Odia Story Chhadapatra (ଛାଡ଼ପତ୍ର) by Bijay Kumar Ghadei

ଛାଡ଼ପତ୍ର

ଦୀର୍ଘ ପାଞ୍ଚ ବର୍ଷ ପରେ ସ୍ମିତା ଓ ରାହୁଲ୍ ମଧ୍ୟରେ ଥିବା ବିବାଦର ଆଜି ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି । ସ୍ମିତା ରାହୁଲ୍‌ଙ୍କ ଠାରୁ ବିବାହ ସମୟରେ ବାପଘରୁ ପାଇଥିବା ସମସ୍ତ ଜିନିଷ ପତ୍ର ଫେରିପାଇବା ସହ ରାହୁଲ୍‌ଙ୍କ ଠାରୁ ଛାଡ଼ପତ୍ର ପାଇଁ ମାନ୍ୟବର କୋର୍ଟଙ୍କୁ ଆବେଦନ କରିଥିଲେ । ରାହୁଲ ଏ ପାଞ୍ଚ ବର୍ଷ କାଳ ନ୍ୟାୟ ପାଇଁ ନୁହଁ କେବଳ ସ୍ମିତାର ମାନସିକତାକୁ ବଦଳାଇବା ପାଇଁ କେସ୍ ଲଢ଼ୁ ଥିଲା । ଯାହାର ଫଳ ଆଜି ମିଳିବାର ଅଛି ।…

ଅଧିକ ପଢ଼ନ୍ତୁ
Odia Poem Mahan Tume (ମହାନ୍ ତୁମେ) by Upendra Kumar Prusty

ମହାନ୍ ତୁମେ

ତୁମକୁ ଦେଖେ ମୁଁ ଗବାକ୍ଷର ବଉଦର ଆଢ଼ୁଆଳ ଫାଙ୍କେ ଭାବେ ତୁମେ ଅଛ ମନ୍ଦ ମଳୟେ ଆମ୍ବ ଡାଳ ବଉଳରେ ତୁମକୁ ଦେଖେ ମୁଁ ଥୁଣ୍ଟା ଗଛରେ ତ ସାତ ତାଳ ପଙ୍କ ତଳେ ଆହୁରି ମୁଁ ଭାବେ ତୁମ ଉପସ୍ଥିତି ଅଛି ସପ୍ତର୍ଶି ମଣ୍ଡଳେ ତୁମେ ତ ଅଛ ରୌଦ୍ର ତାପରେ ଅଛ ସୁଶିତଳ ଜଳରେ ଅଛ ପୁଣି ନଦୀରେ, ଭୁଧରେ ଅଛ ଅନ୍ଧାରୀ ଗହ୍ୱରେ ତୁମେ ଅଛ ମୋ ହୃଦ ଅଭ୍ୟନ୍ତରେ ଅଛ ଗିର୍ଜା,…

ଅଧିକ ପଢ଼ନ୍ତୁ
Odia Poem Holi (ହୋଲି) by Chinmay Kumar Sahu

ହୋଲି

ବସନ୍ତେ ଫୁଲେଇ ଫଗୁଣ ମାସେ ବରଷକେ ଥରେ ହୋଲିଟି ଆସେ ରଙ୍ଗର ପସରା ସାଥିରେ ନେଇ ପ୍ରେମର ଫଗୁରେ ସଜେଇ ହେଇ କୋଇଲିର କୁହୁତାନର ତାଳେ ବଗିଚାରେ ପୁଣି ଆମ୍ବ ବଉଳେ କୃଷ୍ଣଚୂଡ଼ା ସାଜେ ଧରଣୀ ଗଭା ଆକାଶେ ସୂର୍ଯ୍ୟଙ୍କ ସ୍ୱର୍ଣ୍ଣିମ ଆଭା ପଳାସ ପାଟର ରକ୍ତିମ କାନି ମେଲାଇ ବସିଛି ପ୍ରକୃତି ରାଣୀ ସୁନୀଳ ଆକାଶେ ମଳୟ ଭାସେ ରଜନୀ ଗନ୍ଧା ଓ ମଲ୍ଲିକା ବାସେ ନଥାଏ ଗରମ କି ଥଣ୍ଡାର ଡର ବୈଶିଷ୍ଟ୍ୟତା ଏହି…

ଅଧିକ ପଢ଼ନ୍ତୁ
Odia Poem Hasichhi aji basanta (ହଜିଛି ଆଜି ବସନ୍ତ) by Basant Kumar Pradhan

ହଜିଛି ଆଜି ବସନ୍ତ

ଫଗୁଣଟା ଆଜି ଫିକା ପଡ଼ିଅଛି ନ ଝରଇ ଆଉ ମହୁ, ମନକୁ ମୋହିତ କରିପାରୁ ନାହିଁ ଆଜି କୋଇଲିର କୁହୁ ।୧। ବଉଳ ବାସନା ପାରୁନାହିଁ ଆଉ ମନ କରି ଆନ ମନା, ଆତ୍ମହତ୍ୟା ଏଠି କଲାଣି ମଳୟ ଲଭି ଗ୍ରୀଷମ ଯାତନା ।୨। କାହିଁ ଗଲା ସେହି ପୂର୍ବର ସୌନ୍ଦର୍ଯ୍ୟ ଭରେ ନାହିଁ ଶିହରଣ, ୠତୁରାଜ ପଦ ହରାଇବା ଭୟ ଗ୍ରାସିଛି ବସନ୍ତ ମନ ।୩। କାହିଁ ସେ ଫଗୁଣ ରଙ୍ଗର ପସରା ସପନ ଭିଜା ଜୀବନ, ନିରାନନ୍ଦରେ ଦୋଳ…

ଅଧିକ ପଢ଼ନ୍ତୁ
Odia Poem Rasta (ରାସ୍ତା) by Sunalata Parida

ରାସ୍ତା

ଅନ୍ଧାର ରାସ୍ତା, ରାସ୍ତା ପୂରା ଶୂନ୍‌ଶାନ୍ ସେ ରାସ୍ତାରେ ମୁଁ ଏକା ହଠାତ୍, ବର୍ଷା ଆକାଶରେ କେଉଁଠୁ ଆସିଲା?? ଖାଲି ବର୍ଷା ନୁହେଁ ତା’ ସହ ବିଜୁଳି ଚକ୍ ଚକ୍… ଠିକ୍, ସେହି ଅନ୍ଧାର ରାସ୍ତା ଓ ବର୍ଷା ଆକାଶରେ କେଉଁଠି ସେ ଥିଲା ମୋ ପାଖରେ ଆସି ଠିଆ ହେଲା… ସେ ସମୟରେ ହଠାତ୍ ଆକାଶରେ ଘଡ଼ଘଡ଼ି । ଘଡ଼ଘଡ଼ ହେଲା ବୋଲି ସେ ଆସିଲା ନା, ସେ ଆସିଲା ବୋଲି ଘଡ଼ଘଡ଼ି??? ମୁଁ ତା’ କୋଳରେ…

ଅଧିକ ପଢ଼ନ୍ତୁ