Odia Short Story Sanskar (ସଂସ୍କାର) by Arpita Maheswari Singh

ସଂସ୍କାର

ସେତେବେଳକୁ ବର୍ଷା ପ୍ରାୟ ଛାଡ଼ି ଆସିଥାଏ । ଜେଜେଙ୍କୁ ନେଇ ପାର୍କ ବାହାରିଲି, ପାର୍କରେ ପହଞ୍ଚି ଦେଖିଲି ସେହି ଭଦ୍ର ମହିଳାଙ୍କୁ ଯିଏ ଆମ କଲୋନିକୁ ଏବେ ନୂଆ କରି ଆସିଛନ୍ତି । – ସେ ଦାଶ ବାବୁଙ୍କ ବୋହୂ ନା? – “କ’ଣ କହିଲେକି ଜେଜେ?” ଅନ୍ୟମନସ୍କ ଥିବାରୁ ପଚାରିଲି । – ନାଇଁ, କହୁଥିଲି କି ସେ ଦାଶ ବାବୁଙ୍କ ବୋହୂ ବୋଧେ? ଦେଖୁନୁ କେତେ ସଂସ୍କାରୀ ଲାଗୁଛି, ତା’ର ହାବଭାବ ଚାଲିଚଳଣୀ ପୁରା ଓଡ଼ିଆଣୀ । ମଥାରେ ବଡ଼…

ଅଧିକ ପଢ଼ନ୍ତୁ
Odia Poem Bharijae Dukha Rashi (ଭରି ଯାଏ ଦୁଃଖ ରାଶି) by Sandhyarani Dash

ଭରି ଯାଏ ଦୁଃଖ ରାଶି

ହାରି ଯାଇଛି ମୁଁ ଜୀବନ ଯୁଦ୍ଧରେ ଖୋଜୁଛି ହଜିଲା ସ୍ମୃତି କିଛି କଥା ଆଉ ଅକୁହା ବେଦନା ଅନ୍ଧକାରର ଏ ରାତି । ହୃଦୟ ମନ୍ଦିରେ ସସ ମାନ ସାଜି ଅଟ୍ଟହାସ୍ୟ କରେ ମୋତେ, ନିଜର ଲୁହକୁ ନିଜେ ପିଇ ଯାଇ ବୁଝାଏ ମନକୁ କେତେ । କୋମଳ ହୃଦୟ ହୋଇଛି ପଥର ଝୁରୁଅଛି ରାତିଦିନ ହଜି ଯାଇଛି ତା’ ଜୀବନ କାହାଣୀ ଲିଭିଯାଏ ତା’ ସପନ । ଫେରିବାର ଆଶା ଯାଇଛି ପାଶୋରି ମାଟିରେ ଯାଇଛି ମିଶି ବିରହ ବିଧୁରା…

ଅଧିକ ପଢ଼ନ୍ତୁ
Odia Story Bapa o Padmamalare Japa (ବାପା ଓ ପଦ୍ମମାଳାରେ ଜପ) by Nibedita Mohapatra

ବାପା ଓ ପଦ୍ମମାଳାରେ ଜପ

ବାପା, ଦୁନିଆରେ ମୋର ସବୁଠାରୁ ପ୍ରିୟ ମଣିଷ । ତାଙ୍କ ବିନା ମୋ ଜୀବନ ଅନ୍ଧାର । ମୋ ହେତୁ ପାଇବା ଦିନରୁ ମୁଁ ମୋ ବାପାଙ୍କ ପରି ମଣିଷଟିଏ ହେବାକୁ ଚାହିଁଚି । ଆଜି ବୟସର ଯୋଉ ସୋପାନରେ ମୁଁ ପହଞ୍ଚିଛି ସେଠାକୁ ଆସିବାରେ କେତେବେଳେ ମତେ ସଫଳତା ମିଳିଛି ତ କେବେ ପୁଣି ବିଫଳତା ମୋର ପଥରୋଧ କରିଛି; ତଥାପି ସବୁ ପରିସ୍ଥିତି ଆଉ ସବୁ ସମୟରେ ବାପା ମତେ ସାହାରା ଦେଇଛନ୍ତି । ଆଗକୁ ବଢ଼ିଯିବାର ପ୍ରେରଣା ଦେଇ…

ଅଧିକ ପଢ଼ନ୍ତୁ
Odia Story Sei Pagali Jhiata (ସେଇ ପାଗଳି ଝିଅଟା) by Jyotiranjan Sahu

ସେଇ ପାଗଳି ଝିଅଟା

ଜାତୀୟ ରାଜପଥର ହେବ ସମ୍ପ୍ରସାରଣ । ରାସ୍ତା କଡ଼ର ଅନେକ ଘର ଭଙ୍ଗା ସରିଲାଣି । ଘର ଯେତେବେଳେ ଭଙ୍ଗାଯାଉଛି ସେତେବେଳେ ଗଛ କଥା ପଚାରୁଛି କିଏ? ରାସ୍ତା କଡ଼କୁ ଲାଗିଥିବା ବାପ ଅଜା ଅମଳର ଅନେକ ଗଛ କଟା ସରିଲାଣି । ସେମିତି ସାହୁ ବାବୁଙ୍କ ଘର ଆଗ ଅଗଣାର କିଛି ଅଂଶ ମଧ୍ୟ ଏହି ରାଜପଥ ସଂମ୍ପ୍ରସାରଣ ପାଇଁ ହେଉଥିବା ମାପରେ ପଡ଼ିଯାଉଛି । ହେଲେ ସାହୁ ବାବୁଙ୍କ ଘର ଆଗ ଅଗଣାରେ ଥିବା ସେ ବଉଳ ଗଛଟାକୁ ଆଜିକୁ…

ଅଧିକ ପଢ଼ନ୍ତୁ
Odia Poem Binati Mo Ghena (ବିନତୀ ମୋ ଘେନ) by Rashmimayee Pati

ବିନତୀ ମୋ ଘେନ

ଭିନ୍ନ ଏକ କୁରୁକ୍ଷେତ୍ର ଭିନ୍ନ ବାସୁଦେବ, ମଝି ଦାଣ୍ଡେ ଚାଲେ ଯା’ର ନିତି କେତେ ଯୁଦ୍ଧ । ଅଧର୍ମର ବିକଟାଳ ହସରେ କମ୍ପୁଚି, ପରାଜୟ ଭୋଗେ ଧର୍ମ ଲୁଚାଇ କାନ୍ଦୁଚି । ପାପ ହିଂସାର ବିଜୟ ପତାକା ଉଡ଼ୁଛି, ବେଳାଳସେନ ଆଖିରେ ଧର୍ମ ଯେ ଦେଖୁଚି । ଘେନା କର ମୋ ବିନତୀ ପ୍ରଭୁ ବାସୁଦେବ, ପ୍ରେରଣ କର ତୁମର ସୁଦର୍ଶନ ଚକ୍ର । ଛେଦନ କରୁ ସେ ପାପ ହିଂସାର ଗର୍ଦ୍ଦନ, ବିଳମ୍ବ ନ କର ପ୍ରଭୁ କର ଉଦ୍ଧାରଣ । –…

ଅଧିକ ପଢ଼ନ୍ତୁ