Adhunika Samajare Narira Sthiti (ଆଧୁନିକ ସମାଜରେ ନାରୀର ସ୍ଥିତି) by Chinmayee Sahoo

ଆଧୁନିକ ସମାଜରେ ନାରୀର ସ୍ଥିତି

କୁହାଯାଏ ନାରୀ ଓ ପୁରୁଷ ସମାଜରେ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ପରି । ଗୋଟିଏ ବ୍ୟତିରେକ ଅନ୍ୟଟିର କଳ୍ପନା କରିବା ଅସମ୍ଭବ । ଆଜିର ଏ ଶିକ୍ଷିତ ସମାଜରେ ନାରୀଟିଏ ଯେ କେତେ ଅବହେଳିତ, ନିର୍ଯାତିତ, ନିଷ୍ପତଷିତ, ସେ କଥା କାହାକୁ ମଧ୍ୟ ଅଛପା ନାହିଁ । ତେବେ ଏ ନାରୀମାନଙ୍କ ପାଇଁ ମହିଳା ଦିବସ ପାଳନ କରିବାର ପ୍ରହସନ କ’ଣ ପାଇଁ? ବାସ୍ତବରେ କ’ଣ ଏହି ଦିବସର ଯଥାର୍ଥତା ପ୍ରତିପାଦିତ ହେଉଛି? ଏଠାରେ ନାରୀ ପାଇଁ ସଶକ୍ତିକରଣ ଆରମ୍ଭ ହୋଇଥିବା…

ଅଧିକ ପଢ଼ନ୍ତୁ
Odia Poem Gudi (ଗୁଡ଼ି) on Kite by Padmini Barik

ଗୁଡ଼ି

ପୁତ୍ର କନ୍ୟା ଏକ ଗୁଡ଼ିର ସଦୃଶ ଆକାଶେ ଉଡ଼ିବା ପାଇଁ, ସଂସ୍କାରର ବାର୍ତ୍ତା ହୋଇଥାଏ ସୂତା ଶାସନ ଦଣ୍ଡ ଲଟେଇ । ଆଗ ପଛ କରି ସୂତାକୁ ଟାଣନ୍ତି ଉପରକୁ ଯିବା ପାଇଁ, ସଂସ୍କାରର ସୂତା କଟି ଯାଏ ଯଦି ଗୁଡ଼ି ଭୂମିରେ ଲୋଟଇ । ଶାସନ ଦଣ୍ଡକୁ ଛାଡ଼ିଦେଲେ ତୁମେ ଗୁଡ଼ି ହେବ ଖଣ୍ଡ ଖଣ୍ଡ, ବାତ୍ସଲ୍ୟ ମମତା ଅସାର ହୋଇବ ତଳକୁ ହେବ ଯେ ମୁଣ୍ଡ । ଶାସନ କରନ୍ତି ପିତାମାତା ଯେବେ ରଖ ତାଙ୍କ ଅଭିମାନ, ସୁଉଚ୍ଚରେ…

ଅଧିକ ପଢ଼ନ୍ତୁ
Odia Poem Gaunli Jhia (ଗାଉଁଲିଝିଅ) by Narayn Paikaray

ଗାଉଁଲିଝିଅ

ଖେଳୁଥିଲି ଦିନେ ଗାଁ ଚାହାଳିରେ ହେଉଥିଲି ସାଙ୍ଗ ମେଳ ବଡ଼ହୋଇ ମୁଁ ପଢ଼ିଲି ପାଠ ଜାଣିଲି ଆମଝିଅଙ୍କ ଖେଳ । ବୁଡ଼ୁଅଛୁ ଆମେ ଗଭୀର ସାଗରେ ଉଡ଼ାଉଛୁ ରକେଟ ମହାକାଶେ ପୁଣି ଚଢ଼ୁଅଛୁ ଉଚ୍ଚ ପରବତ ଚଲାଉଛୁ କେତେ ଯନ୍ତ୍ରାଂଶେ । ଖେଳ ନାଚ ଗୀତ ବିଜ୍ଞାନରେ ହୋଇଛି ଆମର ଜୟ ତା’ସଙ୍ଗେ ପାଠ ଆଉ ଅଭିନୟରେ ପୁଅଙ୍କୁ କରାଉଛୁ ଭୟ । ଆମେ ହେବା ବାପାମାଆଙ୍କର ଜଣେ ଜଣେ ସୁନାଝିଅ ଆମେ ବଢ଼ିବା ଆମେ ପଢ଼ିବା ଆମେ ନୁହଁ ଗାଉଁଲିଝିଅ ।…

ଅଧିକ ପଢ଼ନ୍ତୁ
Odia Poem Kemiti Eka Aswasti (କେମିତି ଏକ ଆଶ୍ୱସ୍ତି) by Sabita Satapathy

କେମିତି ଏକ ଆଶ୍ଵସ୍ତି

କିଏ କହିଲା କ୍ରୀତଦାସର ବେଡ଼ି ଖୋଲି ଯାଇଛି ପାଦର ଶୃଙ୍ଖଳ ଛିଡ଼ି ଯାଇଛି, ତା’ର ନିର୍ଯ୍ୟାତନା, ଯନ୍ତ୍ରଣା, ଯାତନା ସରିଯାଇଛି? ପେଟ କାକୁର୍ତ୍ତିରେ ଭିଟାମାଟିକୁ ଛାଡ଼ି ଦାଦନ ଖଟିବାକୁ ଯାଇ, ପ୍ରାଣ ନେଇ ଫେରିଥିବା ସେଇ କଙ୍କାଳସାର ମଣିଷକୁ ଦେଖ ! ସେଇ ନିର୍ଯ୍ୟାତନା, ସେଇ ଯନ୍ତ୍ରଣା ଯାତନାର ଛାପ ଦିକ୍ ଦିକ୍ ହୋଇ ଦିଶୁଛି । ଲୋମହର୍ଷଣକାରୀ କରୁଣ ଅନୁଭୂତିର ଚିହ୍ନ ସ୍ପଷ୍ଟ ବାରି ହୋଇ ପଡ଼ୁଛି ତା’ର ପେଟ ଆଉ ପିଠିରୁ । ଦେଖ ! ତା’ର ସାଙ୍କୁଡ଼ି ଯାଇଥିବା…

ଅଧିକ ପଢ଼ନ୍ତୁ
ଲିପ୍‌ଷ୍ଟିକ୍ - ସଂଗ୍ରାମ କେଶରୀ ସେନାପତିଙ୍କ ପୁସ୍ତକ ସମୀକ୍ଷା (Lipstick Book Review)

ପୁସ୍ତକ ସମୀକ୍ଷା: ଲିପ୍‌ଷ୍ଟିକ୍

“ଲିପ୍‌ଷ୍ଟିକ୍” ଆଜିକା ଦୁନିଆର ଏମିତି ଏକ ଜିନିଷ ଯାହା ବିନା ବୋଧେ ସାଧାରଣରୁ ସାଧାରଣ ମେକଅପ୍ ବିଷୟରେ ଭାବିବା ଅସମ୍ଭବ । ସେଇଥିପାଇଁ ବୋଧେ ଲିପ୍‌ଷ୍ଟିକ୍ ସବୁବେଳେ ଥାଏ ଚର୍ଚ୍ଚରେ ଆଉ ଦର ବି ତା’ର ଆକାଶରେ । ଥରେ ମୁଁ ମୋର ଜଣେ ମହିଳା ବନ୍ଧୁଙ୍କୁ ଏମିତି ପଚାରିଦେଇଥିଲି, “ଆରେ ଲିପ୍‌ଷ୍ଟିକ୍ କିଣିଲାବେଳେ ତମେ କ’ଣ ଦେଖିକି କିଣ?” ସେ ଉତ୍ତର ଦେଇଥିଲେ, “ଖାଲି ରଙ୍ଗ, ଆଉ ଗାଢ଼ ଗୋଲାପୀ ମୋର ପସନ୍ଦ । ତେଣିକି ସେ ଯେତେ ବି…

ଅଧିକ ପଢ଼ନ୍ତୁ