Mo Akhire Tu - 7th Part

ମୋ ଆଖିରେ ତୁ… (ସପ୍ତମ ଭାଗ)

ଧୀରେଧୀରେ ଭିତରକୁ ତୁ ପ୍ରବେଶ କରିବା ଲକ୍ଷ୍ୟକରି ନବବଧୂଟିଏ ପରି ମହାଲକ୍ଷ୍ମୀ ସ୍ମିତହାସ୍ୟ ଦେଉଥିଲେ । ମହାମାନବୀୟ ମହାଳୀଳାର ସମାପନ ହେବାକୁ ଯାଉଥିଲା । ସାରା ସଂସାର ସାକ୍ଷୀ ରହିଥିଲା କିପରି ତୁ ମାନବ ସମାଜକୁ ସମାନତାର ଶିକ୍ଷା ଦେବାକୁ ଚାହୁଁଥିଲୁ… ତାହା ଦେଖିବା ପାଇଁ । ଜଣେ ଆଦର୍ଶ ପତ୍ନୀ ପରି ମାଆ ତୋ’ର ପଦକ୍ଷାଳନ କରି ସେହି ପାଦୁକ ପାଣିକୁ ଗର୍ଭକୁ କ୍ଷେପିଥିଲେ…!! କାଳିଆରେ… ତୋ’ର ଏଇ ପଦଧୁଆ ପ୍ରସଙ୍ଗ ସତରେ କେତେ ଅଦ୍ଭୁତ ନା…?? ଶ୍ରୀରାମ ଅବତାରରେ…

ଅଧିକ ପଢ଼ନ୍ତୁ
Mo Akhire Tu - 6th Part

ମୋ ଆଖିରେ ତୁ… (ଷଷ୍ଠ ଭାଗ)

ମାଣିକକୁ ଉପଯୁକ୍ତ ସମ୍ମାନ ଦେଇ ଗଜପତି ଆଗେଇ ଚାଲିଲେ କାଞ୍ଚି ଅଭିମୁଖେ । ଘମାଘୋଟ ଲଢ଼େଇ ହୋଇଥିଲା । ଆଉ ସେହି ଲଢ଼େଇରେ ବିଜୟ ହୋଇ ଗଜପତି ମହାରାଜା ରାଜକୁମାରୀ ପଦ୍ମାବତୀଙ୍କୁ ସାଙ୍ଗରେ ନେଇ ଫେରି ଆସିଲେ । ଆହୁରି ମଧ୍ୟ କାଞ୍ଚିର ଆରାଧ୍ୟ ଗଣପତିଙ୍କୁ ସାଙ୍ଗରେ ନେଇ ଆସିଥିଲେ ନିଜ ସହିତ । ଆଜି ମଧ୍ୟ ପୁରୀ ଶ୍ରୀମନ୍ଦିରରେ କାଞ୍ଚି ଗଣପତି ବିରାଜମାନ କରିଛନ୍ତି । ଯୁଦ୍ଧରୁ ଫେରିବା ପରେ ଗଜପତି ମହାମନ୍ତ୍ରୀଙ୍କୁ କହିଥିଲେ ରାଜକୁମାରୀଙ୍କୁ ଏକ ଝାଡ଼ୁଦାର ସହ ବିବାହ ଦେଇ…

ଅଧିକ ପଢ଼ନ୍ତୁ
Mangala Maya

ମଙ୍ଗଳ ମୟ

ତୁମରି ଦାନର ସୀମା ନାହିଁ ପ୍ରଭୁ ତୁମେ ଯେ ମଙ୍ଗଳମୟ । ବଞ୍ଚିବା ପାଇଁ କି ସବୁତ ଦେଇଛ କୃପାଳୁ ହେ ଦୟାମୟ ॥ ଚାଲିବା ପାଇଁ କି ଗୋଡ଼ ଦୁଇ ମୋର ଶୁଣିବା ପାଇଁ କି କାନ । ଶ୍ରମ କରିବାକୁ ଦେଲ ହାତ ଦୁଇ ଦେଖିବାକୁ ଏ ନୟନ ॥ ଖାଇବାକୁ ଗଣ୍ଡେ ଦେଲ ତୁଣ୍ଡ ମୋତେ ନିଶ୍ୱାସ ପ୍ରଶ୍ୱାସେ ନାକ । ଜଳ ସ୍ଥଳ ଗିରି ଆକାଶ ରଚିଲ ଆଉ କି ମାଗିବି ସୁଖ ॥ ସୁଖ…

ଅଧିକ ପଢ଼ନ୍ତୁ
Hera Panchami

ହେରା ପଞ୍ଚମୀ

ଅଭିମାନ କରି କାନ୍ଦନ୍ତି କମଳା କୁହନ୍ତି ଦୁଃଖ ମନରେ । ପଥର ହେଲକି କାଳିଆ ସାଆନ୍ତ ନେଲନି ମୋତେ ସାଙ୍ଗରେ ॥ ଭାଇ ଭଉଣୀ କି ନିଜର ହୋଇଲେ ପର ହେଲା ଅର୍ଦ୍ଧାଙ୍ଗିନୀ । ଏଗାର ଦିନର ଯାତ୍ରା ଯେ କରୁଛ କରି ମୋତେ ଏକାକିନୀ ॥ କି ପାପ କଲି ମୁଁ କାହିଁ ଦିଅ ଦୁଃଖ ବରଷକେ ଥରେ ମୋତେ । ଇଚ୍ଛା ଯେ ହୁଅଇ କରିବାକୁ ମୋର ରଥଯାତ୍ରା ତୁମ ସାଥେ ॥ ରହି ମୁଁ ପାରୁନି ସହି…

ଅଧିକ ପଢ଼ନ୍ତୁ
Mo Akhire Tu - 5th Part

ମୋ ଆଖିରେ ତୁ… (ପଞ୍ଚମ ଭାଗ)

ବାଇଶି ପାହାଚର ମାହାତ୍ମ୍ୟ ଯେତେ କହିଲେ ମଧ୍ୟ କେବେ ସରିବନି । କୁହାଯାଏ ବୈକୁଣ୍ଠକୁ ଯିବାକୁ ହେଲେ ବାଇଶି ପ୍ରକାର ତଳକୁ ପାର କରିବାକୁ ହୁଏ । ତା’ପରେ ଯାଇ ବୈକୁଣ୍ଠବିହାରୀଙ୍କ ଦର୍ଶନ ହୁଏ । ଠିକ୍ ସେମିତି ତୋ’ ବାଇଶି ପାହାଚ ପାର କରିବା ପରେ ହିଁ ଯାଇ ତୋ’ ଦିବ୍ୟ ଦର୍ଶନ ଲାଭ କରିହୁଏ । ଏମିତିରେ ହେ ହରିବିଷ୍ଣୁ ଯୁଗ ଯୁଗ ଧରି ଭକ୍ତମାନଙ୍କୁ ଉଦ୍ଧାର କରିବା ପାଇଁ ଆଉ ଦୁନିଆରେ ଧର୍ମର ସ୍ଥାପନା କରିବା ପାଇଁ ତୁ…

ଅଧିକ ପଢ଼ନ୍ତୁ