Odia short story Apeksha (ଅପେକ୍ଷା) by Samapika Pati

ଅପେକ୍ଷା

ଚୈତ୍ର ମାସରେ ଦିନଧରା ହେଇଥିଲା ତାଙ୍କର ବାହାଘର ପାଇଁ, ମାତ୍ର ଦଶହରା ଯାଇ ଦୀପାବଳୀ ମଧ୍ୟ ଯାଇସାରିଲାଣି । ସୁମିତ୍ରା ଆଉ କେତେବାଟ ଚାହିଁବ । ଜେଜେମା ଭୋରୁ ଉଠିକି ଚଉରା ପୂଜାପରେ କାର୍ତ୍ତିକ ମାହାତ୍ମ୍ୟ ପଢ଼ିଲାବେଳେ ସୁମିତ୍ରା ସେଇଠି ପାଖରେ ବସି ଅନ୍ୟମନସ୍କ ହେଇଯାଏ । ଶରତ ଗତବର୍ଷ ଦଶହରାକୁ ଗାଆଁକୁ ଆସିଥିଲା । ସେମାନେ ଦୁଇଜଣ ପିଲାବେଳୁ ଏକାଠି ପଢ଼ିଛନ୍ତି ଓ ବଢ଼ିଛନ୍ତି । ସ୍କୁଲ୍‌ରେ ପଢ଼ିଲାବେଳୁ ପରସ୍ପାରକୁ ଭଲପା’ନ୍ତି ଓ ଏକାଠି ଜୀବନ ବିତେଇବାକୁ ନଷ୍ପତ୍ତି ମଧ୍ୟ ନେଇଛନ୍ତି । ଘରଲୋକ…

ଅଧିକ ପଢ଼ନ୍ତୁ
Odia Story Chicken Kasa (ଚିକେନ୍ କସା) by Priyadarsini Panda

ଚିକେନ୍ କସା

ସମୟ ଆଉ ପରିସ୍ଥିତିର ଷଡ଼ଯନ୍ତ୍ରରେ ପିଲାବେଳୁ ରାଉରକେଲାରେ ଅଷ୍ଟମ ଶ୍ରେଣୀଯାଏଁ ରହିବାକୁ ପଡ଼ିଲା । ଦୀର୍ଘ ପାଞ୍ଚ ବର୍ଷ ପରେ ମୁଁ ନିଜ ସହରକୁ ଫେରିଲି । ସେତେବେଳେ ମୋର ଏଠି କେହି ସାଙ୍ଗ ସାଥି ନଥାନ୍ତି । ମୁଁ ପ୍ରାୟ ସମୟ ଟିଭି ଆଉ ମୋବାଇଲରେ ବିତେଇ ଦିଏ । କିଛିଦିନ ଗଲା ପରେ ବାପା ମୋର ପାଖ ମହିଳା ଉଚ୍ଚ ବିଦ୍ୟାଳୟରେ ଆଡ଼୍‌ମିସନ କରିଦେଲେ । ଧୀରେଧୀରେ ସାଙ୍ଗ ସାଥି ବି ହେଲେ । ବ୍ୟକ୍ତିଗତ ଭାବେ ଜଣେ ଶିକ୍ଷକ ଘରକୁ ଆସି…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 5th Edition

ସମ୍ପଦବେଳେ ସର୍ବେସଖା

ନାରାୟଣ ବାବୁ ଜଣେ ଜମିଦାର ଘରର ଥିଲେ । ଗାଁରେ ସବୁ କଥା ବୁଝାବୁଝି କରନ୍ତି । ଯେତେ ମାଲିମକଦ୍ଦମା ଯେତେ ଯାହା କଳିଝଗଡ଼ା ଗାଆଁରେ ସବୁ ନାରାୟଣ ବାବୁ ବୁଝନ୍ତି । ଗାଁ ଲୋକ ମଧ୍ୟ ତାଙ୍କ କଥା ମାନନ୍ତି । ନାରାୟଣ ବାବୁ ଲୋକମାନଙ୍କୁ ବହୁତ ସାହାଯ୍ୟ କରନ୍ତି । କିନ୍ତୁ ନାରାୟଣ ବାବୁଙ୍କର ଗୋଟିଏ ଖରାପ ଅଭ୍ୟାସ ଥିଲା; ପ୍ରତିଦିନ ମଦ ପିଅନ୍ତି ସେ । ମଦ ନ ପିଇଲେ ଦିନେ ସେ ରାତିରେ ଶୋଇ ପାରନ୍ତି ନାହିଁ । କିନ୍ତୁ ତାଙ୍କର…

ଅଧିକ ପଢ଼ନ୍ତୁ
Alinganara Bayaprapti (ଆଲିଙ୍ଗନର ବୟଃପ୍ରାପ୍ତି): Odia Poem by Madhumita Mishra on Hug Day

ଆଲିଙ୍ଗନର ବୟଃପ୍ରାପ୍ତି

ପ୍ରଥମ ବର୍ଷ; କୋଳରେ ଧରି ବକ୍ଷ୍ୟାମୃତ ଦିଏ ନିବିଡ଼ ଆଲିଙ୍ଗନରେ ଜୀବନ ସଂଚାର ଆଗ୍ରହରେ । ଦ୍ଵିତୀୟ ବର୍ଷ; ଚାଲୁ ଚାଲୁ ପଡ଼ିଯାଉଥିବା ବେଳେ କୋଳେଇ ନିଏ ନିଜ ସୁରକ୍ଷା ବଳୟରେ । ତୃତୀୟ ବର୍ଷ; ନୂଆ କରି ପାଠ ପଢ଼ା ଆରମ୍ଭ କଲାବେଳେ ଡର ଯିବା ପାଇଁ କୋଳେଇ ନିଏ ଆଗେଇ ଯିବା ଉଦ୍ଦେଶ୍ୟରେ । ଚତୁର୍ଥ ବର୍ଷ; ସାଙ୍ଗ ପିଲାଙ୍କ ସଙ୍ଗେ ଖେଳିବାକୁ ଗଲାବେଳେ କିମ୍ବା ଶରୀର ଅସୁସ୍ଥତା ବେଳେ କୋଳେଇ ନିଏ ଶକ୍ତି ଟିକେ ଦେବା ପ୍ରୟାସରେ ।…

ଅଧିକ ପଢ଼ନ୍ତୁ
Download Now 35th Edition of Shubhapallaba

୩୫ଶ ସଂସ୍କରଣ

୨୦୨୨ ମସିହାର ଫେବୃଆରୀ ମାସରେ ଶୁଭପଲ୍ଲବର ୩୫ଶ ସଂସ୍କରଣ ପ୍ରକାଶ ପାଇଥିଲା । ୨୩ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୧ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ