Anubhabara Istahara by Anasuya Panda

ପୁସ୍ତକ ସମ୍ବାଦ: ଅନୁଭବର ଇସ୍ତାହାର

‘ଅନୁଭବର ଇସ୍ତାହାର’, କବୟତ୍ରୀ ଶ୍ରୀମତୀ ଅନସୂୟା ପଣ୍ଡାଙ୍କର ଦ୍ଵିତୀୟ କବିତା ସଂକଳନ ଯେଉଁଥିରେ ସ୍ଥାନ ପାଇଛି ତାଙ୍କ କଲମରୁ ୬୩ଟି କବିତା । ଏହିସବୁ କବିତା ଗୁଡ଼ିକ ପୂର୍ବରୁ ବିଭିନ୍ନ ପତ୍ର ପତ୍ରିକାରେ ତଥା ଖବର କାଗଜରେ ପ୍ରକାଶିତ ହୋଇ ବେଶ୍ ଆଦୃତ ହୋଇସାରିଛି । ବିଗତ କୋଡ଼ିଏ ବର୍ଷ ଧରି ତାଙ୍କ ଲେଖନୀରୁ ନିସୃତ ଅନୁଭବ ପୁଷ୍ପର ମାଳା ହୋଇଛି ଏହି ସଂକଳନଟି । ତାଙ୍କ ଚିନ୍ତା, ଚେତନା, ଚିନ୍ତନ, ମନନ, ଅବଗାହନ ଓ ଅନୁସନ୍ଧାନ ଭିତରୁ ନୂତନ କାବ୍ୟିକ…

ଅଧିକ ପଢ଼ନ୍ତୁ
Odia Pome Tume au Mun (ତୁମେ ଆଉ ମୁଁ) by Prashant Kumar Mohanty

ତୁମେ ଆଉ ମୁଁ

ତୁମେ ପୁରୁଣା ମଦିରା ନିଶା ମୁଁ ନିଦାଘେ ଅସରା ବର୍ଷା… ତୁମେ ପୂର୍ଣ୍ଣିମାର ଜହ୍ନ ରାତି ମୁଁ ତୁମ କବିତାର ଶେଷ ପଂକ୍ତି… ରାଜଧାନୀ ତୁମେ ମୁଁ ଯେ ନିର୍ଜନ ସହର ତୁମେ ରଡ଼ ନିଆଁ ମୁଁ ବରଫ ଚାଦର… ମୁଁ ଦଦରା ନଉକା ତୁମେ ନଦୀ ଚିରସ୍ରୋତା ତୁମେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ମୋତେ ବର୍ଣ୍ଣାନ୍ଧତା… ତୁମେ ତାଜମହଲ କାହା ସ୍ମୃତିର ମୁଁ ବୃଦ୍ଧ ଶିଳ୍ପୀ ଭଗ୍ନ କୋଣାର୍କର ତୁମେ ମତୁଆଲି କୃଷ୍ଣଚୂଡ଼ାର ହସ ମୁଁ ଝରାଫୁଲ…

ଅଧିକ ପଢ଼ନ୍ତୁ
Odia Poem Abhula Premika (ଅଭୁଲା ପ୍ରେମିକା) by Swadhin Kar

ଅଭୁଲା ପ୍ରେମିକା

ଥିଲୁ ତୁ ମୋ ପାଇଁ ଏକ ପ୍ରେମିକା ଯାହାକୁ ମୁଁ ପାଉଥିଲି ବେଶି ଭଲ । ଛାଡ଼ି ମୁଁ ଚାଲିଗଲି ତତେ ଯେବେ ଭାରି ତୁ ମନେ ପଡ଼ୁ ସବୁବେଳେ । ନା ଦିନ ନା ରାତି, ସୋମ ନା ରବି କରୁଥିଲି ସବୁଦିନ ସେବା ତୋ’ରି । ପାଉଥିଲି ଭଲ ସେବା କରିବାକୁ ତୋ’ର ସେବାରେ କରିନି କେବେ ହେଳା ତୋ’ର । ଭୁଲି ଯାଇଥିଲି ଘର ମୋର ତୋହରି ସେବାରେ ତୋ’ତେ ହିଁ ଭାବୁଥିଲି ମୁଁ ମୋହରି ଘର । ତୋତେ…

ଅଧିକ ପଢ଼ନ୍ତୁ