Odia Poem Shabda Shilpi (ଶବ୍ଦ ଶିଳ୍ପୀ) by Tapan Dixit

ଶବ୍ଦ ଶିଳ୍ପୀ

ଶବ୍ଦ ଶିଳାକୁ ରୂପଦିଏ ବସି ବିରହୀ ଶିଳ୍ପୀ ସାଜି ଭଗ୍ନ କରନା ଭାବନାକୁ ତୁମେ ମଗ୍ନ ମୁଁ ନିଦ୍ରା ତେଜି । ଅନାମିକା କେଉଁ ତନ୍ଵୀ ରୂପସୀ କୁଚର ଅନ୍ତିମ ଛୁଆଁ ଦେବାପରେ ସାଥୀ ବାହୁଡ଼ି ଯିବି ମୁଁ ସେଇ ବାସ୍ତବ ଗାଁ’ । ଯେଉଁଠି ନଥିବ ପ୍ରେମ ପ୍ରତାରଣା (ଆଉ) ହୃଦୟ ଖଣ୍ଡର ଦାହ (ଥିବ) ଅଗଣିତ ରାତ୍ରୀ ତନ୍ଦ୍ରା ଜଡ଼ିତ ପଲକେ ସ୍ୱପ୍ନ ମୋହ । ଚୂନା ଚୁନା ଫୁଲ ଫୁଟି ଝରୁଥିବେ ସଞ୍ଜ ନଇଁଲା ପରେ ମଳୟୁ…

ଅଧିକ ପଢ଼ନ୍ତୁ
He Mo Utkala (ହେ ମୋ ଉତ୍କଳ) Odia Poem by Sushree Sangita Sethy

ହେ ମୋ ଉତ୍କଳ

ହେ ମୋ ଉତ୍କଳ ମୋ ଜନନୀ ପବିତ୍ର ଭୂମି, ସବୁଜିମା, ତଟିନୀ ପ୍ରାଣ ତୁ ଏ ଓଡ଼ିଆ ଜାତିର ତୋ’ ପାଇଁ ଝରେ ସମ୍ମାନ ନିର୍ଝରଣୀ । ଜନ୍ମ ନେଇ ତୋ’ କୋଳେ ହେଇଛି ଧନ୍ୟ ତୋ ପବିତ୍ର ମାଟି ବୋଳି ହେଇ ଦେହେ ଲୋଟିଛି ସେଥିରେ ଭାବି ତତେ ଫଗୁ ପାଇଛି ତୋ’ ସ୍ନେହର ବାସ୍ନା ଯାହା ଅନନ୍ୟ । ଜୀବନ ତରି ତୁ କେତେ ଜୀବିକାର ତୋ’ ମହାନଦୀ ମୂକସାକ୍ଷୀ ତାହାର, ତୋ’ ପଣତ ଉପରେ ଏ…

ଅଧିକ ପଢ଼ନ୍ତୁ
Odia Poem Karma (କର୍ମ) by Ramesh Chandra Behera

କର୍ମ

ଚରିତ୍ର ସୁନ୍ଦର କାମରେ କଲେ ସମୃଦ୍ଧି ସମ୍ଭବ ସଭିଙ୍କୁ ନେଲେ ଧନ ଦଉଲତ ମାନ ଠିକଣା କପଟ କୁଚିନ୍ତା ଭାରି ଯନ୍ତ୍ରଣା କଥା ବିକା ଧନ ଦିନକୁ ସୁଖ ସେ ଦିନ ସରିଲେ ପାଇବ ଦୁଃଖ କର୍ମ ସ୍ୱଭାବରେ ବଢ଼ିବ ମାନ ସୁଖରେ କଟିବ ସବୁରି ଦିନ ଅଧିକ କହିବା ନୁହଁ ଜରୁରୀ କେବେକେବେ ଏତ ପଡ଼ିବ ଭାରି ସଭିଙ୍କୁ କରିଲେ ସ୍ନେହ ସମ୍ମାନ ଭଲ ପାଇବେ ଆମ ପ୍ରିୟଜନ । – ରମେଶ ଚନ୍ଦ୍ର ବେହେରା

ଅଧିକ ପଢ଼ନ୍ତୁ
Anandibai Joshi (ମନେପଡ଼ନ୍ତି: ଆନନ୍ଦୀବାଈ ଗୋପାଲ ଜୋଶୀ- ଭାରତର ପ୍ରଥମ ଡାକ୍ତରାଣୀ)

ମନେପଡ଼ନ୍ତି: ଆନନ୍ଦୀବାଈ ଗୋପାଲ ଜୋଶୀ- ଭାରତର ପ୍ରଥମ ଡାକ୍ତରାଣୀ

ପାଶ୍ଚାତ୍ୟ ଭେଷଜ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା ହେଉଛନ୍ତି ଆନନ୍ଦୀବାଈ ଗୋପାଲ ଜୋଶୀ । ସେ ଭାରତର ପ୍ରଥମ ହିନ୍ଦୁ ଡାକ୍ତରାଣୀ; ପୁଣି ଆମେରିକା ଯାଇଥିବା ପ୍ରଥମ ହିନ୍ଦୁ ମହିଳା । ପୁଣେର ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ୩୧ ମାର୍ଚ୍ଚ ୧୮୬୫ରେ ସେ ଜନ୍ମ ହୋଇଥିଲେ । ତାଙ୍କର ପିତୃଦତ୍ତ ନାମ ଥିଲା ଯମୁନା । ମାତ୍ର ନଅ ବର୍ଷ ବୟସରେ ଗୋପାଲରାଓ ଜୋଶୀଙ୍କ ସହ ତାଙ୍କର ବିବାହ ହୋଇଥିଲା । ଗୋପାଲରାଓ ବୟସରେ ଆନନ୍ଦୀଙ୍କଠାରୁ କୋଡ଼ିଏ ବର୍ଷ…

ଅଧିକ ପଢ଼ନ୍ତୁ
Odia Poem Andhar (ଅନ୍ଧାର) by Rajesh Pujari

ଅନ୍ଧାର

ମୋର ଜୀବନ ବହିର ହରଏକ୍ ଚଉଠେ ସାହି ହେଇ ଚରିଯାଇଛେ ଅନ୍ଧାର… ଏନ୍ତା ଚପଲିଛେ ଗୁଡୁ ମୁଡ଼ ତକ୍ ଯେ- ନାଇଁ ପୁଛି ହେବାର ସୁନ୍ଦରି ଫଗୁନର ପନତେ କି’ଧୁଇ ନାଇଁ ହେବାର କାନ୍ଦରି ଶରାବନର ଆଁଖଲେ ହୁତାହୁତି ଯାହା ଚୁପଚାପ୍ ସଁଥଲିହେବାକେ ପଡ଼ୁଛେ ଆପେ ଜୁଏ ହେଇଯିବାର ତକ୍ ଅନ୍ଧାରର ନୀରବ ଦହନ ଥି । ଇ ଦଗାଦିଆ ସମିଆ ଭିଲ୍ କାହିଁ ବାଁ ଯାଏତା ମତେ ବଦି ଦେଇ ପୁଢ଼ା ଘା’ଥି ନୁନ୍ ରେଥବାରୁଁ ଲଦିଦେଲା……

ଅଧିକ ପଢ଼ନ୍ତୁ