Anandibai Joshi (ମନେପଡ଼ନ୍ତି: ଆନନ୍ଦୀବାଈ ଗୋପାଲ ଜୋଶୀ- ଭାରତର ପ୍ରଥମ ଡାକ୍ତରାଣୀ)

ମନେପଡ଼ନ୍ତି: ଆନନ୍ଦୀବାଈ ଗୋପାଲ ଜୋଶୀ- ଭାରତର ପ୍ରଥମ ଡାକ୍ତରାଣୀ

ପାଶ୍ଚାତ୍ୟ ଭେଷଜ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା ହେଉଛନ୍ତି ଆନନ୍ଦୀବାଈ ଗୋପାଲ ଜୋଶୀ । ସେ ଭାରତର ପ୍ରଥମ ହିନ୍ଦୁ ଡାକ୍ତରାଣୀ; ପୁଣି ଆମେରିକା ଯାଇଥିବା ପ୍ରଥମ ହିନ୍ଦୁ ମହିଳା । ପୁଣେର ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ୩୧ ମାର୍ଚ୍ଚ ୧୮୬୫ରେ ସେ ଜନ୍ମ ହୋଇଥିଲେ । ତାଙ୍କର ପିତୃଦତ୍ତ ନାମ ଥିଲା ଯମୁନା । ମାତ୍ର ନଅ ବର୍ଷ ବୟସରେ ଗୋପାଲରାଓ ଜୋଶୀଙ୍କ ସହ ତାଙ୍କର ବିବାହ ହୋଇଥିଲା । ଗୋପାଲରାଓ ବୟସରେ ଆନନ୍ଦୀଙ୍କଠାରୁ କୋଡ଼ିଏ ବର୍ଷ…

ଅଧିକ ପଢ଼ନ୍ତୁ
Odia Poem Andhar (ଅନ୍ଧାର) by Rajesh Pujari

ଅନ୍ଧାର

ମୋର ଜୀବନ ବହିର ହରଏକ୍ ଚଉଠେ ସାହି ହେଇ ଚରିଯାଇଛେ ଅନ୍ଧାର… ଏନ୍ତା ଚପଲିଛେ ଗୁଡୁ ମୁଡ଼ ତକ୍ ଯେ- ନାଇଁ ପୁଛି ହେବାର ସୁନ୍ଦରି ଫଗୁନର ପନତେ କି’ଧୁଇ ନାଇଁ ହେବାର କାନ୍ଦରି ଶରାବନର ଆଁଖଲେ ହୁତାହୁତି ଯାହା ଚୁପଚାପ୍ ସଁଥଲିହେବାକେ ପଡ଼ୁଛେ ଆପେ ଜୁଏ ହେଇଯିବାର ତକ୍ ଅନ୍ଧାରର ନୀରବ ଦହନ ଥି । ଇ ଦଗାଦିଆ ସମିଆ ଭିଲ୍ କାହିଁ ବାଁ ଯାଏତା ମତେ ବଦି ଦେଇ ପୁଢ଼ା ଘା’ଥି ନୁନ୍ ରେଥବାରୁଁ ଲଦିଦେଲା……

ଅଧିକ ପଢ଼ନ୍ତୁ
Editorial Page of Shubhapallaba 35th Edition

✍ ପଞ୍ଚତ୍ରିଂଶ ସମ୍ପାଦକୀୟ

ଯେବେ ଯେବେ କୌଣସି ସଭ୍ୟତା ଏବଂ ଏହାର ଧାର୍ମିକ ଭାବନାକୁ ଆକ୍ରମଣ କରାଯାଇଛି, ସମାଜ ଅବନତି ଆଡ଼କୁ ମୁହାଁଇଛି, ପ୍ରଥମ ଖଣ୍ଡା ଚୋଟ ଏହାର ଶିକ୍ଷା ବ୍ୟବସ୍ଥା ଏବଂ ଜ୍ଞାନର ଉତ୍ସ ଉପରେ ପଡ଼ିବାର ନଜିର୍ ଇତିହାସ ଆମକୁ ଦେଖାଇ ସାରିଛି । ବଖତିୟାର ଖିଲଜିଙ୍କ ଦ୍ୱାରା ନାଳନ୍ଦା ବିଶ୍ୱବିଦ୍ୟାଳୟ ଉପରେ ଆକ୍ରମଣ, ଧର୍ମଗ୍ରନ୍ଥ ପୁସ୍ତକ ସଂଗ୍ରହାଳୟ ଜାଳି ପୋଡ଼ି ଛାରଖାର କରିଦେବା ଏହାର ଜ୍ଵଳନ୍ତ ଉଦାହରଣ । ପ୍ରାୟ ନବେ ଲକ୍ଷ ପୁସ୍ତକ ପାଉଁଶ ହେବାକୁ ତିନି ମାସ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 34th Edition

✍ ଚତୁର୍ତ୍ରିଂଶ ସମ୍ପାଦକୀୟ

ଚାହୁଁ ଚାହୁଁ ଆମ୍ଭେମାନେ ୨୦୨୨ରେ ! ଆଶ୍ଚର୍ଯ୍ୟ ଲାଗୁଚି ନା ! ଯଦିଓ ଏଥିରେ ଆଶ୍ଚର୍ଯ୍ୟ କିଛି ନାହିଁ । ସମୟ ତ ଏଇମିତି ନୌକାରେ ବସେଇ ସବୁ ଝଡ଼ ମଉଜ ବୁଲେଇ ଆଣି ବର୍ଷ ପରେ ବର୍ଷ ପାର କରେଇଦିଏ । ଆହୁରି ଅନେକ ଦେଖିବାକୁ ଏବେ ବି ଚର୍ମ ଚକ୍ଷୁ ସକ୍ଷମ, ସେଥିପାଇଁ ଈଶ୍ୱରଙ୍କ ନିକଟରେ ଆମେ ସମସ୍ତେ ଋଣୀ । ନୁହଁନ୍ତି କି? ଯାହା କିଛି ପାଇଲେ ବା ହରାଇଲେ ସେ ସବୁର ହିସାବ ନକରି କ’ଣ ଶିଖିଲେ ଏବଂ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 33rd Edition

✍ ତୟୋତ୍ରିଂଶ ସମ୍ପାଦକୀୟ

ଖୁସି… କେବେ କଅଁଳ ଶିଶୁର ଦରୋଟି ହସ ତ କେବେ ମା’ର ମିଠା ଗାଳି; କେବେ ମେଘ ବାଦଲର ଉହାଡ଼ରେ ପାହାଡ଼ର ଲୁଚକାଳି ଖେଳ ତ କେବେ କାକର ବୋଲା ଶୀତ ସକାଳର ଶୋରିଷ ଫୁଲର ଚଗଲାମୀ । ଖୁସି କେବେ ପ୍ରିୟା ଆଖିରେ ଦୁଷ୍ଟାମୀର ଇଶାରା ତ ପୁଣି କେବେ ଅପ୍ରତ୍ୟାଶିତ ସଫଳତା… ଖୁସିର ପରିସୀମା ନାହିଁ, ସେ ବ୍ୟାପ୍ତ; ଆକାଶ ପରି, ପୃଥିବୀ ପରି… ପ୍ରସଙ୍ଗଟିଏ ମନେପଡ଼େ; କିଛି ବର୍ଷ ତଳେ ପଡ଼ିଶା ଘରର ଛୁଆମାନଙ୍କୁ…

ଅଧିକ ପଢ଼ନ୍ତୁ