କିଛି ଅଛି କି?
ଆମର ସେ ହାତ ଛନ୍ଦା ଛନ୍ଦି ହୋଇ ବାଟ ଚାଲିବା ସାଇକେଲରେ ତୁମ ସାଥେ ବହୁ ଦୂର ଯିବାରେ କୁହ କିଛି ଅଛି କି ! ପୁରୁଣା ରୁମାଲରେ ଲାଗିଥିବା କିଟ୍କାଟ୍ ଚକଲେଟ୍ର ଦାଗରେ ଟିଫିନ୍ରେ ନେଇଥିବା ମ୍ୟାଗିକୁ ବାଣ୍ଟିକରି ଦୁହେଁ ଖାଇବାରେ କୁହ କିଛି ଅଛି କି ! କୁହ କିଛି ଅଛି କି ମିଛ ବାହାନା କରି ବୁଲିବାରେ ଆଇସ୍କ୍ରିମ୍ ଖାଇ ଦୁହିଁଙ୍କ ଓଠରେ ଲାଗିଥିବା ଦାଗକୁ ପୋଛିବାରେ ସାମ୍ନାରେ ଦେଖାହେଲେ କଣେଇ କଣେଇ ଦେଖିବାରେ… ବେଶୀ…

