Odia Love story Mun Ta premare Padichhi (ମୁଁ ତା' ପ୍ରେମରେ ପଡ଼ିଛି) by Ashish Kumar Swain

ମୁଁ ତା’ ପ୍ରେମରେ ପଡ଼ିଛି

ମହୋଦଧିରୁ ଏକ ଫଳରୂପକ ନାଲିରଙ୍ଗର ତୀର୍ଯକ୍ ହଠାତ୍ ପଡ଼ିଲା ମୋ ଉପରେ । ସତେ ଅବା ଶରୀରରେ ଗୁଞ୍ଜରିତ କଲା । ଉଠିଆସ ଉଠିଆସ… ପ୍ରାତଃ ଠିକ୍ ୯ଘ. ୩୦ ମିନିଟ୍ ସମୟରେ । ସବୁଜିମାମୟ ରାଜରାସ୍ତାରେ ଦୁଇଚକିଆ ଯାନରେ ଗୁଣୁଗୁଣୁ ଶବ୍ଦ କରି ସୌନ୍ଦର୍ଯ୍ୟମୟୀ ଚିଲିକାରାଣୀକୁ ଅନେଇ ଯାଉଥାଏ । ମନ ଭିତରେ ସୃଷ୍ଟିହୁଏ ଆଶାର ଆହ୍ଲାଦ । ସତେ ଅବା କିଏ ଡାକୁଥାଏ । ମୁଁ ଅଛି ଏଠାକୁ ଆସ । ଯୁଗଯୁଗର ସେ ମିଳନ ଆଉ ସେ ସାତ ଜନ୍ମର ସମ୍ପର୍କ । ସେ…

ଅଧିକ ପଢ଼ନ୍ତୁ
Odia Story Manaba Dharma (ମାନବଧର୍ମ) by Sushama Parija

ମାନବଧର୍ମ

ଦିଲ୍ଲୀର ସୈଫି ହସ୍ପିଟାଲରେ ଦୀର୍ଘ ଦୁଇ ମାସ ପନ୍ଦର ଦିନ ହେଲା ନିଜର ସ୍ୱାମୀ ହରିବଂଶକୁ ଜଗି ବସିଛି ରତ୍ନା । ଘରେ ଛାଡ଼ି ଆସିଛି ତିନି ତିନିଟା ପିଲାଙ୍କୁ ପଡ଼ୋଶିନୀ ରୀମାର ହେପାଜତ୍‌ରେ । ଶାଶୁଘରେ ଶାଶୁ ଶଶୁର ତ ଅନେକ ଦିନ ଆଗରୁ ସ୍ୱର୍ଗବାସୀ ହୋଇ ସାରିଛନ୍ତି, ନିଜର ବୋଲି କହିବାକୁ ଆଉ କେହି ନାହାଁନ୍ତି । କୁଟୁମ୍ୱର ଯେଉଁମାନେ ବି ଅଛନ୍ତି, ହରିବଂଶର ଅଭାବୀ ସଂସାରକୁ ସାହାଯ୍ୟ କରିବାର ମନୋବୃତ୍ତି କାହାର ନାହିଁ । ବିହାରର ଗୋଟାଏ ଛୋଟ…

ଅଧିକ ପଢ଼ନ୍ତୁ
Odia Poem Alandhu (ଅଳନ୍ଧୁ) by Binay Mohapatra

ଅଳନ୍ଧୁ

ଭାବିଥିଲି, ସବୁଜାକ ଅଳନ୍ଧୁ ଝାଡ଼ିଦେଲା ପରେ, ଘର ମୋର ପରିଷ୍କାର ହୋଇଯିବ, ହେଲେ ଏ କ’ଣ ହେଲା? ଅଳନ୍ଧୁ ସବୁ ଝାଡ଼ିଦେଲା ପରେ ମୋର ଘର ହିଁ ନଥିଲା । ସତେ କ’ଣ ଘର ମୋର କେବଳ ଅଳନ୍ଧୁର ଥିଲା? ସେଇଟା ମୋର ଘର ଥିଲା ଅବା ପଶମର କମ୍ବଳ? ବାଳ ବାଛୁ ବାଛୁ କିଛି ବାକି ରହିଲାନି ଶେଷରେ କମ୍ବଳ ନିର୍ବାଳ ହୋଇଗଲା ! ପ୍ରତି ସକାଳରେ ନିସ୍ପ୍ରଭ ସୂର୍ଯ୍ୟ ନିତି ଆସୁଥିଲା ହେଲେ ସୂର୍ଯ୍ୟର ଆଲୋକ କାଲି…

ଅଧିକ ପଢ଼ନ୍ତୁ
Odia Poem Smruti Tame (ସ୍ମୃତି ତୁମେ) by Jyotirmayee Ojha (ଜ୍ୟୋତିର୍ମୟୀ ଓଝା)

ସ୍ମୃତି ତୁମେ

ପାହାନ୍ତି ଆକାଶେ କୁଆଁତାରା ନୀଳ ସମୂଦ୍ରର ଉର୍ମିମାଳା ପୁନେଇଁ ଆକାଶ ଗୋଲଜହ୍ନ ଭସା ବାଦଲର ବର୍ଷା ଝରା… ଅନ୍ଧାର ରାତିରେ କୁନିତାରା ବର୍ଷାରେ ଧରଣୀ ଶଶାଗରା ମାଦକି ଆଖିରେ ସ୍ୱପ୍ନ ଭରା ଥାଉ ଯେ ଆନନ୍ଦ କୋହ ପରା… ନିର୍ଜନ କାନନେ ଭୟପୂର୍ଣ୍ଣ ମଧ୍ୟାହ୍ନ କାଳେ ଯେ ଦିବାସ୍ୱପ୍ନ ହୃଦୟ ହେଉ ବା ହେଉ ମନ ନିଇତି ଆସ ଯେ ରାତିଦିନ… ନିର୍ଜନତା ଦୃପ୍ତ କୋଳାହଳ ଶୋକବାଦ୍ୟ କି କି ବଂଶୀସ୍ୱର ଶୀତଳ ସମୀର, ମେଘ ମହ୍ଲାର…

ଅଧିକ ପଢ଼ନ୍ତୁ
Download Now 34th Edition of Shubhapallaba Odia Magazine

୩୪ଶ ସଂସ୍କରଣ

୨୦୨୨ ମସିହାର ଜାନୁଆରୀ ମାସରେ ଶୁଭପଲ୍ଲବର ୩୪ଶ ସଂସ୍କରଣ ପ୍ରକାଶ ପାଇଥିଲା । ୨୯ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୦ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ