Odia Poem Cha Cup re Prema (ଚା' କପ୍‌ରେ ପ୍ରେମ) by Tika Govind

ଚା’ କପ୍‌ରେ ପ୍ରେମ

କେବଳ ଝଡ଼ ଉଠେନି, ଅପେକ୍ଷିତ ହୃଦୟଟେ ମିଳିଲେ ଚା’ କପରେ ପ୍ରେମ ବି ହୁଏ । ଆଖିରେ ଦେଖି ହୁଏ ଉତୁରୁଥିବା ପ୍ରେମ ଆଙ୍ଗୁଠିରେ ଛୁଇଁହୁଏ ଉଷ୍ମତା, ଓଠରେ ଚାଖି ହୁଏ ସ୍ୱାଦ, କେବଳ ଅନୁଭବ ହିଁ କରିହୁଏ ହୃଦୟର ଅଭ୍ୟନ୍ତରକୁ ଛୁଉଁଥିବା ସେ ମିଠା ଗୋଟେ ବାସ୍ନା । ଠିକ ସେଥିପାଇଁ ବୋଧେ କେହି ଜଣେ ଦେଖା ହେଲେ ହିଁ ପାଟିରୁ ବାହାରେ “ଗୋଟେ କପ୍ ଚା’ ହେଇଯାଉ?” – ଟିକାଗୋବିନ୍ଦ ମହାନ୍ତ

ଅଧିକ ପଢ଼ନ୍ତୁ
Odia Story Bala Budha (ବାଲା ବୁଢ଼ା) by Avijit Sahu

ବାଲା ବୁଢ଼ା

ମଇ ମାସ ୭ ତାରିଖ ଭୋର ସମୟ, ପୋଲିସ ଗାଡ଼ି ଆଜି ମାଧପୁର ଗାଁ କୁଣ୍ଡ ପୋଖରୀ କୂଳରେ ଥିବା ଅଣଓସାରିଆ ରାସ୍ତା ଦେଇ ଗାଁ ମଝିରେ ଥିବା ରାଜଉଆସ ଆଗରେ । ରାଜଉଆସ ଅସଲରେ କେଉଁ ରାଜାଙ୍କର ବାସଭବନ ନୁହେଁ, ଗାଁ’ର ବୋଧହୁଏ ସବୁଠୁ ଧନୀ ଲୋକର ଘର, ଧଳା ଫରଫର ଘରଟି । ସେ ଘର ଆଗ ଦେଇ ଯିଏ ଯାଏ, ମନରେ ଥରେ ଏହି ଭାବନା ତ ନିଶ୍ଚିନ୍ତ ଆସେ, “ଏମିତି ମୋର ଖଣ୍ଡେ ଘରଟି…

ଅଧିକ ପଢ଼ନ୍ତୁ
Odia Poem Khoje Mun Tumaku (ଖୋଜେ ମୁଁ ତୁମକୁ) by Basumati Sahoo

ଖୋଜେ ମୁଁ ତୁମକୁ

ଖୋଜେ ମୁଁ ତୁମକୁ ତୁମ ହାତରେ ହାତ ଛନ୍ଦିବାକୁ ପାଦରେ ପାଦ ମିଶେଇ ଚାଲିବାକୁ କହିବା ପୂର୍ବରୁ କଷ୍ଟ ଜାଣିବାକୁ । ଖୋଜେ ମୁଁ ତୁମକୁ ମୋ ଅର୍ଥହୀନ କଥାରେ ହସିବାକୁ ଦୁଃଖକୁ ମୋର ଅନୁଭବ କରିବାକୁ ଆଖି ଦେଖି ମନ କଥା ପଢ଼ିବାକୁ । ଖୋଜେ ମୁଁ ତୁମକୁ ରାଗିବା ପର୍ଯ୍ୟନ୍ତ ରଗେଇବାକୁ ଟିକିଏ ଖୁସିରେ ମନେ ପକେଇବାକୁ ନିଷ୍ପତ୍ତି ନେବା ଆଗରୁ ପଚାରିବାକୁ । ଖୋଜେ ମୁଁ ତୁମକୁ ସବୁ କଥାରେ ମୋ ସହ ଯୁକ୍ତି କରିବାକୁ ଟିକେ…

ଅଧିକ ପଢ଼ନ୍ତୁ
Odia Story Tumaku Apeksha Kari (ତୁମକୁ ଅପେକ୍ଷା କରି) by Jyotiranjan Sahu

ତୁମକୁ ଅପେକ୍ଷା କରି

ଆଜି ଅନେକ ଦିନପରେ ଆଦିତ୍ୟ ପୁଣି ଫେରିଛି ନିଜ ଅତୀତ ପାଖକୁ ଯାହାକୁ କୋଡ଼ିଏ ବର୍ଷ ଆଗରୁ ସେ ଛାଡ଼ିଦେଇଯାଇଥିଲା । ବହୁତ ସାହସ ସଞ୍ଚୟ କରି ସିଏ ଆଜି ଆସିଛି କଲ୍ୟାଣୀ ପାଖକୁ । କିଛିପାଇବା ଆଶାରେ ନୁହେଁ କି କିଛି ଦେବା ଆଶାରେ ନୁହେଁ ଆସିଛି ପ୍ରାୟଶ୍ଚିତ ପାଇଁ । ହେଲେ କଲ୍ୟାଣୀ ! ସେ କ’ଣ ତାକୁ କେବେ କ୍ଷମା ଦେଇପାରିବ ! ଏମିତି ଅନେକ କଥା ଭାବିଭାବି ପାଦ ଯୋଡ଼ିଏ ଆଗକୁ ଆଗକୁ ମାଡ଼ିଯାଉଥାଏ । ଯୌବନର ଚମକ ଧୋଇଯାଇ…

ଅଧିକ ପଢ଼ନ୍ତୁ
Odia Poem Mun Chalijiba Pare (ମୁଁ ଚାଲିଯିବା ପରେ) by Sunita Patel

ମୁଁ ଚାଲିଯିବା ପରେ

ମୁଁ ଚାଲିଯିବା ପରେ ତୁ ନିଜକୁ ଭୁଲିଯିବୁ ଜାଣିଥିଲେ ମୁଁ ବଞ୍ଚିବା ପାଇଁ ଆହୁରି ସଂଘର୍ଷ କରିଥାନ୍ତି, ହଁ ଟିକିଏ କଷ୍ଟ ତ ହୋଇଥାନ୍ତା ହେଲେ ତୋ’ ପାଇଁ ଖୁସିରେ ହସି ହସି ସହି ଯାଇଥାନ୍ତି । ମୁଁ ଚାଲିଯିବା ପରେ ନା ହାତରେ ଚୁଡ଼ି ନା ମଥାରେ ଟିକିଲି ନା ପାଦରେ ତୋ’ର ପାଉଁଜି ଅଛି, ବୋଧେ ମୁଁ ଯିବାପରେ ମୋ ସ୍ମୃତିସବୁ ପାଷାଣ ପାଲଟିଛି, ସେଥିପାଇଁ ତୁ ସେସବୁ ନିଜଠାରୁ ଦୂରେଇ ଦେଇଛୁ । ମୁଁ ଚାଲିଯିବା…

ଅଧିକ ପଢ଼ନ୍ତୁ