Mo Akhire Tu - 4th Part

ମୋ ଆଖିରେ ତୁ… (ଚତୁର୍ଥ ଭାଗ)

ତୋ ବିଗ୍ରହକୁ ଦେଖିଦେଲେ ହଜି ଯିବାକୁ ମନେ ହୁଏରେ କାଳିଆ…!! ମୁଁ ତ ଆଉ ଖୋଜି ପାଏନା ନିଜକୁ । କିନ୍ତୁ ଜାଣିଛୁ ତୋତେ ଦେଖିଲେ ମୋ ମନରେ ଗୋଟିଏ ଭାବନା ଆପଣାଛାଏଁ ଚାଲିଆସେ । ମନେ ମନେ ମୁଁ ବହୁତ ଭାବେ ତୋ’ ଅବୟବ ଏମିତି କାଠରେ ଗଢ଼ା ହେଉ ବୋଲି ତୁ କାହିଁକି ନିଷ୍ପତ୍ତି ନେଲୁରେ…!? ଯେତେବେଳେ କି କାଠ ଅତ୍ୟଧିକ ପରିମାଣରେ ଦହନଶୀଳ ହୋଇଥାଏ । ନିଆଁ ପାଣିର ଭୟ ସବୁବେଳେ କାଠ ପାଇଁ ରହିଥାଏ । ତେବେ…

ଅଧିକ ପଢ଼ନ୍ତୁ
Mo Akhire Tu - 3rd Part

ମୋ ଆଖିରେ ତୁ… (ତୃତୀୟ ଭାଗ)

ଆଖି ସାମ୍ନାରେ ଅଦ୍ଭୁତ ଦୃଶ୍ୟ ଥିଲା… !! ହାତ ନାହିଁ ପାଦ ନାହିଁ… ଅଧାଗଢ଼ା ତିନୋଟି ମୂର୍ତ୍ତି ଥିଲେ… !! ତିନୋଟି ରଙ୍ଗର ତିନୋଟି ଅପୂର୍ବ ଗଢ଼ଣ ହୋଇଥିଲା… !! କଳା ଧଳା ଆଉ ହଳଦିଆ… !! କଳା ମୂର୍ତ୍ତିର ଚକା ଚକା ଦୁଇଟି ବଡ଼ ବଡ଼ ଆଖିରେ ଆଖି ଲାଗି ଯାଇଥିଲା ରାଜାରାଣୀଙ୍କର… !! ଧଳା କଳା ମୂର୍ତ୍ତି ଦୁଇଟି ଅଧା ଖଣ୍ଡିଆ ହାତ ଆଗକୁ ବଢ଼େଇ ଏପରି ଠିଆ ହୋଇଥିଲେ ଯେପରି ହାତ ଠାରି ଡାକୁଥିଲେ… ଆସ… ମୋ ଭିତରେ ନିଜକୁ…

ଅଧିକ ପଢ଼ନ୍ତୁ
Mo Akhire Tu - 2nd Part

ମୋ ଆଖିରେ ତୁ… (ଦ୍ୱିତୀୟ ଭାଗ)

ସେତିକି କ୍ଷମା କରି ଦେଇଥିଲେ ହୁଏତ…!! କେତେ ଡରି ଯାଇଥିଲା ଶାମ୍ବ ସେଦିନ…! ଯେତେବେଳେ ଋଷିଙ୍କ ଅଭିଶାପ ପାଇ ବ୍ୟସ୍ତ ହୋଇ ଖୋଲି ପକାଉଥିଲା ତା’ର ମିଥ୍ୟା ରଚିତ ଗର୍ଭକୁ…!! ଆଉ ତା’ ଭିତରୁ ବାହାରି ପଡ଼ିଥିଲା ଏକ ଲୁହାର ମୂଷା…!! ଏଇଟା କ’ଣ କେବେ ସମ୍ଭବ କି ଯେ ଏକ ମିଛ କପଡ଼ା ଭର୍ତ୍ତି ପୋଷାକ ଭିତରୁ ଏକ ଲୌହ ମୂଷିକ ଜନ୍ମ ନେଇଯାଇପାରେ?? ଲୋକକଥା କୁହେ ଶାମ୍ବ କୁଆଡ଼େ ଗର୍ଭ ଯନ୍ତ୍ରଣା ସହ୍ୟ କରିଥିଲା…

ଅଧିକ ପଢ଼ନ୍ତୁ
Interview with Padmini Rout

ପଦ୍ମିନୀ ରାଉତଙ୍କ ସହ ଆଳାପ

ଉଭୟ ଇଣ୍ଟରନେସନାଲ ମାଷ୍ଟର ଓ ମହିଳା ଗ୍ରାଣ୍ଡମାଷ୍ଟର ଉପାଧୀ ହାସଲ କରିଛନ୍ତି ସେ । ୨୦୧୪ରୁ ୧୭ ପର୍ଯ୍ୟନ୍ତ ୪ ବର୍ଷ ଧରି ସେ ଭାରତୀୟ ମହିଳା ପ୍ରିମିୟର ଚାମ୍ପିୟନ ଓ ୨୦୧୮ରେ ଏସୀୟ ମହିଳା ଚାମ୍ପିୟନ ଥିଲେ ସେ । ୨୦୦୭ ମସିହାରେ ବିଜୁ ପଟ୍ଟନାୟକ ଖେଳ ସମ୍ମାନ ଓ ୨୦୦୯ରେ ଏକଲବ୍ୟ ପୁରସ୍କାର ହାସଲ କରି ଓଡ଼ିଶାକୁ ସବୁ ସ୍ଥାନରେ ଗର୍ବ ଅନୁଭବ କରାଇଛନ୍ତି ସେ । ତେବେ ଆସନ୍ତୁ ଜାଣିବା ଓଡ଼ିଶାର ସେହି ଗର୍ବ ଓ ଗୌରବ…

ଅଧିକ ପଢ଼ନ୍ତୁ
Mo Akhire Tu - 1st Part

ମୋ ଆଖିରେ ତୁ… (ପ୍ରଥମ ଭାଗ)

ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳ କମଳେ ରତ୍ନ ସିଂହାସନସ୍ଥମ୍… ସର୍ବାଳୋଙ୍କାର ଯୁକ୍ତ ନବଘନ ରୁଚିରେ ସଂଯୁକ୍ତମଚାଗ୍ରଜେନ ଭଦ୍ରାୟ ବାମଭାଗେ ରଥଚରଣ ଯୁଥମ… ବ୍ରହ୍ମରୁଦ୍ରେନ୍ଦ୍ରଗମ୍ୟମ ବେଦାନାମ ସାରମିଶମ୍ ସ୍ୱଜନ ପରିବୃତମ୍… ବ୍ରହ୍ମଦାରୁମ୍ ନମାମି… ବ୍ରହ୍ମଦାରୁମ ସ୍ମରାମି… ବ୍ରହ୍ମଦାରୁମ ପ୍ରତ୍ୟୟାମି… ଜଗାରେ…ସତ କହ ତ… କ’ଣ ମୁଁ ତୋ’ ବିଷୟରେ କିଛି ଲେଖି ପାରିବି କି? ତୁ ତ ଅବ୍ୟକ୍ତ… କିନ୍ତୁ ବ୍ୟକ୍ତ ହେଇଯାଉ ଯେତେବେଳେ ତୋ’ର ଇଚ୍ଛା ହୁଏ । ତେବେ କହ ମୁଁ ଇଚ୍ଛା କରି ତୋତେ ଶବ୍ଦରେ କିପରି…

ଅଧିକ ପଢ଼ନ୍ତୁ