Odia Poem Mane Achhi (ମନେ ଅଛି) by Kanhu Charan Sahu

ମନେ ଅଛି !

ମନେ ଅଛି ତମର ସେଦିନ ସୋସିଆଲ ମିଡ଼ିଆରେ ପରିଚୟ ହୋଇଥିଲା ଆମର । ବୋଧେ ଭୁଲିଯାଇଥିବ ଭୁଲିଯିବା କଉ ବଡ଼କଥା ଯେ ଏ ମାଟି, ଏ ଆକାଶ ଏ ପୃଥ୍ୱୀ, ଏ ନିଶ୍ୱାସ ବଦଳିବ ଦିନେ, କେବଳ ରହିଥିବ ଅଧା ଗଢ଼ା ତାଜମହଲ ତୁମେ ହସୁଥିବ ଆଉ କା’ ବାହୁରେ ମୁଁ ଶୋଇଥିବି ଶ୍ମଶାନରେ ! ନିଶ୍ଚୟ, ପରିବର୍ତ୍ତନ ଆବଶ୍ୟକ ପୋଡ଼ିବାକୁ, ଗଢ଼ିବାକୁ ନୂଆ ଏକ ରାଇଜ ଯେଉଁଠି ତମେ ଆଉ ମୁଁ ହେଇଥିବା ନିଖୋଜ ! ନା ଥିବ ଆମ…

ଅଧିକ ପଢ଼ନ୍ତୁ
Odia Poem Bhabara Ranga (ଭାବର ରଙ୍ଗ) by Ganesh Raut

ଭାବର ରଙ୍ଗ

ରଙ୍ଗ ଅବିର ଧରି ମୋ ତନୁ ପ୍ରାଙ୍ଗଣରେ ଆଶିଯା’ ଥରେ କହ୍ନେଇ । ତୋ’ ପ୍ରେମ ରଙ୍ଗରେ ରଙ୍ଗୀନ୍ କରିଦେ ମୋ ଜୀବନର ଯମୁନା ନଈ ॥ ନାହିଁ ମୋର ମୀରା ପରି ଭାବ ହୋଇ ପାରିବି ନାହିଁ ମୁଁ ରାଧା । ତଥାପି ସବୁ କଳଙ୍କ ମୁଣ୍ଡେ ବୋଳି ଦେବି ନାହିଁ ମୋର ତିଳେ ଅସୁବିଧା ॥ ଶାଶୁ, ନଣନ୍ଦର ଝିଙ୍ଗାସ ହୃଦେ ପୋଛି ଦେବି ତୋ’ ସାଥୀରେ କରିବି ମୁଁ ଦେଖା । ତୋ’ ଭାବରେ ବାନ୍ଧିଦେ ଥରେ…

ଅଧିକ ପଢ଼ନ୍ତୁ
Odia Poem Madua Kahani (ମଦୁଆ କାହାଣୀ) by Arjun Das

ମଦୁଆ କାହାଣୀ

ନାଲି ପାଣି ଟିକେ ତୁଣ୍ଡରେ ବାଜିଲେ ଭୁଲେ ସେ ସାରା ଦୁନିଆ । ଦିନରେ ପୁଣି ସେ ଦେଖେଇ ଦିଅଇ କେତେ ଜହ୍ନତାରା ମାନିଆ ॥ ଠିକଣାଟା ତା’ର ନିର୍ଦ୍ଧିଷ୍ଟ ନୁହଁଇ । କେତେବେଳେ ନର୍ଦ୍ଦମାରେ । କେତେବେଳେ ପୁଣି କୁକୁର ସାଥିରେ ପଡ଼ିଥାଏ ମଝି ରାସ୍ତାରେ ॥ ଭାବୁଥାଏ ମୁହିଁ ରଜା ଏ ଦେଶର ସଭିଏଁ ମୋହର ପ୍ରଜା । ମୋ କଥା ଟିକିଏ ନ ଶୁଣିଲେ କେହି ବଜେଇ ଦେବି ମୁଁ ବାଜା ॥ ଫୁଟାଣି କଥାକୁ ଗପ ମାରୁଥାଏ…

ଅଧିକ ପଢ଼ନ୍ତୁ
Odia Poem Jibana Rangamancha (ଜୀବନ ରଙ୍ଗମଞ୍ଚ) by Jagan Behera

ଜୀବନ ରଙ୍ଗମଞ୍ଚ

ଏ ରଙ୍ଗମଞ୍ଚରେ ନାୟକ ସାଜିଛି କଣ୍ଟକିତ ପଥେ ଶକ୍ତ ଆଘାତେ ଅଜଣା ବାଟର ବାଟୋଇ ସେ ସାଜେ, ରଙ୍ଗମଞ୍ଚ ଏ ରଙ୍ଗୀନ୍ ଦୁନିଆଁ ନିଜକୁ ହରାଇ ନିଜକୁ ବି ଖୋଜେ । ସ୍ୱପ୍ନ ଦରିଆରେ ଭାସି ଯାଇଛି ମାୟାନଗରୀରେ ବାୟା ସେ ସାଜିଛି, ବଞ୍ଚି ବି ମରିଛି ନିଜକୁ ପାଇଛି ତଥାପି ହସୁଛି… ଜୀବନର ପଥେ ଆଗେଇ ଚାଲିଛି… ଦୁଃଖରେ ହସି ସେ ସୁଖ ଖୋଜିଛି ପ୍ରତାରଣା ସାଥେ ଜିଇଁବା ଶିଖିଛି, ଝୁଣ୍ଟି ପଡ଼ିଛି ଥକି ଯାଇଛି ତଥାପି…

ଅଧିକ ପଢ଼ନ୍ତୁ
Odia Poem College Parisara (କଲେଜ ପରିସର) by Milina Priyadarsini

କଲେଜ ପରିସର

ସବୁ ଲାଗେ କାଲି ପରି ସାଙ୍ଗସାଥି ହସ ଖେଳ କଲେଜ କମନ୍ ରୁମ୍‌ର ଘୋ ଘୋ ଶବ୍ଦ ଇଂଲିଶ କ୍ଲାସର ଅଖଣ୍ଡ ନୀରବତା… ସବୁ ଆଜି ଯେମିତି ଜୀବନ୍ତ ସବୁ ଆଜି ନାଚୁଛି ମୋ ଆଖି ଆଗରେ “କଲେଜ” ତୁମେ ଖେଳାଇଥିଲ ଦିନେ ମୋ ଦେହରେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ଆଣି ତୁମେ ଦେଇଥିଲ ମୋତେ ସୁନ୍ଦର କଳ୍ପନା ମହଲର ଉପହାରଟିଏ… ବିନିଦ୍ର ନୟନରେ ମୋର ଭରିଥିଲ ସ୍ୱପ୍ନର ମୁଠା ମୁଠା ମୁକ୍ତା… କିନ୍ତୁ ସବୁ ଆଜି ସମୟ…

ଅଧିକ ପଢ଼ନ୍ତୁ