ ଖଣ୍ଡିତ ରୂପରେ ପୂଜା ପାଉଅଛ ହେ ପରମ ପିତା ।୨। କିଏ କହେ ତୁମେ ମାଦଳା ଠାକୁର ନାହିଁ ହାତ ଗୋଡ଼ ପାଟିକର୍ଣ୍ଣ କିଛି, ତଥାପି ତ ତୁମେ ସବୁ କରୁଅଛ ତାହାଠାରୁ କିବା ବିସ୍ମୟ ଅଛି ।୩। ପରମପୁରୁଷ ପରଂବ୍ରହ୍ମ ତୁମେ…

ଅଧିକ ପଢ଼ନ୍ତୁ
Kargil Vijay Diwas

କାର୍ଗିଲ ବିଜୟ ଦିବସ

ଆଜି କାର୍ଗିଲ ବିଜୟ ଦିବସ । କାରଗିଲ ବିଜୟ ଦିବସକୁ ବିତିଛି ୨୨ ବର୍ଷ । ୧୯୯୯ ମସିହା ଆଜିର ଦିନରେ କାର୍ଗିଲରେ ବିଜୟର ପତକା ଉଡ଼ାଇଥିଲେ ଭାତରୀୟ ସେନା । ମେ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଲଢ଼େଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା । ୨ ମାସ ୩ ସପ୍ତାହ ୨ ଦିନ ଧରି ଚାଲିଥିଲା କାରଗିଲ ଯୁଦ୍ଧ । କାର୍ଗିଲ ବିଜୟ ପାଇଁ ୫୨୭ ଜଣ ଯବାନ ବଳିଦାନ ଦେଇଥିଲେ । ୧୩ ଶହରୁ ଅଧିକ ଯବାନ ଆହତ…

ଅଧିକ ପଢ଼ନ୍ତୁ
Gurunka Dana

ଗୁରୁଙ୍କ ଦାନ

ଗରୁ ପଦରଜ କରେ ପାପ ନାଶ, ମୁକତିର ବୀଜ ଗୁରୁଙ୍କ ଆଶିଷ । ଗୁରୁ ପୂର୍ଣ୍ଣିମାରେ ଗୁରୁଙ୍କ ବନ୍ଦନା, କରିଣ ମିଳଇ ତାଙ୍କ କୃପା ସିନା ॥ ଅମା ଅନ୍ଧକାରେ ଆଲୋକର ଶିକ୍ଷା, ସାଜିଣ ଗୁରୁ ଦିଅନ୍ତି ଶିକ୍ଷା ଦୀକ୍ଷା । ଗୁରୁ ପରଂବ୍ରହ୍ମ ସାକ୍ଷାତ ଈଶ୍ୱର, ମୂର୍ଖ ଜ୍ଞାନୀ ସାଜେ ପାଇ ତାଙ୍କ ବର ॥ ପ୍ରଥମ ଗୁରୁ ଅଟନ୍ତି ପିତାମାତା, ଚରିତ୍ର ଗଢ଼ନ୍ତି ସାଜିଣ ବିଧାତା । ବିଦ୍ୟା ମନ୍ଦିରେ ଗୁରୁଙ୍କ ବିଦ୍ୟାଦାନ, କରଇ ଆମର ଜୀବନ ଗଠନ…

ଅଧିକ ପଢ଼ନ୍ତୁ
Guru Purnima

ଗୁରୁ ପୂର୍ଣ୍ଣିମା

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁ ସାକ୍ଷାତ, ପରମ ବ୍ରହ୍ମ, ତସ୍ମୟେ ଗୁରବେ ନମଃ ॥ ସଂସାରରେ ଯଦି କେହି ବଡ଼ ଥାଏ ତେବେ ସେ ହେଉଛନ୍ତି ଗୁରୁ । ତାଙ୍କଠାରୁ ଶ୍ରେଷ୍ଠ ଦୁନିଆରେ କେହି ନାହାଁନ୍ତି । ତେଣୁ ସେ ସର୍ବଦା ପୂଜନୀୟ । ଆଷାଢ଼ ମାସର ପୂର୍ଣ୍ଣିମା ତିଥିରେ ପାଳନ ହୋଇଥାଏ ଗୁରୁପୂର୍ଣ୍ଣିମା । ଆଜିର ଦିନରେ ଆଦିଗୁରୁ, ମହାଭାରତର ରଚୟତା ଓ ଚାରି ବେଦର ବ୍ୟାଖ୍ୟା କରିଥିବା ମହର୍ଷି ବ୍ୟାସ ଦେବ ରୂପରେ ପରିଚିତ ମହର୍ଷି ଦ୍ୱିପାୟନ ବ୍ୟାସଙ୍କ…

ଅଧିକ ପଢ଼ନ୍ତୁ