corona-bahaghara

କରୋନା ବାହାଘର

ଅନେକ ଲୋକଙ୍କ ମନରେ ଯେମିତି ମହତକାଂକ୍ଷା ଥାଏ ମୋ ମନରେ ବି ସେମିତି ଏକ ସ୍ୱଭାବସୁଲଭ ବୈରାଗ୍ୟଭରା ବାହାଘର ହବ ବୋଲି ସ୍ୱପ୍ନ ଦେଖୁଥିଲି । ସମୟ ସୁଅରେ ମୋର ବୟସ ୨୯ ପୂରି ୩୦ ଚାଲିଲା । ମନ ମୋର ଅତି ଉତ୍କଣ୍ଠା ଆଉ ପ୍ରସାନିତ ହେଇଯାଉଥାଏ କାରଣ ମୋ ବାହାଘର ଏତେ ଦିନର ଅବିରତ ଖୋଜାଖୋଜି ପରେ ଘର ଲୋକଙ୍କ ପ୍ରଚେଷ୍ଟାରେ ଠିକ ହେଇଛି । ଝିଅଟା ଦେଖିବାକୁ ଗଲେ ରାଜକୁମାରୀ ଭଳି ।…

ଅଧିକ ପଢ଼ନ୍ତୁ
Sesha-Dekha

ଶେଷ ଦେଖା

ରସାୟନ ବିଜ୍ଞାନରେ ପି.ଏଚ୍.ଡି ପାଇଁ ବୋଷ୍ଟନ୍ ବିଶ୍ୱବିଦ୍ୟାଳୟରେ ପଢ଼ିବାର ସୁଯୋଗ ପାଇଲି, ଖୁସିରେ ଗୋଡ଼ ତଳେ ଲାଗୁନଥାଏ; ଯଥା ଶୀଘ୍ର ଉନିଭର୍ସିଟିରେ ଜଏନ୍ କଲି । ସବୁକିଛି ସ୍ୱପ୍ନିଳ ଲାଗୁଥାଏ । ସବୁଦିନ ହଷ୍ଟେଲରୁ ବସ୍ ଧରି ଉନିଭର୍ସିଟି ଯାଏ ଆଉ ସନ୍ଧ୍ୟାରେ ଫେରେ । ପାଠପଢ଼ା ପାଇଁ ସ୍କଲାର୍‌ସିପ୍ ମଧ୍ୟ ପାଉଥାଏ; ମୋଟ ଉପରେ ମୁଁ ମୋର ସ୍ୱାବଲମ୍ବୀ ହେବାକୁ ଖୁବ ଉପଭୋଗ କରୁଥାଏ । କିଛି ଦିନ ପରେ ମୋ ଜୀବନ ପରିଧିରେ ଭିକ୍ଟର୍…

ଅଧିକ ପଢ଼ନ୍ତୁ
safai

ସଫାଇ

ସେଦିନ ଜରୁରୀ ବୈଠକରେ ଆଲୋଚନା ହେଲା ଯେ ଆମ ଶାସନ ବ୍ୟବସ୍ଥାରେ ଉପରୁ ତଳଯାଏ ଆବର୍ଜନାରେ ଭରପୁର ହୋଇଗଲାଣି । ତେଣୁ ସଫାଇ ହେବା ଏକାନ୍ତ ଆବଶ୍ୟକ । ଏ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇ ସିଦ୍ଧାନ୍ତ ନିଆଗଲା ଯେ ଏହାକୁ କାର୍ଯ୍ୟକାରୀ କରାଗଲେ ଦେଶର ମଙ୍ଗଳ ହେବ । ତହୁଁ ଚତୁର ତଥା କଡ଼ା ମିଜାସର ସର୍ବୋଚ୍ଚ ଅଧିକାରୀ ସେଇଠି ତୁରନ୍ତ ଆଦେଶ ପ୍ରଦାନ କଲେ ଯେ “ସୁନ୍ଦର ପ୍ରସ୍ତାବ । ଆଜି ଏଇ…

ଅଧିକ ପଢ଼ନ୍ତୁ
Dani

ଦାନୀ

ପତି- ଆମ ଆଲମାରୀରେ ବହୁତ ପୁରୁଣା ଲୁଗାପଟା ଭର୍ତ୍ତି ହୋଇଗଲାଣି । ମୁଁ ଭାବୁଛି ସେଗୁଡ଼ିକ ବାହାର କରିଦେବା ଉଚିତ । ପତ୍ନୀ- ହଁ, ସେଇଆ କରିବା । ପୁରୁଣା ବାହାର କରିଦେଲେ ସିନା ସେଥିରେ ନୂଆ ରହିବା ପାଇଁ ଜାଗା ହୋଇଯିବ । ପତି- ସେ ପୁରୁଣା ଲୁଗାକୁ ଆମେ ଗରିବ ଲୋକଙ୍କୁ ଦାନ କରିଦେବା… ନା କ’ଣ ଭାବୁଚ? ପତ୍ନୀ- ହଁ । ସେଗୁଡ଼ା ଆମର ଆଉ କ’ଣ ହେବ? ପତି- ଆମର କାମବାଲୀଟି…

ଅଧିକ ପଢ଼ନ୍ତୁ
Jibanta Prashna

ଜୀବନ୍ତ ପ୍ରଶ୍ନ

“ଜଣେ ରାଜା ଥିଲେ । ତାଙ୍କର ଥିଲେ ଦୁଇଟି ରାଣୀ ।” ବାପା ଟିକି ଗେହ୍ଲୀ ଝିଅ ଗୌରୀକୁ କାହାଣୀ ଶୁଣାଇବାକୁ ଆରମ୍ଭ କରିଦେଲେ । ହେଲେ କାହାଣୀ ସରିବାର ବହୁ ପୂର୍ବରୁ ଶୋଇ ସାରିଥିଲା ଗୌରୀ । କିଛି ସମୟ ପରେ ବାପା ବି ଶୋଇଗଲେ । ତହିଁ ପରଦିନ ଗୌରୀ ବିଛଣାକୁ ଆସିବା ମାତ୍ରେ କହିଲା, “ବାପା, ମୁଁ ଆଜି ତୁମକୁ କାହାଣୀ ଶୁଣାଇବି ।” “ଆରେ ବାଃ, ମୋ ସୁନା ଝିଅ, ଶୁଣା…

ଅଧିକ ପଢ଼ନ୍ତୁ