Odia Poem Jibana (ଜୀବନ) by Swayangprajna Mishra

ଜୀବନ

ଜୀବନ, ଭଗବାନଙ୍କ ସୃଷ୍ଟିର ଏକ ଅନନ୍ୟ ଅବଦାନ ଏହାର ପ୍ରତ୍ୟେକଟି ପୃଷ୍ଠା ରୋମାଞ୍ଚକର । କିଛି ମୁହୂର୍ତ୍ତ ଏଠି ଜୀଇବା କଷ୍ଟକର ହୋଇଯାଏ, ଆଉକିଛି ମୁହୂର୍ତ୍ତ ଅଭୂଲାସ୍ମୃତି ହୋଇ ରହିଯାଏ । କିଛି କିଛି ଅଜଣା ମଣିଷ ଏଠି ଆପଣାର ଲାଗନ୍ତି, ଆଉ କିଛି ଆପଣାର ଲୋକ ଶକ୍ତ ଆଘାତ କରନ୍ତି । ବଞ୍ଚିବାପାଇଁ ଏଠି ସଂଘର୍ଷ କରିବାକୁ ପଡ଼େ, କିଛି ପାଇବା ପାଇଁ କିଛି ହରାଇବାକୁ ପଡ଼େ । ଏସବୁକୁ ଜିତି ଯିଏ ବଞ୍ଚିବା ଶିଖିଛି, ଜୀବନର ମୂଲ୍ୟ ବୋଧେ ସିଏ…

ଅଧିକ ପଢ଼ନ୍ତୁ
Jibana (ଜୀବନ: ଲୁହ, ହସ ଓ ଯନ୍ତ୍ରଣାର ସରବତ୍) Odia Poem by Biswanath Kinkar Rout

ଜୀବନ: ଲୁହ, ହସ ଓ ଯନ୍ତ୍ରଣାର ସରବତ୍

!! ୧ !! ସହନଶକ୍ତିର ପ୍ରସ୍ତର ଯେବେ ତରଳି ଯାଏ ଧୈର୍ଯ୍ୟର ବନ୍ଧ ଭାଙ୍ଗି ପ୍ଲାବିତ କରିଦିଏ ସୁନ୍ଦର ଢଳ ଢଳ ନୟନ ରାଇଜକୁ ତାକୁ ସମସ୍ତେ କହନ୍ତି “ଲୁହ” । !! ୨ !! ଯେବେ କେବେ ପୂର୍ଣ୍ଣତାର ବାରି ସିଞ୍ଚି ହୋଇଯାଏ ମନ ବଗିଚାରେ, ଉଚ୍ଛ୍ୱାସର ବୀଜଟିଏ ଉଙ୍କି ମାରେ, ବୟଃ କ୍ରମେ, ଖୁସିର ଗୋଲାପଟିଏ ଫୁଟି ଉଠେ ଅଧର ବୃକ୍ଷରେ, ଆଉ ତା’ ରଙ୍ଗରେ ରଙ୍ଗୀନ ହୋଇଯାଏ ଚିବୁକ ରାଇଜ, ତାକୁ ସମସ୍ତେ କହନ୍ତି “ହସ” । !!…

ଅଧିକ ପଢ଼ନ୍ତୁ
Sambalpuri Poem Chhua Belar Dasara Chhuti (ଛୁଆ ବେଲର୍ ଦଶରା ଛୁଟି) by Soumya Ranjan Meher

ଛୁଆ ବେଲର୍ ଦଶରା ଛୁଟି

କାହିଁ ଗଲା ସେ ଛୁଆ ବେଲର୍ ଦିନ୍, ଦଶରା ଛୁଟି ହେବା ବଲିକରି ଗନୁଁ ଥିଲା ଆମେ ଦିନ୍ । ସଖାଲ୍ ପାଏଲେ ମାମୁଁ ଘର୍ ଯିମା, ରାଏତ୍ ସର୍-ତା ନାଇଁ ହଉଥିଲା ନିନ୍ଦ୍ ॥ ମାମୁଁଘରେ କେତେ ସରାଗ୍, କେତେ ରକ୍-ମର ପିଠାପନା । ବଢ଼ଲ୍ ଖିଆ ସାଂଗେ ତାସ୍ ଖେଲ୍ , ଅଜା ଆଇ ସାଂଗେ ହଉଥିଲାଁ ଘିଁଚା ଟନା ॥ କାହିଁ ଗଲା ସେ ଛୁଆ ବେଲର୍ ଦିନ୍, ରାଏତ୍ ସର୍-ତା ନାଇଁ ହଉଥିଲା ନିନ୍ଦ୍…

ଅଧିକ ପଢ଼ନ୍ତୁ
Odia Poem Kie Se (କିଏ ସେ) by Ganesh Prusty

କିଏ ସେ?

କିଏ ଆଙ୍କି ଦେଲା ନୀଳ ଆକାଶର କାନ୍‌ଭାସ୍‌ରେ ଧଳା ବାଦଲର ଛବି? କିଏ ଭରି ଦେଲା ମାନସ ପଟଳେ ପ୍ରେମ ଭରା ମିଠା ଗୀତି? କାହାଲାଗି ସଜା ସୁନ୍ଦର ଦୁନିଆ ଆତ ଜାତ ଚନ୍ଦ୍ର ରବି? ଖୋଜିଲି ଅନେକ… ସେ ଅଦୃଶ୍ୟ ପ୍ରତିମାକୁ ପାରିଲିନି କେବେ ଦେଖି । ହୃଦ୍‌ବୋଧ ହେଲା ସବୁ ତ ତାଙ୍କର ସେ ସ୍ରଷ୍ଟା ସେ ସୃଷ୍ଟି । ସର୍ବତ୍ର ବିଦିତ ଅସୀମ ଅନନ୍ତ ନାହିଁ ତାଙ୍କ ପ୍ରତିଛବି । – ଗଣେଶ ପୃଷ୍ଟି

ଅଧିକ ପଢ଼ନ୍ତୁ
Odia Story Premikara Atma (ପ୍ରେମିକାର ଆତ୍ମା) by Chikun Panda

ପ୍ରେମିକାର ଆତ୍ମା

ବହୁତ ଦିନ ତଳର ଘଟଣା, ରାଜା ରାଜୁଡ଼ା ଅମଳର କଥା । ଗୋଟିଏ ଗାଁରେ ଜଣେ ଜମିଦାର ଥିଲେ । ଜମିଦାର ବାବୁଙ୍କ ଗୋଟିଏ ବୋଲି ଅଲିଅଳି ଝିଅଟିଏ ଥିଲା । ଝିଅର ଝୁଣ୍ଟିଆ ହଜିଲେ ସାତ ଖଣ୍ଡ ମୌଜା ଖୋଜା ପଡ଼େ । ଗୋଟିଏ ଚାଉଳରେ ଗଢ଼ା; ରୂପରେ ଯେମିତି ଗୁଣରେ ସେମିତି । ସେଇ ଗାଁ’ର ପୁଅଟିଏ ତା’ ନାଆଁ ରାଜା । ବହୁତ୍ ସାଧାସିଦା ଆଉ ସରଳ ପିଲାଟିଏ । ମାଛିକୁ ମ ବୋଲି କହେନି । ରାଜା ସେ ଝିଅକୁ ପ୍ରଥମ ଦେଖାରେ…

ଅଧିକ ପଢ଼ନ୍ତୁ