Odia Poem Utpanna Heu Jatiya (ଉତ୍ପନ୍ନ ହେଉ ଜାତୀୟ) by Satyanarayan Padhan

ଉତ୍ପନ୍ନ ହେଉ ଜାତୀୟ

ନହୁଅ ନହୁଅ ସ୍ୱାର୍ଥର ପଥିକ ସ୍ୱାର୍ଥକୁ ଆହୂତି ଦିଅ, ସେ ଆହୂତି ନିଆଁ ପ୍ରଜ୍ଜ୍ୱଳିତ ହେଉ ଉତ୍ପନ୍ନ ହେଉ ଜାତୀୟ । ଜାତୀୟତା ପାଇଁ ଦେଇ ବଳିଦାନ ଜୀବନ କରାଅ ଧନ୍ୟ, ସ୍ୱର୍ଣ ଇତିହାସ ନହେଉ ପଛକେ ଜିଣିବୁ ମାଟିମା ମନ । ଜାତୀୟତା ହିତେ ନଦୀ ଯେବେ ଯାଇ ମିଶଇ ସାଗର ବକ୍ଷେ, ତୁ ଛାର ମାନବ କରୁ ଅହଂକାର ସରି କିବା ତାକୁ ଦକ୍ଷେ । କାଠି ଗୁଚ୍ଛହୋଇ ଥାଏ ଯେବେ ଭାଈ ଭାଙ୍ଗି କି ପାରଇ କେହି,…

ଅଧିକ ପଢ଼ନ୍ତୁ
Odia Poem Andhar (ଅନ୍ଧାର) by Puspanjali Panda

ଅନ୍ଧାର

କିଟିମିଟିଆ ଅନ୍ଧାର… ଅନ୍ଧିଭିତରୁ ଦାନ୍ତ ଦେଖେଇ ବାହାରି ଆସୁଛି ଡର… ସମସ୍ତେ ଡରନ୍ତି । ମୁଁ ଏକା ନୁହେଁ, ବାପା ଆଉ ବୋଉ ଢେର୍ ଡରନ୍ତି, ରାତିରେ ବାହାରକୁ ! କେବେ ବାହାରିଛ କି? ଡରିନ? ମିଛ କହୁଛ କାହାକୁ । ଛାତି ଧଡ଼ଧଡ଼, ମନରେ ଭୟ… ମା’ ପାଖକୁ ଲାଗିଆସି ମିଛ ଶୋଇବାର ଅଭିନୟ । ଏବେ ତ ଖୁବ୍ ଜୋରେ ବାଡ଼ିଟା ଧରେ… କେବଳ ପଡ଼ି ଯିବାର ଡର କିଲବିଲ୍ କରେ । ଏକଲା ଜୀବନ, ଜୀଇଁବା ଶିଖେଇଛି… ଡରିଡରି ବଞ୍ଚି…

ଅଧିକ ପଢ଼ନ୍ତୁ
Odia Poem Ankabanka Nai (ଅଙ୍କା ବଙ୍କା ନଈ) by Pritiranjan Nayak

ଅଙ୍କା ବଙ୍କା ନଈ

ଏ ରାସ୍ତା ନୁହେଁ ପରା ଏକ ଅଙ୍କା ବଙ୍କା ନଈ, ମୁଁ ଯେ ଡିଏଲ୍ ଧାରି ନାବରେ ପରାକାଷ୍ଠା ନାହିଁ । ଏ ଜୀବନ ଡଙ୍ଗାରେ ପୂରା ଅସହାୟ ହୋଇ, ଖୋଜେ ମୁଁ ସାହାରା ହେଲେ ସାଥୀ କେହି ନାହିଁ, ଏ ରାସ୍ତା ନୁହେଁ ପରା ଏକ ଅଙ୍କା ବଙ୍କା ନଈ । ବନ୍ଧୁର ରାସ୍ତାରେ ସିନା ଗାଡ଼ି ଚଳେଇଛି ମୁହିଁ, ଏ ଜଳାର୍ଣ୍ଣବ ପଥ ସତେ କଷ୍ଟ ଦେଉଥାଇ, ଏ ରାସ୍ତା ନୁହେଁ ପରା ଏକ ଅଙ୍କା ବଙ୍କା…

ଅଧିକ ପଢ଼ନ୍ତୁ
Odia Short Story Sabupua Emiti Na (ସବୁପୁଅ ଏମିତି ନା) by Padmalochan Padhi

ସବୁପୁଅ ଏମିତି ନା

ବହୁତ ଦିନର ସଂଘର୍ଷ ପରେ ଅନୁରୂପକୁ ମିଳିଥିଲା ବ୍ୟାଙ୍କ୍ ଅଫିସର ଚାକିରି, ପୋଷ୍ଟିଂ କଲିକତାରେ । ଦ୍ଵିତୀୟ ଶନିବାର ଆଉ ରବିବାର ଛୁଟି ଦେଖି ଭାବିଲା ଘରକୁ ଯାଇକି ଟିକେ ବୁଲିଆସିବି ।ଏମିତିରେ ଏଠି ଏକା ଭଲ ଲାଗୁନି, ଘରେ ଟିକେ ବୁଲି ଆସିଲେ ଭଲ ଲାଗିବ । ଶୀତ ଟିକେ ଟିକେ ପଡ଼ିଲାଣି, ସ୍ଵେଟର ପିନ୍ଧି ବାହାରିପଡ଼ିଲା ବସଷ୍ଟାଣ୍ଡ ଅଭିମୁଖେ । ଗଲାବେଳେ ଆଖି ପଡ଼ିଥିଲା ଏକ ସ୍ଵେଟର ଦୋକାନ ଉପରେ । ସେଇଠି ତା’ର ମାନେ ପଡ଼ି ଯାଇଥିଲା ତା’ର ଅତୀତର…

ଅଧିକ ପଢ଼ନ୍ତୁ
Odia Poem Mo Bou (ମୋ ବୋଉ) by Satyaban Nayak

ମୋ ବୋଉ

ବୋଉର ପଣତକାନି ତା’ର ସ୍ନେହ ଦେଲା ମୋତେ ଆଶ୍ରୟ ଆସିବାକୁ ହେଲା ଏ ଜଗତେ ମୋତେ ନେଇ ନୂଆ ପରିଚୟ । ଜନ୍ମ ଦେଇ ସେ ଋଣି କରିଦିଏ ସ୍ନେହ ଦିଏ ସାଥବରେ ସୁଝି ପାରିବିନି ଋଣ ମୁଁ ତା’ର ଏହି ମୋର ଜୀବନରେ । ଗଙ୍ଗାଜଳ ପରି ପବିତ୍ର ମମତା ଆଉ କେହି ନ ଦେବେରେ ସ୍ନେହମୟୀ ଭଳି ମୋର ବୋଉକୁ କେହି କେବେ ଭୁଲିପାରେ । ନିଜ ହୃଦୟର ଲୁହକୁ ସେ ଚାପି ଦେଉଥାଏ ମୋତେ ଖୁସି ନିନ୍ଦା…

ଅଧିକ ପଢ଼ନ୍ତୁ