Modern Samaya

ମଡର୍ଣ୍ଣ ସମୟ…

ଗୁରୁପୂର୍ଣ୍ଣିମା ଦିନ ଗୁରୁପୁଜନ କାର୍ଯ୍ୟକ୍ରମଟିଏ ପାଇଁ ବ୍ୟବସ୍ଥା କରିବାକୁ ମନରେ ଭାବି ସେକଥା କଲେଜ ପ୍ରିନ୍ସିପଲ୍ ଛାତ୍ର ସଂଗଠନର ମୁଖ୍ୟ ଛାତ୍ରକୁ ପ୍ରସ୍ତାବ ଦେବାରୁ ସେ ହସି ହସି “ସାର୍… କିଏ ଏଇଠି ଗୁରୁ ଆଉ କିଏ ଶିଷ୍ୟ…!!?? ଆଜିକା ମଡର୍ଣ୍ଣ ସମୟରେ ଆପଣମାନେ ତ ସବୁ ସାର୍ ମ୍ୟାଡମ ଆଉ ଆମେ ସବୁ ଷ୍ଟୁଡେଣ୍ଟ୍… ସୋ ଗୁରୁପୂଜନ ଛାଡ଼ନ୍ତୁ ଚାଲନ୍ତୁ ହୋଟେଲରେ ଭଲ ପାର୍ଟିଟେ ଆରେଞ୍ଜ କରିବା…” କହିଲା ଆଉ ସାର୍ ମଧ୍ୟ ସଙ୍ଗେ ସଙ୍ଗେ…

ଅଧିକ ପଢ଼ନ୍ତୁ
Smrutira Lahadi

ସ୍ମୃତିର ଲହଡ଼ୀ

ହୃଦୟ ବଲ୍ଲଭ ସ୍ୱନଦୀ ତୀର୍ଥେ, ନେତ୍ର ଚକ୍ ଚକ୍ ବାକି ଯା’ ଅର୍ଥେ । ଭାବନାର ଅୟ ଏଯେ ବୃକ୍ଷମୂଳେ, ସୃଷ୍ଟିର ବିଜୟ ଭାବେ ମହାନଦୀକୂଳେ । ବିପରୀତ କ୍ଷଣେ ବୃକ୍ଷ ଦିଏ ନିଜ କୋଳ, ସାଥେ ଥାଉ ଏହି ସାଥୀ ନଦୀକୂଳ । ସ୍ମୃତିର ସାରଥୀ ନିକାଞ୍ଚନ ଟାଣି, ଶାନ୍ତିର ମହକ ମହାନଦୀ ପାଣି । ନଦୀର ସମ୍ପର୍କେ ବୃକ୍ଷ ସମ୍ପର୍କିତ, ଏ ଜୀବନ ଖୋଜେ ତୁମପରି ମିତ । ସ୍ମୃତିର ଲେଉଟା ଫର୍ଦ ଏ ମୂହୁର୍ତ୍ତ, ନଦୀ ହିଁ ଭରିଛି ଏ…

ଅଧିକ ପଢ଼ନ୍ତୁ
Mo Akhire Tu - 10th Part

ମୋ ଆଖିରେ ତୁ… (ଦଶମ ଭାଗ)

ରସିକ ନାଗର ତୁ … ଠିକ୍ ଜାଣିଛୁ କେମିତି ମାନଭଞ୍ଜନ କରାଯାଏ । ତୋତେ କ’ଣ କିଛି ଶିଖେଇବାକୁ ହୁଏ କି…!! କେବଳ ଏଇ ରସିକପଣିଆ ପାଇଁ ତ… ତୋ’ ଭକ୍ତ ଜୟଦେବ ତୋ’ ପ୍ରେମଭକ୍ତିର ଅପୂର୍ବ ଗାଥା ‘ଗୀତ ଗୋବିନ୍ଦ’ ରଚନା କରି ଚାଲିଥିଲେ । ପ୍ରେମରସରେ ଉଦବୁଦ୍ଧ ହେଲାବେଳେ ହଜି ଯାଉଥିଲେ ଜୟଦେବ । ଏମିତି ଲେଖୁ ଲେଖୁ ମାନୀନି ଗୋପାଳୁଣୀ ରାଧିକା ରାଣୀଙ୍କ ମାନଭଞ୍ଜନ ଉଦ୍ଦେଶ୍ୟରେ ତୋତେ ତାଙ୍କ ପାଦ ଧରିବାକୁ ହେବ ବୋଲି ଭାବଟି ଆସିଥିଲେ…

ଅଧିକ ପଢ଼ନ୍ତୁ
Mo Akhire Tu - 9th Part

ମୋ ଆଖିରେ ତୁ… (ନବମ ଭାଗ)

ସ୍ନାନ ମଣ୍ଡପରେ ସୁନାକୂଅରୁ ଅଣା ହୋଇଥିବା ଶହେଆଠ ଗରାରେ ଗାଧୋଇ ପଡ଼ିବା ପରେ ତୋତେ ଜର ହୁଏ । ରତ୍ନବେଦୀ ଉପରୁ ଆସିବା ପରେ ତୁ ଆଉ ସେଠାକୁ ଫେରି ନ ଯାଇ ସିଧା ଅଣସର ପିଣ୍ଡିକୁ ଯାଉ । ସେଠି ସେଇ ଦଇତାମାନେ ତୋ’ ସେବାରେ ଲାଗି ପଡ଼ନ୍ତି ଯିଏ ଶବର ବିଶ୍ଵାବସୁଙ୍କ ବଂଶଧର ହୋଇଥାନ୍ତି । ସେମାନେ ତୋ’ ନିଜ ଆତ୍ମୀୟ ହୋଇ ତୋ’ର ଯତ୍ନ ନିଅନ୍ତି । ଏହି ସମସ୍ତ ସେବାକୁ ଗୁପ୍ତସେବା କୁହାଯାଏ । ତୋ’ ଅନୁପସ୍ଥିତିରେ ଭକ୍ତମାନେ…

ଅଧିକ ପଢ଼ନ୍ତୁ
Mo Akhire Tu - 8th Part

ମୋ ଆଖିରେ ତୁ… (ଅଷ୍ଟମ ଭାଗ)

ସେହି ଦିନଠାରୁ ମା’ ପାର୍ବତୀ ବିମଳା ରୂପରେ ତୋ’ ମନ୍ଦିରରେ ପୂଜା ପାଇ ଆସୁଛନ୍ତି । ଆଉ ତାଙ୍କୁ ଭୋଗ ଲାଗିବା ପରେ ତୋ’ର ସେହି ପ୍ରସାଦ ମହାପ୍ରସାଦ ହୋଇ ଆନନ୍ଦ ବଜାରକୁ ଆସେ । ତୋ’ ମହାପ୍ରସାଦ ପ୍ରସ୍ତୁତ ହେବା ଶୈଳୀ ମଧ୍ୟ ଅତ୍ୟନ୍ତ ଅଦ୍ଭୁତ । ମାଟି କୁଡ଼ୁଆ ସବୁରେ ରନ୍ଧନ ସାମଗ୍ରୀ ଭର୍ତ୍ତି କରି ଗୋଟିଏ ଉପରେ ଗୋଟିଏ ସଜେଇ କରି ରଖି ଦିଆଯାଏ । ଆଉ ସେହି ସବୁ ମାଟିହାଣ୍ଡିକୁ ପାରମ୍ପରିକ ଚୁଲା ଉପରେ ବସେଇ ଦିଆଯାଏ ।…

ଅଧିକ ପଢ଼ନ୍ତୁ